ଏହି ଜିନିଷ କୁ ଭୁଲରେ ବି ଅଣ୍ଡା ଖାଇବା ପରେ ଖାଆନ୍ତୁ ନାହିଁ ଜିବନ ଯାଇପାରେ ।

egg

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଆପଣ ମାନଙ୍କ ସହିତ ଏକ ବିଷେଶ ବାର୍ତା ଉପରେ ଆଲୋଚନା କରିବା ପାଇଁ ଆସିଛୁ , ଯେଉଁ ଥିରେ ଆପଣ ମାନଙ୍କୁ ଆମେ ସଂମ୍ପର୍ଣ୍ଣ ଭାବେ ଜଣେଇବୁ କି ଅଣ୍ଡାର ସେବନ କରିବା ପରେ କେଉଁ ଜିନିଷ କୁି ସେବନ କରିବା ଉଚିତ ନୁହେଁ । ନଚେତ୍ ଆପଣ ମାନଙ୍କ ଜିବନ ସଂମ୍ପର୍ଣ୍ଣ ଭାବେ ଜାଇ ପାରେ । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ ଭାବେ ଜାଣି ନେବା । ଆମ ମାନଙ୍କ ମଧ୍ୟରେ ବହୁତ ଲୋକ ମାନେ ରହିଛନ୍ତି ଯେଉଁ ମାନେ ମାଛର ସେବନ କରନ୍ତିୁ ନାହିଁ ହେଲେ ସେମାନେ ତା ପରିବର୍ତେ ଅଣ୍ଡା ରସେବନ କରି ଥାନ୍ତି । କାରଣ ଅଣ୍ଡା ସାକାହାରୀ ଅଟେ ହେଲେ କିଛି ଲୋକ ମାନେ କହିଥାନ୍ତି କି ଅଣ୍ଡା ମାଶାଂ ହାରୀ ଅଟେ । ଆପଣ ମାନଙ୍କୁ ଜଣେଇବୁ କି ସିଝା ଅଣ୍ଡା ଖାଇବା ପରେ ଯେମିତି କଣ କଣ ଖାଇବା ଉଚିତ୍ ନୁହେଁ ।

ଯେଉଁ ପରି ଆପଣ ମାନେ ଜାଣି ଥିବେ ମାସଂ ର ସେବନ କରିବା ପରେ କ୍ଷୀର ର ସେବନ କରିବା କଥା ନୁହେଁ ବା ମାଛ ର ସେବନ କରିବା ପରେ କ୍ଷୀର ର ସେବନ କରିବା ଠିକ୍ ନୁହେଁ । ସେହି ପରି ଭାବେ ଏହି ଅଣ୍ଡା ର ସେବନ କରିବା ପରେ ବି କିଛି ଜିନିଷ ରହିଛି ଜାହା ଖାଇବା କଥା ନୁହେଁ । ଆସନ୍ତୁ ଜାଣି ନେବା । ସିଝା ଅଣ୍ଡା ଖାଇବା ପରେ ଲେମ୍ବୁ ଖାଇବା ଉଚିତ୍ ହୋଇ ନ ଥାଏ କାରଣ ଏହା ଦେହ ପାଇଁ ସଂମ୍ପର୍ଣ୍ଣ ଭାବେ କ୍ଷେତି କାରକ ହୋଇ ଥାଏ । ଏହି ଦୁଇଟି ର ମିଶ୍ରଣ ରେ ହାନୀ କାରକ ପ୍ରତିକ୍ରିୟା କରି ଥାନ୍ତି । ସେହି ପରି ଭାବେ ଦ୍ୱୀତୀୟ ରେ ରହିଛି କଦଳୀ ।

କେବେ ବି ଅଣ୍ଡା ସହିତ କଦଳୀ ର ସେବନ କରନ୍ତୁ ନାହିଁ । କାରଣ ଆପଣଙ୍କ ମୃତ୍ୟୁ ବି ଏଥିରେ ହୋଇ ପାରେ । ଗୋଟିଏ ରିସର୍ଚ୍ଚ ରେ ମନୁଶ୍ୟ କୁ ଅଣ୍ଡା ପରେ କଦଳୀ ଖୁଆଇବା ପରେ ଦେହ ଇନଫେକ୍ସନ ହେବା ଯୋଗୁଁ ସେହି ଲୋକ ର ମୃତ୍ୟୁ ହୋଇ ଥିଲା । ତେବେ କେବେ ଆପଣ ମାନେ ଏହି ଦୁଇଟି ଜିନିଷ କୁ ଖାଇବା ପାଇଁ ଚିନ୍ତା ବି କରନ୍ତୁ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *