ଆଜି ବି ବିଲ ରେ କାମ କରନ୍ତି ଭାରତ ର ଏହି ବଡ କ୍ରିକେଟର ….। ନାମ ଜାଣିଲେ ଚମକି ପଡିବେ ଆପଣ

cricket-news

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଆଜିର ଦିନରେ ସମୟ ମିଳିଲେ କ୍ଷେତ ରେ କାମ କରନ୍ତି  ଏହି ବଡ କ୍ରିକେଟର । ତେବେ ସେହି ପରି ବେଳେ ଏହି ନିକଟରେ ସେ କହି ଥିଲେ ଗୋଟିଏ କ୍ରିକେଟର ହେବା ପୂର୍ବ ରୁ ତାଙ୍କର ସଂଘର୍ଷ ପୂର୍ଣ୍ଣ କାହାଣୀ ବିଷୟରେ । ତେବେ ସେ କହୁ କହୁ ଏମିତି କିଛି କହି ଦେଇ ଥିଲେ ଜାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇ ଥିଲା । ତେବେ କିଏ ସେହି କ୍ରିକେଟର ଆସନ୍ତୁ ଜାଣି ନେବା । ଆମେ ବର୍ତମାନ ସମୟ ରେ ଯେଉଁ ଖେଳାଳି ଙ୍କ ବିଷୟ ରେ ଏଠାରେ କହୁଛି ସେ ହେଲେ ଭାରତୀୟ ଦୃତ ବୋଲର ଉମେସ ଜାଦବଙ୍କ ବିଷୟ ରେ । ତେବେ ଉମେସ ଙ୍କ କହିବା କଥା ଅନୁସାରେ ସେ କ୍ରିକେଟର ହେବା ପୂର୍ବ ରୁ ସେନା ବା ପୋଲିସ୍ ରେ ଭର୍ତି ହେବା ପାଇଁ ଚାହୁଁ ଥିଲେ । ସେଥି ପାଇଁ ସେ ବହୁତ ପ୍ରଚେଷ୍ଟା ମଧ୍ୟ କରି ଥିଲେ ।

ସେମିତି ରେ ତାଙ୍କ ବାପା ଙ୍କ ବିଷୟ ରେ ଯଦି କହିବୁ ତେବେ ତାଙ୍କର ଇଚ୍ଛା ଥିଲା କି ତାଙ୍କ ପିଲା ମାନଙ୍କ ମଧ୍ୟରୁ କେହି ଜଣେ ଭଲ କରି ପାଠ ପଢନ୍ତୁ । କିନ୍ତୁ ସେହି ପରି ବେଳେ ଘରର ପରିସ୍ଥିତି ତାଙ୍କୁ ବାଧା ଦେଉ ଥିଲା । ସେ କହନ୍ତି ସେହି ସମୟ ରେ ଘରର ଗୁଜୁରାଣ ମେଣ୍ଟାଇବା ପାଇଁ ତାଙ୍କ ବାପା ଙ୍କ ପାଖରେ ଟଙ୍କା ରହି ନ ଥିଲା ।ସେହି ପରିସ୍ଥିିରେ ଉମେସ ଙ୍କ କଲେଜ୍ ଯିବା ସ୍ୱପ୍ନ ଅଧୁରା ରହି ଜାଇ ଥିଲା । ସେହି ପରି କ୍ଷେତ୍ର ରେ ଉମେସ୍ ମାତ୍ର 20 ବର୍ଷ ବୟସରେ ନିଜର ପ୍ରତିଭା ଏବଂ ବୋଲିଂ ସ୍ପିର୍ଡ ହେବା ଫଳରେ ପ୍ରଥମ ଶ୍ରେଣୀ ର କ୍ରିକେଟର ହୋଇ ପାରି ଥିଲେ ।

ତେବେ ତାଙ୍କର ପ୍ରଥମ ବୋଲି ରେ ଲେଦର ବଲରେ ବଲିଂ କରିବା ପରେ ବି ତାଙ୍କୁ କେହି ହରାଇ ପାରି ନ ଥିଲେ । ପରେ ଏତେ ପରିମାଣ ରେ ଚର୍ଚ୍ଚା ରେ ରହିଲେ କି , 2008 ମସିହାରେ ଦିଲ୍ଲୀ ଜେବ୍ ଡେଭିଲ୍ ତରଫ ରୁ ତାଙ୍କୁ 18 ଲକ୍ଷ ଟଙ୍କା ରେ କିଣା ଜାଇ ଥିଲା । ସେହି ପରି ବେଳେ 2009 ରେ ୱାନ୍ ଡେ ଏବଂ ପରେ ଟେଷ୍ଟ ମ୍ୟଚ୍ ରେ ସେ ନିଜର ପଦର୍ଶନ ଦେଖେଇ ଥିଲେ । ତାଙ୍କର କହିବା କଥା କି ଆଜିର ଦିନ ରେ ବି ସେ କ୍ଷେତ ରେ କାମ କରିବା ପାଇଁ ପଛାନ୍ତି ନାହିଁ ।

Leave a Reply

Your email address will not be published. Required fields are marked *