ଦୈନଦିନ ଜୀବନରେ – ଏହି 5ଟି ଭୁଲ୍ ପାଇଁ , ଆପଣ କେବେବି ହୋଇପାରିବେନି ( ବାପା ) । ବାହା ହୋଇ ନଥିଲେ ନିଶ୍ଚିନ୍ତ ପଢନ୍ତୁ

dont-did

ବନ୍ଧୁ ମାନେ ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ କି ଦୈନିକ ଜିବନ ରେ କେଉଁ ଭୁଲ ପାଇଁ ଆପଣ ମାନେ ବାପା ହୋଇ ପାରନ୍ତି ନାହିଁ । ଆଜର ଦିନ ବହୁତ ପରିବର୍ତନ ଶୀଳ ଅଟେ, ଯେମିତି କି ଆପଣ ମାନେ ଜାଣି ଥିବେ ଆମ ବାପ ଅମଳ ରେ ସେମାନେ ଧୋତି ଏବଂ ଗେଞୀ ଆଦି ର ବ୍ୟବହାର କରୁ ଥିଲେ । କିନ୍ତୁ ଆଜିର ସମୟ ରେ ମୋର୍ଡନ ଯୁଗ ଆସି ଜାଇଛି ତେବେ ଏଠାରେ ଯିଏ କାଲି ବି ଜନ୍ମ ହେଉଛି ତେବେ ସେ ଜିନ୍ସ ପ୍ୟଣ୍ଟ ପିନ୍ଧିବା ପାଇଁ ପସନ୍ଧ କରୁ ଛନ୍ତି । ଦୈନଦିନ ଜୀବନରେ ସବୁଠୁ ବଡ କଥା ହେଉଛି ଟାଇଟ୍ ଜିନ୍ସ ପିନ୍ଧିବା । ଆମେ ମାନେ ଭଲ ଭାବେ ଜାଣିଛେ କି ଗୋଟିଏ ଝିଅ ର ସ୍ପର୍ମ ଏବଂ ଝିଅ ର ହରମୋନ୍ ଦ୍ୱାରା ହିଁ ପିଲା ଜନ୍ମ ହୋଇ ଥାଏ । ଯଦି ପୁରୁଷ ର ସ୍ପର୍ମ ଏବଂ ଝିଅ ର ହରମୋନ୍ ଠିକ୍ ନ ରହିବ । ତେବେ ସେହି ପରି ବେଳେ ପିଲା ଜନ୍ମ ହେବାରେ ବହୁତ ଅସୁବିଧା ହୋଇ ଥାଏ ।

ଆପଣ ମାନେ ଯେଉଁ ଟାଇଟ୍ ଜନ୍ସ ପିନ୍ଧୁ ଛନ୍ତି । ସେହି ପରି ବେଳେ ଆପଣ ମାନଙ୍କ ଯେଉଁ ଅଣ୍ଡା କୋଷ ଥାଏ । ସେଥିରେ ଅସୁବିଧା ସୃଷ୍ଟି ହୋଇ ଥାଏ। ଜିନ୍ସ ପିନ୍ଧିବା ଦ୍ୱାରା ବର୍ଡି ର ହିଟ୍ ବହୁତ ମାତ୍ରା ରେ ବଡି ଥାଏ । ସେମିତି ବେଳେ ଆପଣଙ୍କ ସ୍ପର୍ମ ଗୁଡକ ନଷ୍ଟ ହୋଇ ଥାନ୍ତି । ଜାହା ଫଳ ରେ ପିଲା ଜନ୍ମ ହେବାରେ ବହୁତ ଅସୁବିଧା ହୋଇ ଥାଏ ।

ଦ୍ୱୀତିୟ ରେ ହେଲା ଷ୍ଟ୍ରେସ୍ ।

ଆଜିର ବ୍ୟସ୍ତ ବହୁତ ଜିବନ ରେ କିଏ ବା ଏହି ଷ୍ଟ୍ରେସ୍ କୁ ନ ଜାଣିଛି । ହେଲେ ଏହା ଆମ ମାନଙ୍କ ଶରୀରିର ପାଇଁ ବହୁତ ପରିମାଣ ରେ ଖରାପ୍ ହୋଇ ଥାଏ । ଆପଣ ମାନଙ୍କ ସ୍ପର୍ମ ଉପରେ ବହୁତ ପ୍ରଭବ ପକେଇ ଥାଏ । ସେହି ପରି ଭାବେ ଯଦି ଆପଣ ମାନେ ନିଶା ଦ୍ରବ୍ୟ ର ସେବନ କରୁଛ୍ତି । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ଏହି ପରି ଅସୁବିଧା ର ସାମ୍ନା କରିବା ପାଇଁ ପଡି ପାରେ । ଆପଣ ମାନେ ଯଦି ରେଗୁଲାର୍ ଏହି ନିଶା ପାଣି ର ସେବନ କରୁଛନ୍ତି । ତେବେ ଏହା ମଧ୍ୟ ଆପଣ ଙ୍କ ଉପରେ ବୁହୁତ ପ୍ରଭାବ ପକେଇ ଥାଏ । ସେହି ପରି ଭାବେ ଆପଣ ମାନେ ଯଦି ମୋବାଇଲ୍ କୁ ତଳ ପ୍ୟକେଟ୍ ରେ ପକାଉ ଛନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣଙ୍କ ସ୍ପର୍ମ ନଷ୍ଟ ହୋଇ ଥାଏ ଏବଂ ଆପଣ ମାନେ ବାପା ହୋଇ ପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *