ଘରେ ଝାଡୁ ଅଛି କି ? ( ଝାଡୁ ) – ଲଗେଇବାର ସଠିକ ନିୟମ | ନିଶ୍ଚୟ ଦେଖନ୍ତୁ

jhadu

ସବୁ ବେଳେ ପ୍ରତ୍ୟେକ ବ୍ୟକ୍ତି ନିଜ ଜିବନରେ ସୁଖ ସାନ୍ତି ରେ ରହିବା ପାଇଁ ହିଁ ଚେଷ୍ଟା କରି ଥାଏ । କିନ୍ତୁ ସେହି ପରି ବେଳେ ଜିବନରେ ଏମିତି ବି କିଛି ଘଟଣା ହୋଇ ଥାଏ । ଯେଉଁଥି ପାଇଁ ହିଁ ଆମ ଜିବନରୁ ଏହି ସୁଖ ସମୃଦ୍ଧି ସବୁ ଦିନ ପାଇଁ ଚାଲି ଯାଏ । ତେବେ ସେମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ଘଟଣା ସଂମ୍ପର୍କ ରେ କହିବୁ । ଯଦି ଆପଣ ମାନଙ୍କୁ ଜିବନ ରେ ଦୁଖଃ ରହିଛି । ତେବେ ଆପଣ ମାନେ କେବଳ ନିଜ ଘରେ ଝାଡୁର ବ୍ୟବହାର କୁ ସଠିକ୍ କରିବା ସଂମ୍ପର୍କ ରେ ଚିନ୍ତା କରନ୍ତୁ । ଏବଂ ଆପଣ ମାନଙ୍କ ଜିବନ ରେ ଦେଖିବା ବହୁତ ପରିମାଣ ରେ ସୁଖ ସାନ୍ତି ଆସିବ । ଏବଂ ପୁରୁଣା ରହି ଥିବା ବିବାଦ ବି ଆପଣ ମାନେ ପାଇଁ ଆଉ ରହିବ ନାହିଁ । ତଥା ଧନ ର ଦେବା ଲକ୍ଷ୍ମୀ ବି ଆପଣ ମାନଙ୍କ ଘରେ ପ୍ରବେଶ କରିବେ ।ତେବେ ଆସନ୍ତୁ ଏହି ବିଷୟ ରେ କିଛି କଥା ଜାଣି ନେବା ।

ଆପଣ ମାନେ ଜାଣି ଛନ୍ତି କି କେବେ କେବେ ଘରୁ ମୁରବୀ ଲୋକ ମାନେ ବାହାର କୁ କାର୍ଯ୍ୟ ପାଇଁ ଜାଇ ଥାନ୍ତି । ତେବେ ସେହି ସମୟ ରେ କେବେ ବି ଆପଣ ମାନଙ୍କୁ ଘରେ ଝାଡୁ ଲଗାଇବା କଥା ନୁହେଁ । ନଚେତ୍ ସେହି ଲୋକ ମାନେ ବିପଦ ରହି ଥାଏ । ଯଦି ଆପଣ ମାନେ ଘରେ ପୂଜା କରୁ ଛନ୍ତି । ଏବଂ ପରେ ପରେ ଆପଣ ମାନେ ଝାଡୁ ର ବ୍ୟବହାର କରନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନଙ୍କ ଘରେ ଧନ ର ଅଭାବ ଦେଖା ଦେବ । ଏବଂ ଆପଣ ମାନେ ଏହାକୁ ରୋକି ପାରିଲେ । ନିଶ୍ଚିତ ଭାବେ ଧନୀ ହେବେ ।

କେବେ କୈଣସି ସମୟ ରେ ଝାଡୁ ଉପରେ ଗୋଡ ମାରିବା କଥା ନୁହେଁ । ଏହା ଦ୍ୱାରା ବି ମାତା ଲକ୍ଷ୍ଣୀ ସବୁ ସମୟ ରେ ନାରାଜ ରହୁନ୍ତୁ ଆପଣ ମାନଙ୍କ ଉପରେ । ଯଦି ଆପଣ ମାନେ ଜିବନ ରେ ସୁଖ ସମୃଦ୍ଧି ଚାହୁଁଛନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନେ ଝାଡୁ ର ସଠିକ୍ ବ୍ୟହାର ବିଷୟ ରେ ଜାଣନ୍ତୁ । କେବେ ଏହି ଝାଡୁ କୁ ଲଗାଇବା ପରେ ଏକ ଅନ୍ୟ ଝାଡୁ ପାଖରେ ରଖନ୍ତୁ ନାହିଁ । ଏବଂ ଏହା ସହିତ କେବେ ବି ଝାଡୁ କୁ ଗୃହ ର ଆଗରେ ରଖନ୍ତୁ ନାହିଁ ନଚେତ୍ ଏହା ଆପଣ ମାନଙ୍କ ପାଇଁ ଅଶୁଭ ହୋଇ ଥାଏ ।

Leave a Reply

Your email address will not be published. Required fields are marked *