ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେମିତି କି ଆମେ ମାନେ ଜାଣିଥିବେ ଏହି ମାସ 2019ର ଅନ୍ତିମ ମାସ ଚାଲିଛି । ପ୍ରତ୍ୟେକ ଲୋକ ମାନଙ୍କୁ ଆସୁ ଥିବା ନୂତନ ବର୍ଷର ଅପେକ୍ଷା ରହିଛି । ତେବେ ସେହି ପରି କ୍ଷେତ୍ରରେ ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି , ଏହି ଦିନରେ କିଛି ଗ୍ରହ ମାନଙ୍କ ସ୍ଥାନ ପରିବର୍ତନ ହେବା ପାଇଁ ଯାଉଛି । ଆମେ ଆଜି ଆପଣ ମାନଙ୍କ କେଉଁ ଗ୍ରହର ପରିବର୍ତନ ହେବା ପାଇଁ ଜାଉଛି ଏବଂ ଏହା ହେବା ଦ୍ୱାରା ଆପଣ ମାନଙ୍କ ଉପରେ କଣ କଣ ପ୍ରଭାବ ପଡି ପାରେ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପୁର୍ଣ୍ଣ ଭାବେ ଜାଣି ନେବା । ଆପଣ ମାନଙ୍କ ଜାଣିବା ପାଇଁ କହିବୁ କି ଏହି ଥର ବହୁତ ସାରା ଗ୍ରହ ମାନଙ୍କ ପରିବର୍ତନ ହେବା ପାଇଁ ଜାଉଛି ।
ଏହି ମାସରେ ବୁଧ ଗ୍ରହ ର ପରିବର୍ତନ ହେବାକୁ ଜାଉଛି ।
ଜ୍ୟତିଷ ଶାସ୍ତ୍ରରେ ଯଦି ଆପଣ ମାନେ ବିଶ୍ୱସ ରଖି ଥାନ୍ତି ତେବେ 5 ଡିସେମ୍ବର ରୁ ବୁଧ ଗ୍ରହ ତୁଳା ରାଶିର ବୃକ୍ଷକ ରାଶି ରେ ପ୍ରବେଶ କରିବା ପାଇଁ ଜାଉ ଥିବା ବେଳେ, ଶୁକ୍ର ରାଶିର ବି ପରିବର୍ତନ ହେବା ପାଇଁ ଜାଉଛି । ଏବେ କଥା ହେବା ଦ୍ୱତୀୟ ରାଶି ବିଷୟ ରେ ତେବେ ଯେମିତି କି ଆପଣ ମାନେ ଜାଣି ଥିବେ ଶୁକ୍ର କୁ କାମୁକତା ର ଦେବତା ବୋଲି ମନା ଯାଏ । ତେବେ ସେହି ଅନୁସାରେ 15 ଡିସେମ୍ବର ରୁ ଏହି ରାଶି ଉପରେ କିଛି ପରିମାଣ ରେ ପ୍ରଭାବ ଦେଖିବା ପାଇଁ ପଡି ପାରେ ।
ସୂର୍ଯ୍ୟର ରାଶି ପରିବର୍ତନ ।
ଧ୍ୟନ ରଖନ୍ତୁ ଏହି ଦୁଇଟି ରାଶି ର ପରିବର୍ତନ ପରେ ପରେ 16 ଡିସେମ୍ବର ରୁ ମିଥୁନ ଓ ମୀନ ରାଶି ର ପରିବର୍ତନ ହେବା ପାଇଁ ଜାଉଛି । ଏହି ଥିରେ ଆଗ ମାସ ପର୍ଯ୍ୟନ୍ତ ଏମିତି ହିଁ ପରିବର୍ତନ ଦେଖା ଦେବ । ତେବେ ଏହି ଫଳ ରେ ଆପଣ ମାନଙ୍କ ଜିବନ ରେ ବହୁତ ସାରା ପରିବର୍ତନ ଦେଖିବା ପାଇଁ ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।