ଘରେ ଲଗାଉଛନ୍ତିକି ( କ୍ୟାଲେଣ୍ଡର ) – ଭୟଙ୍କର କଥା ଜାଣନ୍ତୁ । ହୋଇ ଜାଆନ୍ତୁ ସାବଧାନ

calender

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବହୁତ ସମୟରେ ଆମ ମାନଙ୍କ ଘରେ ଟଙ୍ଗା ହୋଇ ଥିବା ପୁରୁଣା କ୍ୟଲେଣ୍ଡରରେ କିଛି ଭଗବାନ ଙ୍କ ଫୋଟ ଆଦି ରହି ଥିବା ବେଳେ ଆମେ ମାନେ ସେହି କ୍ୟଲେଣ୍ଡର କୁ ଘରୁ ବାହାରେ ପକେଇ ନ ଥାଉ ହେଲେ କଣ ଆପଣ ମାନେ ଜାଣି ଛନ୍ତି ବାସ୍ତୁ ଶାସ୍ତ୍ର ହିସାବରେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥରେ ଟଙ୍ଗେଇ ରଖିବା ବହୁତ ଅଶୁଭ ଅଟେ । ତେବେ ଆସନ୍ତୁ ଏହି ବିଷୟ ରେ ଆପଣ ମାନଙ୍କୁ ଆମେ ଅଧିକ ଭାବେ ସୂଚନା ଦେବୁ କି ଏହି ସବୁ କ୍ୟଲେଣ୍ଡର କୁ କଣ କରିବା ଉଚିତ୍ । ଘରେ ପୁରୁିଣା କ୍ୟଲେଣ୍ଡର ରଖିଲେ ଆପଣ ମାନଙ୍କ ଜିବନ ରେ ଆସୁ ଥିବା ସଫଳତା ବହୁତ ପରିମାଣ ରେ କମ୍ ହୋଇ ଯାଏ । ସେହିଥି ପାଇଁ ସବୁ ବେଳେ ପୁରୁଣା କ୍ୟଲେଣ୍ଡର କୁ କାନ୍ଥ ରୁ ନିଶ୍ଚିତ ହଟେଇ ଦିଅନ୍ତୁ ।

ବାସ୍ତୁ ଶାସ୍ତ୍ର ଅନୁସାରେ କ୍ୟଲେଣ୍ଡର କୁ କେଉଁ ଦିଗ ରେ ଲଗେଇ ସେହି ବିଷୟ ରେ ଜାଣି ନେବା । ସବୁ ସମୟରେ କ୍ୟଲେଣ୍ଡର କୁ ପୂର୍ବ ପଶ୍ଚିମ ଏବଂ ଉତ୍ତର ଦିଗ ରେ ଲଗେଇବା ବହୁତ ଶୁଭ ବୋଲି ମନା ଜାଇ ଥାଏ । ଯଦି ଆପଣ ମାନେ ଘର ର ପୂର୍ବ ରେ କ୍ୟଲେଣ୍ଡର ଲଗାଉଛନ୍ତି । ତେବେ ଏହି ଥିରେ ଆପଣ ମାନଙ୍କ ଜିବନ ର ସଫଳତାର ଚାବି ଖୋଲି ଯାଏ । ଆପଣ ମାନଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ । ଯେଉଁ ବ୍ୟକ୍ତି ଙ୍କ ଜାତକ ରେ ସୂର୍ଯ୍ୟ ଙ୍କର ସ୍ଥିତି ଭଲ ରହି ଥାଏ , ସେହି ବ୍ୟକ୍ତିର ସବୁ ଥିରେ ଉନ୍ନତି ହୋଇଥାଏ । ତେବେ ସେମିତି ବେଳେ ଆପଣ ମାନଙ୍କୁ ସମାଜ ରେ ପ୍ରତିଷ୍ଟା ମିଳି ଥାଏ ।

ଯଦି ଆପଣ ମାନେ ଉତ୍ତର ଦିଗ ରେ କ୍ୟଲେଣ୍ଡର କୁ ଲଗାଉଛନ୍ତି । ତେବେ ସେହି ପରି ବେଳେ ଏହା ଆପଣ ମାନଙ୍କ ପରିବାର ରେ ସୁଖ ସମୃଦ୍ଧି ମାନ ବଢେଇ ଥାଏ । ଧ୍ୟନ ରଖିବେ କ୍ୟଲେଣ୍ଡର ରେ ସବୁଜ ରଙ୍ଗ ଥିବା ନିହାତି ଆବଶ୍ୟକ । ଯଦି ଆପଣ ମାନେ ଘର ର ପଶ୍ଚିମ ଦିଗ ରେ ଏହି କ୍ୟଲେଣ୍ଡର କୁ ଲଗାଉ ଛନ୍ତି । ତେବେ ଏହା ଦ୍ୱାରା ଆପଣ ମାନଙ୍କ ରହି ଜାଇ ଥିବା କାର୍ଯ୍ୟ ସଂମ୍ପର୍ଣ୍ଣ ଭାବେ ସଫଳ ହୋଇ ଥାଏ । ହେଲେ କେବେ ବି ଘର ର ଦକ୍ଷିଣ ଦିଗ ରେ ଏହି କ୍ୟଲେଣ୍ଡର କୁ ଲଗାଇ ବେ ନାହିଁ । ଯଦି ଏମିତି କରିବେ ତେବେ ଆମର ସବୁ କାର୍ଯ୍ୟ ସବୁ ବିଫଳ ହୋଇ ଥାଏ । କ୍ୟଲେଣ୍ଡର ଲଗାଇବା ସମୟ ରେ ଏହା ବି ଧ୍ୟନ ରଖିବାର ରହିଛି ସେଥିରେ କୈଣସି ବି ହିଂଶ୍ରାଆଦି ପଶୁ ଙ୍କର ଫୋଟ ନ ରହିବା ଦରକାର । ନଚେତ୍ ଏହା ଆପଣ ମାନଙ୍କ ପାଇଁ ବିଫଳତା ହେବ ।

Leave a Reply

Your email address will not be published. Required fields are marked *