ପୁଅ ମାନଙ୍କ ଜିବନ ରେ ସମସ୍ୟା କୁ ନେଇ ଏହି ଭଉଣୀ ଜଣଙ୍କ କହିଲେ ଏପରି କଥା । ଥରୁଟେ ନିଶ୍ଚୟ ଜାଣନ୍ତୁ

boy-life

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ଦିନରେ ଯଦି ଗୋଟିଏ ଝିଅ ର କଥା କହିବା ତେବେ ତାହାକୁ ସମାଜ ସହିତ ବହୁତ ଲଢେଇ କରି ବଞ୍ଚିବା ପାଇଁ ପଡେ । ହେଲେ ଆପଣ ମାନେ କେବେ ଏହି କଥା କୁ ଭାବି ନ ଥିବେ କି ଗୋଟିଏ ପୁଅ ହୋଇ ବଞ୍ଚିବା କେତେ କଷ୍ଟ କର ଅଟେ । ଏବଂ ସମାଜ ରେ ସେମାନଙ୍କୁ କେତେ ପରିମାଣ ରେ ପରିଶ୍ରମ କରିବା ପାଇଁ ପଡେ । ତେବେ ପୁଅ ମାନଙ୍କ ଜିବନ ର ଷ୍ଟ୍ରଗଲ କୁ ନେଇ ବର୍ତମାନ ସମୟ ରେ ଏହି ଭଉଣୀ ଜଣଙ୍କ କିଛି ଏମିତି କହିଛନ୍ତି କି । ବର୍ତମାନ ସମୟ ରେ ଏହି ଘଟଣା ଟିର ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ତେବେ ଯଦି ଆପଣ ମାନେ ବି ତାଙ୍କର ଏହି ଭିଡ଼ିଓ ଟି କୁ ସଂମ୍ପର୍ଣ୍ଣ ଭାବେ ଦେଖିବେ ଏବଂ ତାଙ୍କର କୁହାଜାଇ ଥିବା କଥା କୁ ସୁଣିବେ ତେବେ ନିଶ୍ଚିତ ଭାବେ ଆପଣ ବି ତାଙ୍କୁ ପ୍ରଶଂସା ନକରି ରହି ପାରିବେ ନାହିଁ । ତେବେ ଏହି ଭଉଣୀ ଜଣଙ୍କ ପୁଅ ମାନଙ୍କ ଜିବନ କୁ ନେଇ କଣ କହିଲେ । ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଇନେବା ।

ସେ ଏଠାରେ ଏକ ଭିଡ଼ିଓ ରେ କହୁଛନ୍ତି କି । କିଏ କହିଲା ଗୋଟିଏ ଝିଅ ହେଲେ ହିଁ ସମାଜ ସହିତ ଲଢେଇ କରି ବଞ୍ଚବା ପାଇଁ ପ଼ଡେ ଏଠାରେ ଗୋଟିଏ ପୁଅ ବି ଲଢେଇ କରି ଥାଏ । ସେ ଯେତେ ବେଳେ କେବେ ବସ୍ ରେ ଯିବା ଆସିବା କରେ ତେବେ ସେହି ସମୟ ରେ । ସେ ଏହିଥି ପାଇଁ ଡରେ କି କାଳେ କୈଣସି ଅଜଣା ଝିଅ ମାନଙ୍କ ଦେହ ରେ ଲାଗି ଗଲେ ତାର ଇଜ୍ଜତ ଚାଲିଯିବ । ତାର ଯଦି ବହୁତ ସାଙ୍ଗ ରହିଛନ୍ତି । ତେବେ ସେ ଘରେ ସୁଣେ କେତେ ଦିନ ଆଉ ଏହି ସାଙ୍ଗ ମାନଙ୍କ ସହିତ ଆଉ ଡହରାମୀ କରିବୁ । କେତେ ଦିନ ଆଉ ଅନ୍ୟ ମାନଙ୍କ ଗାଡି ଚଲେଇବୁ । କେବେ ନିଜ ପାଇଁ ବି କିଛି କର । ନହେଲେ କେବେ କେହି ଝିଅ ଦେବେ ନାହିଁ ।

ଯଦି କେବେ ସେ କୈଣସି ଝିଅ କୁ ଭଲ ପାଏ ଏବଂ ସେହି ଝିଅ ତାକୁ ଧୋକା ଦେଇ ଚାଲି ଯାଏ । ତେବେ ସେହି ସମୟ ରେ ସେ ଏହି କଥା କୁ ସୁଣେ କି ତୁମେ ପୁଅ ପିଲା ତ ସବୁ ଗୋଟିଏ ଲାଉ ର ମଞୀ । ତୁମୋ ମାନଙ୍କୁ ଧୋକା ଦେବା ଛଡା କେବେ ବି କିଛି ଆସେ ନାହିଁ । ଯଦି କେବେ ଗୀତ ନାଚ ପ୍ରତି ତାର ଋଚି ରହି ଥାଏ । ତେବେ ସେହି ପରି ବେଳେ ଘରେ ସେ ସୁଣେ କି ଏ ସବୁ ରେ ବାପ ପେଟ ପୁରିବ ନାହିଁ । ଚାକିରୀ ତ ତତେ କରିବା ପାଇଁ ପଡ଼ିବ । ଏହି ଦେଖ୍ ଅନ୍ୟ ମାନଙ୍କ ପୁଅ ଏମିତି ସବୁ ଚାକିରୀ କରିଛନ୍ତି । ହେଲେ ତୁ କଣ କରୁଛୁ । ଏହି ଗୀତ ନାଚ ରେ ଋଚି ରଖୁଛୁ । ତେବେ ଜାହା କୁହନ୍ତୁ ପୁଅ ହୋଇ ବଞ୍ଚିବା ବି କିଛି ସହଜ କଥା ନୁହେଁ ।

ଜଣେ ଝିଅ ପାଇଁ ଏ ଦୁନିଆ ଯେତିକି କଷ୍ଟ ଦାୟକ ଗୋଟିଏ ପୁଅ ପାଇଁ ତା ଠୁ ଅଧିକ ଜନ୍ତ୍ରଣା ଦାୟକ , କାରଣ ଗୋଟିଏ ପୁଅ 20 ବର୍ଷ ବୟସରେ ହେଲା ବେଳକୁ ତା ଉପରେ ତା ସଂସାରର ଭାର ସମ୍ପୁର୍ଣ୍ଣ ରୁପେ ଆସିଯାଏ । ତେଣୁ ପୁଅଙ୍କ ଜୀବନ ବି କିଛି ସହଜ ନୁହେଁ । ଜଦି ଆପଣ ବି ଆମ କଥାରେ ଏକମତ , ତେବେ ଏହି ପୋଷ୍ଟକୁ ଗୋଟିଏ ସେୟାର କରିବେ ।

Leave a Reply

Your email address will not be published. Required fields are marked *