ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଯଦି ଆମେ ଏଠାରେ ସାହିଦ୍ କୋପୁରଙ୍କ କଥା କହିବା ତେବେ ସାହିଦ୍ କୋପୁର ବଲିଉଡରେ ଜଣେ ଏମିତି ଅଭିନେତା ଅଟନ୍ତି ଯାହାଙ୍କର ଅଭିନୟ ଏବଂ ଡେନ୍ସ ପାଇଁ ସେ ସବୁ ସମୟରେ ପରିଚିତ ରହି ଥାନ୍ତି । ସେହିପରି ଭାବେ ଆମେ ଯଦି ତାଙ୍କର ବିବାହ ସଂମ୍ପର୍କ ବିଷୟରେ ଏଠାରେ କହିବା ସେ 2015 ମସିହା ରେ ମିରା ରାଜପୁତ୍ ଙ୍କୁ ବିବାହ କରିଥିଲେ । ହେଲ ଆଜ୍ଞ୍ୟା କଣ ଆପଣ ମାନେ ଜାଣି ଛନ୍ତି ,ଏହି ଅଭିନେତାଙ୍କର ବଲିଉଡ ଇଣ଼୍ଡଷ୍ଟ୍ରୀ ରେ ପାଦ ଦେବାଠୁ ଆଜି ପର୍ଯ୍ୟନ୍ତ କେତେ ଜଣ ଅଭିନେତ୍ରୀ ଙ୍କ ସହିତ ଆଫାୟାର୍ ରହି ସାରିଛ । ଯଦି ଆପଣ ମାନେ ଜାଣି ନାହାଁନ୍ତି , ତେବେ ଆମେ ଆପଣ ମାନଙ୍କୁ ଆଜି ଏଠାରେ ଜଣେଇବା ପାଇଁ ଚାହିଁବୁ ।
ହର୍ଶିତା ଭଟ୍ଟ ।
ହର୍ଶିତା ଭଟ୍ଟ ଜଣେ ଜଣା ସୁଣା ବଲିଉଡ ର ଅଭିନେତ୍ରୀ ଭାବେ ପରିଚିତ ଅଟନ୍ତି । ଦିଲ୍ଲୀ ବଲେ ପ୍ୟାର୍ ଫିଲ୍ମରେ ଏହି ଅଭିନେତ୍ରୀ ଜଣଙ୍କ ସହିଦ୍ କୋପୁର ଙ୍କ ସହିତ କାର୍ଯ୍ୟ କରି ସାରି ଥିବା ବେଳେ ସେହି ଦିନରେ ସେମାନଙ୍କ ମଧ୍ୟରେ ଡେଟିଂ ଚାଲି ଥିବାର ଘଟଣା ସାମ୍ନା କୁ ଆସି ଥିଲା ।
କରିନା କୋପୁର ।
କରିନା କୋପୁର ଏବଂ ସହିଦ୍ କୋପୁର ଙ୍କ ଆଫାୟାର୍ ବଲିଉଡ ର ସବୁଠୁ ଫେମସ୍ ଆଫାୟାର ମଧ୍ୟରୁ ଗୋଟିଏ । ସେହି ଦିନ ରେ ଏମାନେ ଦୁହେଁ ଦୁହିଁଙ୍କୁ ଡେଟ୍ କରି ଥିବା ବେଳେ ପରେ ପରେ ସେମାନଙ୍କ ମଧ୍ୟ ରେ ବ୍ରେକ୍ଆପ୍ ହୋଇ ଜାଇ ଥିଲା ।
ଅମୃତା ଶବ୍ ।
ସହିଦ୍ କୋପୁର ଙ୍କ ପ୍ରଥମ ଫିଲ୍ମ ସମୟ ରେ ମାନେ ଫିଲ୍ମ ଇସ୍କ୍ ବିସ୍କ୍ ସମୟ ରେ ସେ ଅମୃତା ଶବ୍ ଙ୍କ ପ୍ରେମ ରେ ପଡି ଜାଇ ଥିବା କଥା ଦେଖିବା ପାଇଁ ମିଳେ ଥିଲେ । ଏବଂ ସେହି ଦିନ ରେ ,ସେମାନଙ୍କ ମଧ୍ୟ ରେ ଆଫାୟର୍ ବହୁତ ବଡ ରହି ଥିଲା ।
ସାନିଆ ମିର୍ଜା ।
ଯେଉଁଠାରେ ସହିଦ୍ ଙ୍କ କଥା ଆସେ ସେ ଫେମସ୍ ଟେନିସ୍ ଖେଳାଳି ସାନିଆ ମିର୍ଜା ଙ୍କୁ ବି ଛାଡି ନାହାଁନ୍ତି । ସେହି ଦିନ ରେ ସେ ସାନିଆ ଙ୍କ ବହୁତ ବଡ ଫେନ୍ ରହି ଥିବା ର ଘଟଣା ଦେଖିବା ପାଇଁ ମିଳି ଥିଲା । ଏବଂ ପରେପରେ ସେମାନଙ୍କ ମଧ୍ୟରେ ସଂମ୍ପର୍କ ବି ବହୁତ ନିର୍ବିଡ ହେବାରେ ଲାଗି ଥିଲା । ହେଲେ ପରେ ସାନିଆ ସାହିଦ୍ ଆଫ୍ରିଦି ଙ୍କୁ ବିବାହ କଲେ ।