ରୋଷେଇ ଘରେ ଭୁଲ ରେ ମଧ୍ୟ କରନ୍ତୁ ନାହିଁ ଏହି ସବୁ କାମ । ନଚେତ ପସ୍ତେଇ ପାରନ୍ତି

kitchen-in-odisha

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁମାନେ ଆମେ ଆପଣ ମାନଙ୍କୁ ଆଜି କହିବା କି ରୋଷେଇ ଘରେ ଯଦି ଏହି ସବୁ ଭୁଲ କରୁଛନ୍ତି । ତେବେ ନିଶ୍ଚିତ ଭାବେ ଧ୍ୟାନ ରଖନ୍ତୁ ଏହା କରିବା ଦ୍ୱାରା ଆପଣଙ୍କ ଉପରେ ଲକ୍ଷ୍ମୀଙ୍କ କୋପ ତୁରନ୍ତ ପଡି ପାରେ । ତେବେ ଆସନ୍ତୁ ଜାଣିବା ଏହି ସବୁ କାର୍ଯ୍ୟ କଣ କଣ । ଆମେ ମାନେ ଜାଣିଛେ କି ଘରର ରୋଷେଇ ଶାଳକୁ ଗୋଟିଏ ମହତ୍ୱ ପୂର୍ଣ୍ଣ ସ୍ଥାନ ବୋଲି କୁହା ଜାଇ ଥାଏ । ଯଦି ଆମେ ଏଠି କିଛି ବି ଗଡ ବଡ କରିବା ତେବେ ଏହାର ପରିଣାମ ଆମ ଉପରେ ପଡିବ ।ବାସ୍ତୁ ଏବଂ ଜ୍ୟତିଷ ଶାସ୍ତ୍ରର ଯଦି ଆମେ କଥା କହିବା ତେବେ ଘରର ଏହି ରୋଷେଇ ଶାଳ ହିଁ ପରିବାର ଲୋକ ମାନଙ୍କ ସ୍ୱାସ୍ଥ ଉପରେ ବହୁତ ପ୍ରଭାବ ପକେଇ ଥାଏ । ତେବେ ଆସନ୍ତୁ ଜାଣି ନେବା ଏହି ସବୁ କାର୍ଯ୍ୟ କଣ କଣ ଜାହା ଆମକୁ ରୋଷେଇ ଘରେ କରିବା କଥା ନୁହେଁ ।

ବହୁତ ଲୋକ ମାନଙ୍କର ଅଭ୍ୟସ ରହିଛି କି ସେମାନେ ରୋଷେଇ ଘରେ ହିଁ ବ୍ରସ୍ କରିବା ପାଇଁ ପସନ୍ଦ କରନ୍ତି । କିନ୍ତୁ ଶାସ୍ତ୍ର ଅନୁସାରେ ଏହା କରିବା ଅନୁଚିତ୍ ଅଟେ । ସେହି ପରି ଭାବେ ଭୋଜନ ବା ଖାଦ୍ୟ କେବେବି ପଶ୍ଚିମ ଦିଗକୁ ମୁହଁ କରି ବନେଇବା କଥା ନୁହେଁ । ଏମିତି କରିବା ଦ୍ୱାରା ଘର ର ଲୋକ ମାନଙ୍କର ତ୍ୱଚ୍ଛା ଏବଂ ହାଡ ର ରୋଗ ହୋଇ ଥାଏ । ଦକ୍ଷିଣ ଏବଂ ପଶ୍ଚିମ ଦିଗକୁ ମୁହଁ କରି ଭୋଜନ କରିବା ପାଇଁ କେବେ ବି ଭୁଲ କରନ୍ତୁ ନାହିଁ । ନଚେତ୍ ଆପଣଙ୍କ ପରବାର ରେ କେବେ ବି କଳହ ବନ୍ଦ ହେବ ନାହିଁ ସର୍ବଦା ଆପଣ ମାନଙ୍କ ପରିବାର ରେ ମନ ମାଳିନ ଲାଗି ରହିବ ।ରୋଷେଇ ଘରେ ସବୁ ବେଳେ ପୂର୍ବ ଦିଗ କୁ ମୁହଁ କରି ରୋଷେଇ କରିବା ଦରକାର । ଏହା ଆପଣ ମାନଙ୍କୁ ଅଗ୍ରଗାମୀ କରି ଥାଏ । ଏବଂ ସୁଖ ସାନ୍ତି ବି ଆପଣ ମାନଙ୍କୁ ପୂର୍ବ ଦିଗରେ ମିଳି ଥାଏ ।

ରୋଷେଇ ଘରେ ଥିବା ଟ୍ୟାପ ର ପାଣି ତଳେ କେବେ ବି ଟପ୍ ଟପ୍ କରି ପଡୁ ନ ଥିବ । ଯେଉଁ ଘରେ ଏହି ପରି ଭାବେ ପାଣି ଟପ୍ ଟପ୍ ହୋଇ ପଡି ଥାଏ । ତେବେ ସେହି ଘରେ ସବୁ ବେଳେ ଧନ ର ହାନୀ ହୋଇ ଥାଏ । ରୋଷେଇ ଘରେ ଜୋତା ବା ଚପଲ ଆଦୀ ରଖନ୍ତୁ ନାହିଁ । ଦେବୀ ଅର୍ଣ୍ଣ ପୂର୍ଣ୍ଣ ଆପଣ ମାନଙ୍କ ଉପରେ ଅସନ୍ତୁଷ୍ଟ ହୋଇ ଥାନ୍ତି । ସେହି ପରି ଭାବେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି । ରୋଷେଇ ଘରକୁ ଯିବା ପୂର୍ବରୁ ସବୁ ବେଳେ ଆଗ ସ୍ନାନ କରନ୍ତୁ ପରେ ଜାଇ ସ୍ନାନ କରନ୍ତୁ । ଏହା ନ କଲେ ଘରେ ଧନ ର ସସସ୍ୟା ,ସବୁ ବେଳେ ଲାଗି ରହିବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *