କରଜ ବା ଋଣରୁ ମୁକ୍ତି ପାଇବା ପାଇଁ ଓ ଧନ ଲାଭ ପାଇଁ 3ଟି ବାସ୍ତୁ ଉପାୟ ।

runa2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁୁ । ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ କରଜ ବା ଋଣରୁ ମୁକ୍ତି ପାଇବା ପାଇଁ ଓ ଧନ ଲାଭ ପାଇଁ 3ଟି ବାସ୍ତୁ ଉପାୟ ବିଷୟ ରେ କହିବା ପାଇଁ ଚାହିଁବୁ । ଏବଂ ଯେଉଁ ଥିରେ ଆପଣ ମାନେ ନିଶ୍ଚିତ ଭାବେ ଉପକୃତ ହୋଇ ପାରିବେ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଜିବନ ରେ ଥରେ ଥରେ ଆମେ ମାନେ ଏପରି ସ୍ଥିତିରେ ପହଁଚି ଜାଇ ଥାଉ , ଯେଉଁ ଠାରେ ଆମ ମାନଙ୍କୁ ଅଧିକ ପରିମାଣରେ ଧନ ର ଜରୁରୀ ହୋଇ ଥାଏ । ତେବେ ସେହି ପରି ବେଳେ ଆମେ ମାନେ ଆମ ମାନଙ୍କ ବନ୍ଧୁ ବା ପରିବାର ଲୋକ ମାନଙ୍କ ଠାରୁ କହି କରି ଋଣ ନେଇ ଥାଉ । ସେମାନଙ୍କଠୁ ଋଣ ନେବା ପାଇଁ ଆମେ ବାଧ୍ୟ ହୋଇ ଥାଉ । ପରେ ସେହି ଟଙ୍କା କୁ ଆମକୁ ମିଳି ଥିବା ସମୟ ମଧ୍ୟ ରେ ହିଁ ଦେବା ପାଇଁ ପଡି ଥାଏ । ଯଦି ସମୟ ଥାଉ ଥାଉ ଏହି ଋଣ ଉତୁରୀ ଜାଇ ଥାଏ । ତେବେ ବହୁତ ଭଲ କଥା ହେଲେ ଅନ୍ୟତ୍ର ଯଦି ଏମିତି ହୋଇ ନ ପାରେ ତେବେ । ଆମ ମାନଙ୍କ ମୁଣ୍ଡ ରେ ଚଡକ ପଡିବା ପରି ଲାଗେ ।

ସେହି ସମୟ ରେ ଆମ ମାନଙ୍କ ଜିବନ ବହୁକ କଷ୍ଟକର ହୋଇ ପଡେ । ସେମିତି ବେଳେ ଯଦି ଆପଣ ମାନେ ଏହି ଉପାୟ କରନ୍ତି ଆପଣ ମାନେ ଲାଭ ବାନ ହେବେ । ଉପାୟ ଟି ହେଲା ବୁଧବାର ଦିନ ସ୍ନାନ କରିବା ପରେ ଭଗବାନ ଗଣେଷ ଙ୍କ ପୂଜା କରନ୍ତୁ । ଏବଂ ତାଙ୍କ ନିକଟରେ ଋଣ ରୁ ମୁକ୍ତି ପାଇଁ ପ୍ରାଥନା କରନ୍ତୁ । ଏହା ସହିତ ଗଣେଷଙ୍କ ପାଖରେ ଭୋଗ ରେ ମୋଦକ ଚଢାନ୍ତୁ । ଖାସ୍ କରି ମନେ ରଖୁନ୍ତୁ ଏହି ପୂଜାରେ ଫୁଲ ସହିତ ଦୁବ ର ବ୍ୟବହାର ନିଶ୍ଚିତ ଭାବେ କରନ୍ତୁ । ଯଦି ଆପଣ ମାନେ ଏପରି କରିବେ ତେବେ ଆପଣ ମାନଙ୍କ ଉପରେ ଶିଘ୍ର ହିଁ ରହି ଥିବା ଋଣ ଉଠି ଯିବ । ଏବଂ ଆପଣ ମାନଙ୍କୁ ନିଶ୍ଚିତ ଭାବେ ଏହି ଋଣ ଭାର କୁ କମ୍ କରିବା ପାଇଁ କିଛି ନା କିଛି ରାସ୍ତା ମିଳି ଯିବ ।

ଆଉ ଗୋଟିଏ ଉପାୟ ରେ ଦୁଇଟି ମଙ୍ଗଳ ବାର ଲଗାତାର୍ ଭାବେ ହୁନୁମାନ ଙ୍କୁ ଯଦି ଆପଣ ବସ୍ତ୍ର ଚଢାନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନଙ୍କୁ ନିଶ୍ଚିତ ଭାବେ ବଡ ବଡ ଋଣ ଭାର ରୁ ଦୂର ପାଇ ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *