କେବଳ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଖାଲି ପେଟରେ ଖାଇ ନିଅନ୍ତୁ ଗାଜର , ମୁଳରୁ ସମାପ୍ତ ହୋଇ ଯିବ ପୁରୁଷଙ୍କ ଏହି ରୋଗ ।

carrot

ଆପଣ ମାନଙ୍କୁ ଆମର ପୋର୍ଟଲା କୁ ବହୁତ ବହୁତ ସ୍ୱାଗତ କରୁଛୁ । ସାଧାରଣ ଭାବେ ଆମେ ମାନେ ଗାଜରର ସେବନ କରିବା ପାଇଁ ବହୁତ ପସନ୍ଦ କରି ଥାନ୍ତି । ଗାଜର ଗୋଟିଏ ଏମିତି ପରିବା ମଧ୍ୟରେ ମନା ଜାଇ ଥାଏ । ଯେଉଁ ଥିରେ ବହୁତ ଗୁ଼ଡିଏ ପୃଷ୍ଟିକର ସାର ରହି ଥାଏ । ସେମିତିରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏହି ଗାଜରରୁ ମିଳୁ ଥିବା ଉପକାରୀତା ବିଷୟରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହୁଁବୁ । ତେବେ ଗାଜରରେ ଭିଟାବିନ୍ ଏ , ବି , ସି, ଡି , ଇ, ଏବଂ ଭିଟାବିନ୍ ଜି ରହି ଥାଏ । ସେମିତିରେ ପ୍ରତ୍ୟେକ ଦିନ ଯଦି ଆପଣ ମାନେ ଗାଜରର ଗୋଟିଏ ଗ୍ଲାସ୍ ରସ ପିଉଛନ୍ତି , ତେବେ ସେହି ପରି ବେଳେ ଆପଣ ମାନଙ୍କ ପେଟ କାଷ୍ଟିନ ରୋଗ ଭଲ ହୋଇ ଥାଏ ।

ସେହି ପରି ଭାବେ ଗୋଟିଏ ରିସର୍ଚ୍ଚ ରୁ ଦେଖିବା ପାଇଁ ମିଳିଛି କି ଗାଜରର ରସ ସବୁ ସମୟରେ ରକ୍ତର ପ୍ରଭାବ ଏବଂ ରକ୍ତକୁ ସଂମ୍ପର୍ଣ୍ଣ ଭାବେ ପରିସ୍କାର କରି ଥାଏ । ଖାସ୍ କରି ଏହି ଗାଜର ପୁରୁଷ ମାନଙ୍କ ପାଇଁ ବହୁତ ଭଲ ହୋଇ ଥାଏ ପୁରୁଷ ମାନଙ୍କ ପାଖରେ ଗୋଟିଏ ନୁହେଁ ବରଂ ବହୁତ ଗୁଡ଼ିଏ କାରଣ ରହିଛି ଏହାକୁ ଖାଇବାର । ପୁରୁଷ ମାନଙ୍କୁ ସପ୍ତାହରେ ଦୁଇ ଦିନ ଗାଜର ର ସେବନ କରିବା ଦରକାର ।

ଏହା ପୁରୁଷ ମାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବଢେଇବା ରେ ସଂମ୍ପର୍ଣ୍ଣ ସାହାଯ୍ୟ କରି ଥାଏ । ପୁରୁଷ ମାନଙ୍କ ପାଇଁ ରାତିରେ ଶୋଇବା ପୂର୍ବରୁ ଗାଜର ର ରସ ପିଇବା ଉଚିତ୍ । ଏହା ଦ୍ୱରା ପେଟ ଥଣ୍ଡା ରହିବା ସହିତ ମୁଧୁ ମେୟ ରୋଗ ଏବଂ ଧାତୁ ଭଳି ବଡ ବଡ ରୋଗ ଦାୟୁରୁ ସଂମ୍ପର୍ଣ୍ଣ ଭାବେ ଆପଣଙ୍କୁ ଦୂରେଇ ରଖି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *