ଗାଈ କୁ ହୋଇ ଗଲା କପଡା ଦୋକାନୀ ସହିତ ପ୍ରେମ ……। ଆଉ ତା ପରେ ହେଲା କିଛି ଏମିତି

cow-love

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଗାଈ ମାନଙ୍କ ବିଷୟରେ ଆପଣ ମାନେ ଜାଣି ଥିବେ କେତେ ବେଳେ ଯଦି ଗାଈ ମାନେ ଦୋକାନ ବା ଘରକୁ ପସି ଜାଇ ଥାନ୍ତି । ତେବେ ସେହି ପରି ସମୟ ରେ ଆମେ ମାନେ ସେମାନଙ୍କୁ ଘୋଡାଇ ଦେଇ ଥାଉ । ହେଲେ ଆମେ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ଗାଈ ସହିତ ସାକ୍ଷାତ କରେଇବୁ ଯେଉଁ ଗାଈକୁ ଗୋଟିଏ କପଡା ଦୋକାନୀ ବହୁତ ଭଲ ଲାଗିଲା । ଏବଂ ଏହା ପରେ ପ୍ରତ୍ୟେକ ଦିନ ଗାଈଟି ଏମିତି କରୁଛି ଆପଣ ମାନେ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା ।

ଆପଣ ମାନେ ଜାଣି ଥିବେ ଆମ ଦେଶ ରେ ଗାଈ କୁ ଭଗବାନ ରୂପେ ପୂଜା କରା ଜାଇ ଥାଏ । ଏବଂ ଗାଈ କୁ ହିନ୍ଦୁ ଧର୍ମରେ ଗୋଟିଏ ପବିତ୍ର ପଶୁ ଭାବେ ବି ପରିଗଣନା କରା ଜାଇଛି । ଏବଂ କେତେକ ଲୋକ ମାନଙ୍କ ମତରେ ଗାଈକୁ ରୁଟି ଏବଂ ଖାଇବା ପାଇଁ ଦେବା ବହୁତ ଶୁଭ ମନା ଯାଏ । ଭାରତ ରେ ଏହି ପଶୁ ଆପଣ ମାନେ କୈଣସି ରାସ୍ତା ରେ ଦେଖିବା ପାଇଁ ପାଇବେ । ହେଲେ ଆମେ ଆଜି ଯେଉଁ ଗାଈ ବିଷୟ ରେ କହୁଛୁ ସେ ଏହି ଦିନରେ ଆନ୍ଧ୍ର ରେ ରୋମକ୍ ଅଂଚଳରେ ଥିବା ଏକ କପଡା ଦୋକାନ ରେ ଦେଖିବା ପାଇଁ ମିଳିଛି । ଏବଂ ଏଠାରେ ଦୋକାନୀଙ୍କ କହିବା କଥା ଅନୁସାରେ ସେହି ଗାଈଟି ଦୋକାନ କୁ ଆସିବା ପରେ ତାଙ୍କର ଲାଭ ବି ବହୁତ ପରିମାଣ ରେ ହେଉଛି ।

ସେହି ପରି ବେଳେ ବର୍ତମାନ ସମୟରେ ଏହି ଗାଈ କୁ ଦେଖିବା ପାଇଁ ବହୁତ ଲୋକ ମାନଙ୍କ ଭିଡ ବି ଜମିଛି । ଏବଂ ଏଠାରେ ଦୋକାନ ର ମାଲିକ କହି ଥାନ୍ତି । କି ଗାଈ କେବେ ବି କାହାର କ୍ଷେତି କରି ନ ଥାଏ । ସେହି ପରି ବେଳେ ଏହା ଦୋକାନ କୁ ଅପରିସ୍କାର ମଧ୍ୟ କରି ନ ଥାଏ । ଯେଉଁ ସମୟ ରେ ଏହି ଗାଈ ଟି ଦୋକାନ କୁ ଆସି ଥାଏ । ତେବେ ସେହି ସମୟ ରେ ଦୋକାନ ର ମାଲିକ ତାକୁ ଚାରା ମଧ୍ୟ ଦେଇ ଥାନ୍ତି । ଏବଂ ବହୁତ ସମୟ ରେ ତାଙ୍କର ପୂଜା ମଧ୍ୟ କରନ୍ତି । ସେମିତି ଏହି ଗାଈ ଟି ପ୍ରତ୍ୟେକ ଦିନ ଦୋକାନ ମଧ୍ୟ କୁ ଆସି ଥାଏ । ସେ ଯେତେ ବେଳେ ବି ଆସି ଥାଏ । ସେ ତା ପାଇଁ ଗଦି ବା ଚାଦର ବିଛେଇ ଦିଅନ୍ତି ।

Leave a Reply

Your email address will not be published. Required fields are marked *