ନୂଆବର୍ଷ 2020 ଆରମ୍ଭ ହେବା ପୂର୍ବରୁ ଘରୁ ବାହାର କରନ୍ତୁ ଏହି ( ୬ଟି ଜିନିଷ ) । ନ ହେଲେ ପସ୍ତେଇବେ

new-20

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଜଣେଇବୁ କି , ଆଗକୁ ଆସୁ ଥିବା ନୂତନ ବର୍ଷ ହେବା ପୂର୍ବ ରୁ ଘରେ ରହି ଥିବା ଏହି ଜିନିଷକୁ ବାହାର କରି ଫୋପାଡି ଦିଅନ୍ତୁ । ନଚେତ୍ ଆପଣ ମାନଙ୍କ ଘରେ ଧନ ଅଭାବ ଦେଖା ଦେବାରେ ଲାଗିବ । ଏବଂ ଘରେ ଅଶାନ୍ତୁ ବି ଦେଖା ଦେବାରେ ଲାଗିବ । ପର୍ବ ପର୍ବାଣୀ ସମୟରେ ଲୋକ ମାନେ ଘର କୁ ସଫା କରିବା ପାଇଁ ପସନ୍ଦ କରନ୍ତି । ନୂତନ ବର୍ଷର ଆରମ୍ଭ ହେବା ପୂର୍ବରୁ ଲୋକ ମାନେ ନିଜ ଘରକୁ ସବୁ ବେଳେ ପରିସ୍କାର କରି ଦେଇ ଥାନ୍ତି । କାରଣ ଶାସ୍ତ୍ରରେ କୁହାଯାଏ କି ଯେଉଁ ବ୍ୟକ୍ତି ମାନେ ନୂତନ ବର୍ଷର ଆରମ୍ଭ ହେବା ପୂର୍ବରୁ ନିଜର ଘରକୁ ସଫା ସୁତୁରା କରିଥାନ୍ତି । ସେମାନେ ମାତା ଲକ୍ଷ୍ମୀଙ୍କ ଆଶ୍ରୟ ତଳେ ରହି ଥାନ୍ତି । ତେବେ ଆସନ୍ତୁ ଆମେ ଆପଣ ମାନଙ୍କୁ କହିବୁ ନୂତନ ବର୍ଷ ଆରମ୍ଭ ପୂର୍ବରୁ ଏମିତି କେଉଁ ଜିନିଷ ଘରେ ରହି ଥାଏ ଜାହାକୁ ରଖିବା ଦ୍ୱରା ଆପଣ ମାନଙ୍କ ଘରେ ସାକାରାତ୍ମକ ଉର୍ଜା କମ୍ ହୋଇ ଥାଏ ।

1. ଭାଙ୍ଗି ଜାଇ ଥିବା କାଚ ।  ଯଦି ଆପଣ ମାନେ ସଫା କରିବା ସମୟ ରେ ଘରେ ଭାଙ୍ଗି ଜାଇ ଥିବା କାଚ କୁ ଦେଖିବା ପାଇଁ ପାଇ ଥାନ୍ତି । ତେବେ ତୁରନ୍ତ ଏହାକୁ ଘରୁ ବାହାର କରନ୍ତୁ । ଏହା ଦ୍ୱାରା ଆପଣ ମାନଙ୍କ ମାନସିକ ଦୁଶ୍ଚିନ୍ତା ବଢି ଥାଏ । ଆପଣ ମାନେ କୈଣସି ବି ଶୁଭ କାର୍ଯ୍ୟ ରେ ସଫଳ ହୋଇ ପାରନ୍ତି ନାହିଁ ।

2. ଖରାପ୍ ଘଣ୍ଟା । ଏମିତି ରେ କେବେ ବି ଘରେ ଖରାପ୍ ଘଣ୍ଟା ରଖିବା ଉଚିତ୍ ନୁହେଁ । ଏହା ଦ୍ୱାରା ପରିବାର ର ସଦସ୍ୟ ମାନେ କେବେ ବି ସଫଳ ହୋଇ ପାରନ୍ତି ନାହିଁ । ଜାହା ଦ୍ୱାରା ଘର ର ପରିବେଶ ବହୁତ ଖରାର୍ ହୋଇ ଥାଏ ।

3. ଭାଙ୍ଗି ଜାଇ ଥିବା ଖଟ ବା ପର୍ଣ୍ମିଚର୍ । ଯଦି ଆପଣ ମାନଙ୍କ ଘରେ ଭାଙ୍ଗି ଜାଇ ଥିବା ଖଟ ବା ପର୍ଣ୍ମିଚର୍ ରହିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହାକୁ ତୁରନ୍ତ ବାହାର କରନ୍ତୁ । କାରଣ ଘରେ ରହି ଥବା ଲୋକ ମାନଙ୍କ ରୋଗା ଗ୍ରସ୍ତ ହେବାର ଏହା ବହୁତ ବଡ କାରଣ ହୋଇ ଥାଏ । ସେହି ପରି ବେଳେ ପତି ଏବଂ ପତ୍ନୀ ଙ୍କ ମଧ୍ୟରେ ସବୁ ବେଲେ ବିବାଦ ଲାଗି ରହେ ।

4. ଭଙ୍ଗା ଫୋଟ । ଘରେ ଯଦି ଆପଣ ମାନେ ଭଙ୍ଗା ଫୋଟ ରଖି ଥାନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆପଣ ମାନେ ଏହାକୁ ବାହାର କରି ଦିଅନ୍ତୁ । କାରଣ ଏହା ଦ୍ୱାରା ଆପଣ ମାନଙ୍କ ସଂମ୍ପର୍କ ରେ ଫାଟ ସୃଷ୍ଟି ହୋଇ ଥାଏ ।

5. ପୁରୁଣା ମାଟି ଦ୍ୱୀପ । ଆପଣ ମାନେ ଠାକୁର ଘରେ ପୁରୁଣା ମାଟି ଦ୍ୱୀପ କୁ ବ୍ୟବହାର କରୁଛନ୍ତି । ତେବେ ବର୍ଷ ର ସେଷ ସମୟ ରେ ଆପଣ ଏହାକୁ ବାହାର କରି ଦିଅନ୍ତୁ । ଏହା ନକେଲେ ଲକ୍ଷ୍ମୀ ଆପଣ ଙ୍କ ଉପରେ କ୍ରୋଧିତ ହୁଅନ୍ତି ।

6. ଘରର କବାଟ ଭାଙ୍ଗିବା । ଯଦି ଆପଣ ମାନଙ୍କ ଘରର କବାଟ ଭାଙ୍ଗି ଜାିଛି । ତେବେ ନିଶ୍ଚିତ ଭାବେ ଆପଣ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଏହା ଦ୍ୱାରା ଘରେ ନାକାରାତ୍ମକ ଉର୍ଜା ପ୍ରେବଶ କରିବ ନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *