ରବିବାର ଦିନ ଭୁଲୁରେ ବି କରନ୍ତୁ ନାହିଁ ଏହି ଗୋଟିଏ କାମ ସବୁକିଛି ସରିଯିବ ।

sadhubani

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହିୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ରବିବାର ଦିନ କରା ଜାଉ ନ ଥିବା କିଛି କାର୍ଯ୍ୟ ବିଷୟ ରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ , ଏହା ସହିତ ଆଚ୍ୟାର୍ଜ୍ୟ ଚାଣକ୍ୟଙ୍କ ଦ୍ୱାରା କୁହା ଜାଇଥିବା କିଛି ମହତ୍ୱ କଥା , ଆସନ୍ତୁ ଜାଣିବା । ଯେମିତି କି ଜାଣିଛନ୍ତି ଧନ ଆସିବା ବେଳେ ଭଲ ଭାବେ ଆସେ ଆଉ ଯେବେ ଆସିବାର ନଥାଏ ଜମାବି ଆସେନି । ଏଥି ପାଇଁ ରବିବାର ଦିନ ବିନା ସୁଧରେ କେବେ କାହାରି କୁ ସୁଧ ଦିଅନ୍ତୁ ନାହିଁ । ଜ୍ଞାନ ଯେତେ ବାଣ୍ଟିବେ ତାହା ସେତେ ପରିମାଣ ରେ ବଢିବ । ସେମିତି ରେ ଏହି କଥା କୁ ସବୁ ବେଳେ ମନେ ରଖିବେ ପରିଶ୍ରମ କରିଲେ ଫଳ ନିଶ୍ଚିତ ଭାବେ ମି୍ଳିବ । ମୂର୍ଖ ମାନେ ସବୁ ବେଳେ ଚମତ୍କାର ଉପରେ ହିଁ ବିସ୍ୱସ କରି ଥାନ୍ତି । ହେଲେ କେବେ ସେହି ଚମତ୍କାର କରିବା ଉପରେ ନୁହେଁ । ଯଦି ଆପଣଙ୍କ ମାର୍ଗ ରେ କେବେ ବି ଅସୁବିଧା ଆସୁନାହିଁ ତେବେ ଜାଣନ୍ତୁ ଆପଣ ମାନେ ଭୁଲ ରାସ୍ତା ଜାଉଛନ୍ତି ।

ସବୁ ବେଳେ ସତ୍ୟ ର ମାର୍ଗ କଷ୍ଟ ପୂର୍ଣ୍ଣ । ରବିବାର ଦିନ କେବେ ବି ଆମିଷ ର ଭୋଜନ କରନ୍ତୁ ନାହିଁ । ଅଧିକାଶଂ ଲୋକ ମାନେ ରବିବାର ଆମିଷ ଖାଇବା ପାଇଁ ପସନ୍ଦ କରନ୍ତି । କିନ୍ତୁ ମନେ ରଖନ୍ତୁ ସୂର୍ଯ୍ୟ ସମସ୍ତ ଙ୍କର ଗୁରୁ । ସେ ଯମରାଜ ଙ୍କ ପିତା ଅଟନ୍ତି । ସେ ନାରାୟଣ ଙ୍କର ଅବତାର ଅଟନ୍ତି । ଯେଉଁ ମାନେ ରବିବାର ଦିନ ଆମିଷ ର ଭୋଜନ କରି ଥାନ୍ତି ସେମାନଙ୍କୁ କେବେ ବି ମୁକ୍ତି ମିଳେ ନାହିଁ । ଯେତେ ବେଳେ ଆପଣ ଙ୍କ ପାଖରେ ଧନ ଥିବ ତେବେ ଲୋକ ପଚାରିବେ ଆପଣ କେମିତି ଅଛନ୍ତି । ହେଲେ ଦୁଖଃ ର ସମୟ ରେ କେବେ କେହି ହାତ ଦେବେ ନାହିଁ ହେଲେ ଯିଏ ଦେଇ ଥାନ୍ତି । ସେ ହିଁ ପ୍ରକୃତ ବନ୍ଧୁ ।

ଆଉ ଗୋଟିଏ କଥା କୁ ସବୁ ବେଳେ ମନେ ରଖନ୍ତୁ କି ପୂର୍ବ ଦିଗ କୁ ମୁହଁ କରି ସବୁ ବେଳେ ଭୋଜନ କରନ୍ତୁ । ଏବଂ ଦକ୍ଷିଣ ଦିଗ କୁ ମୁଣ୍ଡ କରି ଶୋୟନ କରନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଜିବନ ରେ କୈଣସି ଅସୁହବିଧା ଆସିଲେ ମଧ୍ୟ ଆପଣ ମାନେ ତାହାକୁ ସବୁ ବେଳେ ସମାଧାନ ର ବାଟ ବାହାର କରି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ । ।

Leave a Reply

Your email address will not be published. Required fields are marked *