ମଶାଣିରୁ ଫେରିବା ବେଳେ କରିଦିଅନ୍ତୁ ଏହି କାର୍ଯ୍ୟ । ଦୂର ହୋଇ ଯିବ ସବୁ ବାଧା ।

abbbb-2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଏକ ପୌରାଣିକ ବହିରେ ଏମିତି ବହୁତ ଗୁଡିଏ ତଥ୍ୟ ବିଷୟରେ କୁହା ଜାଇଛି ଜାହା ମନୁଷ୍ୟ ର ଜିବନରୁ ଦୁଖଃ ଦୂର କରିବା ପାଇଁ ପର୍ଜ୍ୟାପ୍ତ ହୋଇ ଥାଏ । ଏହି ବହିରେ ସ୍ମଶାନ ଘାଟ ସହିତ ଯୋଡା ହୋଇ ଥିବା କିଛି ତଥ୍ୟ ବିଷୟ ରେ ମଧ୍ୟ କୁହା ଜାଇଛି । ଯଦି ଆମେ ଏହି ବହି ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ତେବେ ଯେତେବେଳେ କୈଣସି ବ୍ୟକ୍ତି ଯଦି ସ୍ମସନ ଘାଟକୁ ଯାଏ ଏବଂ ଏହି ବହି ଅନୁସାରେ କାର୍ଯ୍ୟ କରି ଥାଏ , ତେବେ ସେ ନିଜ ଜିବନ ରେ ସବୁ ଦୁଖଃ ରୁ ଦୂରି ଭୁତ ହୋଇ ଥାଏ । ତେବେ  ଆସନ୍ତୁ ଏହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବୁ । ଆପଣ ମାନଙ୍କ ଜିବନରେ କୈଣସି ବି ପ୍ରକାରର ସଂଙ୍କଟ ଆସିବା କ୍ଷେଣି ଏହି କାମ କୁ ନିଶ୍ଚିତ କରନ୍ତୁ ।

ରୋଗ ପୀଡିତା ।  ଘରେ ଯଦି କୈଣସି ଲୋକ ମାନେ ରୋଗ ଗ୍ରସ୍ତ ରହିଛନ୍ତି । ତାଙ୍କର ରୋଗ ଯେତେ ଚେଷ୍ଟା କରିଲେ ମଧ୍ୟ ଠିକ୍ ହେଉ ନାହିଁ । ତେବେ ସେହି ବ୍ୟକ୍ତି ର ତକିଆ ତଳେ କେବଳ ଗୋଟିଏ ତମ୍ବାର କୟେନ୍ କୁ ରଖନ୍ତୁ । ଏବଂ ପର ଦିନ ଆପଣ ମାନେ ଜାଇ କରି ସେ ଟଙ୍କା କୁ ସ୍ମଶାନ ଘାଟରେ ପକାଇ ଦିଅନ୍ତୁ । ତେବେ ଦେଖିବେ ସେହି ବ୍ୟକ୍ତିର ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ।

ଆର୍ଥିକତା ରୁ ଦୂର । ସେହି ପରି ଭାବେ ଯଦି ଆପଣ ମାନଙ୍କର କୈଣସି ଆର୍ଥିକ ସମସ୍ୟା ରହିଛି । ଆପଣ ମାନେ ନିଶ୍ଚିତ ଭାବେ ନିଜର ପର୍ସରୁ ଗୋଟିଏ କୟେନ୍ ନିଅନ୍ତୁ । ଏବଂ ପରେ ପରେ ସେହି କୟେନ୍ କୁ ନେଇ ସ୍ମାଶନ ଘାଟରେ ଗୋଟିଏ ଗାତ କରି ସେଠାରେ ପତି କରି ଆସନ୍ତୁ । ଏପରି କରିବା ପରେ ନିଶ୍ଚିତ ଭାବେ ଆପଣ ମାନଙ୍କ ଲାଭ ହେବ ଏବଂ ଆପଣ ମାନେ ନିଶ୍ଚିତ ଭାବେ ଆର୍ଥିକ ସମସ୍ୟାରୁ ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଯିବେ । ସେହି ପରି ଭାବେ ଆପଣ ମାନେ ଗୋଟିଏ ମାଠିଆ ମଧ୍ୟରେ ରଖି କରି ଏହି କାର୍ଯ୍ୟ କୁ କରି ପାରିବେ ।

ଖରାପ୍ ନଜର ଲାଗିଲେ । ଯଦି ଆପଣ ମାନଙ୍କୁ କେବେ ବି ଲୋକ ଙ୍କ ଖରାପ୍ ନିଜର ସମସ୍ୟା ରହି ଥାଏ । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ନିଶ୍ଚିତ ଭାବେ ସ୍ମାଶନ କୁ ଜାଇ କରି କିଛି ମାଟି କୁ ନେଇ ଆସନ୍ତୁ । ଏବଂ ପରେ ପରେ ସେହି ମାଟି କୁ ନେଇ ନିଜର ମୂଖ୍ୟ ଦ୍ୱାର ରେ ଠିଆ ହୋଇ ବାହାର କୁ ପକେଇ ଦିଅନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଘର ପ୍ରତି ରହି ଥିବା ଖରାପ୍ ଦୃଷ୍ଟି ବି ଆପଣ ମାନଙ୍କ ଠାରୁ ସଂମ୍ପର୍ଣ୍ଣ ଭାବେ ଛାଡି ପଳେଇବ ।

Leave a Reply

Your email address will not be published. Required fields are marked *