ଗୃହରେ ବସ୍ତୁଦୋଷ ଅଛି କି ନାହିଁ କିପରି ଜାଣିବେ ଓ ତା ସହିତ ପ୍ରତିକାର ବି ଜାଣନ୍ତୁ ।

bastu-dosa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ସହିତ ଯେଉଁ ଟପିକ୍ ଉପରେ ଆଲୋଚନା କରିବା ପାଇଁ ଜାଉଛି ଆପଣ ମାନେ ସେହି ବିଷୟରେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ । ଆମେ ମାନେ ଯେଉଁ ସମୟରେ କୈଣସି ଘର କିଣି ଥାନ୍ତି ବା କୈଣସି ସମୟରେ ଆପଣ ମାନେ କୈଣସି ସ୍ଥାନରେ ଏକ ଜାଗା କିଛି ଥାନ୍ତି, ତେବେ ନିଶ୍ଚିତ ଭାବେ ଭାବି ଥାନ୍ତି କି ସେହି ଜମିରେ କୈଣସି ପ୍ରକାରର ବାସ୍ତୁର ସମସ୍ୟା ରହୁ ନାହିଁ ତ । ତ ଏହି ସବୁ ସମସ୍ୟା ମୁକ୍ତି ପାଇବା ଏବଂ ସତରେ ବାସ୍ତୁର ଦୋଷ ରହିଛି କି ନାହିଁ ସେହି ବିଷୟରେ କେମିତି ଜାଣିବେ ଆମେ ଆପଣ ମାନଙ୍କୁ ଜଣେଇବୁ ।

ଆପଣଙ୍କ ଜମି ବା ଆପଣଙ୍କ ଘରର ବାସ୍ତୁ ଦୋଷ ଜାଣିବା ପାଇଁ ପ୍ରଥମେ ଆପଣ ମାନେ ଗୋଟିଏ ଛୋଟ କଳସ ନିଅନ୍ତୁ । ତାହାକୁ କ୍ଷୀର ଦ୍ୱାରା ପୂର୍ଣ୍ଣ କରନ୍ତୁ । ଏବଂ ସେହି ମାଟି କଳସ ଉପରେ ଘୋଡଣୀ ଦେଇ ସେହି ମାଟି ତଳେ ପୋତି ଦିଅନ୍ତୁ । ଏହି ପରି କାର୍ଯ୍ୟ କୁ କେବଳ ଦିନ ବେଳା କରନ୍ତୁ । ସକାଳେ ସାନ୍ନ କରିବା ପରେ ହିଁ କରନ୍ତୁ । ଏବଂ ଏହା ପରେ ଆପଣ ମାନଙ୍କୁ 12 ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡିବ । ଦେଖନ୍ତୁ 12 ଦିନ ମଧ୍ୟ ଯଦି କୈଣସି ଅପ୍ରିତି କର ଘଟଣା ବା ଦୂର୍ଘଟଣା ହୋଇ ଥାଏ । ସ୍ୱାସ୍ଥ ହାନୀ ହୋଇ ନ ଥାଏ । ତେବେ ସେହି ପରି ବେଳେ ଆପଣ ମାନେ ନିଶ୍ଚିତ ହୋଇ ଜାଆନ୍ତୁ କି ସେହି ଭୂମି ରେ ସେମିତି କିଛି ବି ଦୋଷ ରହି ନାହିଁ । ଏବଂ ଏହି ସବୁ କୁ ଯଦି ଆପଣ ମାନେ ଦେଖନ୍ତି । ତେବେ ସେହି ପରି ବେଳେ ଆପଣ ମାନେ ନିଶ୍ଚିତ ରେ ଜାଣି ନିଅନ୍ତୁ କି ସେହି ଭୂମି ରେ କୈଣସି ନା କୈଣସି ଦୋଷ ରହିଛି ।

ତେବେ ସେହି ଭୂମି ରେ କେବେ ବି ଆପଣ ମାନେ କୈଣସି ବି ଶୁଭ କାର୍ଯ୍ୟ କରନ୍ତୁ ନାହିଁ । ନଚେତ୍ ଆପଣ ମାନଙ୍କ ଖୁସି ବହୁତ ଶିଘ୍ର ଦୁଖଃ ରେ ପରିଣତ ହୋଇ ଯିବ । ଯଦି ଆପଣ ମାନେ ଏହି ପରି ସ୍ଥାନ ରେ ରହିବା ପାଇଁ ନିଶ୍ଚିତ କରି ସାରିଛନ୍ତି । ତେବେ ଗୋଟିଏ କାମ କରନ୍ତୁ । ଆପଣ ମାନେ ଘର କରିବା ପାଇଁ ଚାହୁଁ ଥିବା ସ୍ଥାନ ରେ ବା କରିବା ପାଇଁ ଚାହୁଁ ଥିବା ସ୍ଥାନ ରୁ 6 ଫୁଟ ର ମାଟି ନେଇ କରି ବାହାରେ ପକାଇ ଦିଅନ୍ତୁ । ଆପଣ ମାନେ ଏହାକୁ ବହୁତ ଦୂର ରେ ପକାଇଲେ ଆହୁରୀ ବି ଭଲ ହେବ । ତେବେ ଦେଖିବେ ଆପଣ ମାନଙ୍କ ଉପରେ ଥିବା ଦୋଷ ସଂମ୍ପର୍ଣ୍ଣ ଭାବେ କଟି ଯିବ ।

Leave a Reply

Your email address will not be published. Required fields are marked *