ଏହି ୩ଟି ଫଟୋ ଯେଉଁ ଘରେ ନଥିବ – ସେହି ଘରେ ମାଲଷ୍ମୀ ପାଦ ରଖନ୍ତି ନାହିଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଏହି ଠାରେ ଆଜି ଜାଣିବା କି ଘରେ ଯଦି ଏହି ତିନୋଟି ଫୋଟ ରହି ନଥାଏ , ତେବେ ସେହି ଘରେ କଣ କଣ ପରିସ୍ଥିତି ସୃଷ୍ଟି ହୋଇ ଥାଏ । ତେବେ ଆସନ୍ତୁ ଆମେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଘରର ଦକ୍ଷିଣ ପଶ୍ଚିମ ଦିଗରେ ପଞ୍ଚମୂଖୀ ହୁନୁମାନଙ୍କ ଫୋଟ ନ ଥିଲେ ଆପଣ ମାନଙ୍କ ଘରକୁ ବହୁତ ଗୁଡ଼ିଏ ଅଶୁଭ ଶକ୍ତି ପ୍ରେବଶ କରି ଥାନ୍ତି । ଯଦି ଆପଣ ମାନେ ହନୁମାନଙ୍କ ଫୋଟ କୁ ଦକ୍ଷିଣ ଦିଗକୁ ମୁହଁ କରି ଲଗାନ୍ତି । ତେବେ ଏହାର ଫାଇଦା ଆପଣ ମାନଙ୍କୁ ମିଳି ଥାଏ । ଭଗବାନ ଗଣେଷଙ୍କ ଫୋଟ ଯଦି ଆପଣ ମାନେ ମୂଖ୍ୟ ଦ୍ୱାର ଆଗରେ ରଖୁଛନ୍ତି । ତେବେ ଘରକୁ କେବେ ବି କିଛି ବି ଅଶୁଭ ଶକ୍ତି ପ୍ରେବଶ ନ କରିବା ସହିତ ଆପଣ ମାନଙ୍କ ପ୍ରତ୍ୟେକ ଦିନ ମଙ୍ଗଳ ମୟ ହେବ ।

ଯଦି ଘରେ ମାତା ଲକ୍ଷ୍ମୀ ଙ୍କର ମୃତି ରହିଛି ତେବେ ଆମର ବହୁତ ସାରା ଦୁଖଃ ଦୂର ହୋଇ ଥାଏ । କିନ୍ତୁ ଆପଣ ମାନଙ୍କୁ ସୂଚନା ଦେବୁ କି ମା ଲକ୍ଷ୍ମୀ ଙ୍କ ମୃତି ସହିତ ଭଗବାନ କୁବେର ଙ୍କ ମୃତି ରହିବା ବହୁତ ଶୁଭ ମନା ଜାଇ ଥାଏ । ଆପଣ ମାନେ ଯଦି କୁବେର ଙ୍କ ମୃତି ରଖୁ ଛନ୍ତି । ତେବେ ଘରେ କୈଣସି ବି ଖରାପ୍ ଲୋକ ଙ୍କ ଦୃଷ୍ଟି ପଡିବ ନାହିଁ ଏବଂ ଆପଣ ମାନେ ଏବଂ ଆପଣ ମାନଙ୍କୁ ଆୟୁ ର ବୃଦ୍ଦି ହେବ । ଏବଂ ଆପଣ ମାନଙ୍କୁ ଏହି ବିଷୟ ରେ ବି ସୂଚନା ଦେବୁ କି କୁବେର ଉତ୍ତର ଦିଗ ର ସ୍ୱାମୀ ଅଟନ୍ତି । ତେବେ ଲଗାଇବା ବେଳେ ଧ୍ୟନ ରଖନ୍ତି କି ତାଙ୍କର ମୁହଁ ଉତ୍ତର ଦିଗ ଆଡକୁ ରହି ଥିବା ଦରକାର ।

ବନ୍ଧୁ ମାନେ ଏହି ତିନୋଟି ମୃତି କୁ ଘରେ ରଖିବା ଦ୍ୱାରା ମାତା ଲକ୍ଷ୍ମୀ ପ୍ରଶନ୍ନ ହୋଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *