ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଯଦି ଆମେ ଆଜିର ସମୟର କଥା ଆପଣ ମାନଙ୍କୁ କହିବୁ ତେବେ ଏମିତି କିଏ କିଏ ନାହାଁନ୍ତି ଯେଉଁ ମାନେ ଆଜିର ଦିନରେ ନିଜର ସୁନ୍ଦରତା ଦେଖେଇବା ପାଇଁ ଚାହାଁନ୍ତି ନାହିଁ । ହେଲେ ଏହାକୁ ବହୁତ କମ୍ ଲୋକ ମାନେ ପୂରଣ କରି ପାରନ୍ତି । ତେବେ ସେହି ପରି କ୍ଷେତ୍ରରେ ଏମିତି ଝିଅ ଯଦି ହୋଇଥାଏ କି ସୁନ୍ଦରତା ସହିତ ନିଜର ଫିଗର୍ ବି ସଠିକ୍ ଭାବେ ମେଣ୍ଟେନ୍ ହୋଇ ଯିବ ତେବେ ସେମିତି ରେ ଚାର୍ ଚାନ୍ଦ୍ ଲାଗିବା ଭଳି ଘଟଣା ଅଟେ । ଆମେ ଆଜି ଆପଣ ମାନଙ୍କୁ ଦିଲ୍ଲୀରେ ରହୁ ଥିବା ସେମିତି ହିଁ ଗୋଟିଏ ମହିଳା ଙ୍କ ବିଷୟରେ କହିବା ପାଇଁ ଚାହିଁବୁ । ଯିଏ ଆଜିର ଦିନ ରେ ତାଙ୍କର ସୁନ୍ଦରତା ଏବଂ ନିଜର ଫିଗର ପାଇଁ ଲୋକ ମାନଙ୍କ ମଧ୍ୟ ରେ ବହୁତ ପରିମାଣ ରେ ଫେମସ୍ ରହିଛନ୍ତି । ଏବଂ ଲୋକ ବହୁତ ଲୋକ ମାନେ ଆଜିର ଦିନ ରେ ତାଙ୍କର ଫେନ୍ ରହିଛନ୍ତି । ତେବେ ଆସନ୍ତୁ ଆମେ ସେହି ମହିଳା ଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ଆମେ ଯେଉଁ ମହିଳାଙ୍କ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଚାହିଁଛୁ ସେ ହେଲେ ଦିଲ୍ଲୀରେ ରହୁ ଥିବା ରିଚି ସାହା ବର୍ତମାନ ସମୟର ଯଦି କଥା ଆମେ କହିବା ତେବେ ସେ ବର୍ତମାନ ସମୟରେ ଇଣ୍ଟରନେଟ୍ ରେ ସଂମ୍ପର୍ଣ୍ଣ ଭାବେ ଧମାକା ମଚାଇ କରି ରଖିଛନ୍ତି । ଏମିତି ରେ ସେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ବର୍ତମାନ ସମୟରେ ସେ ଜିମ୍ ଟ୍ରେନର ର କାର୍ଯ୍ୟ କରି ଥାନ୍ତି । ସେମିତି ରେ ବିଗତ ଦିନ ମାନଙ୍କ ରେ ସୋସିଆଲ ମିଡ଼ିଆ ରେ ସେ ଏତେ ପରିମାଣ ରେ ଭାଇରଲ ହେବାରେ ଲାଗିଛନ୍ତି କି ଆପଣ ମାନେ ବିସ୍ୱାଶ କରି ପାରିବେ ନାହିଁ । କୈଣସି ବି ଗୁଣ ରେ ସେ କମ୍ ହୋଇ ନଥିବା ବେଳେ ବିଗତ ଦିନ ରେ କିଛି ଫୋଟ ମାନଙ୍କୁ ସେ ନିଜର ଇନଷ୍ଟା ଗ୍ରାମ୍ ରେ ପୋଷ୍ଟ କରି ଥିବା ବେଳେ ସେହି ସବୁ ବହୁତ ପରିମାଣ ରେ ଭାଇରଲ ହୋଇଛି । ଏବଂ ଦିଲ୍ଲୀ ରେ ବହୁତ ଲୋକ ମାନେ ତାଙ୍କର ହିଁ ଫେନ୍ ହୋଇ ଥିବାର ଦେଖିବା ପାଇଁ ମିଳିଛି ।
ନିୟମିତ ଭାବେ ବିୟାମ୍ କରିବା ଯୋଗୁଁ ସେ ନିଜର ଫିଗର ମେଣ୍ଟେନ୍ କରି ପାରି ଛନ୍ତି । ଏହି ସବୁ ବେଳେ ଲୋକ ତାଙ୍କର ଏହି ସବୁ ଫୋଟ କୁ ବହୁତ ପରିମାଣ ରେ ସେୟାର କରିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।