୧୪ ହଜାର ଟଙ୍କାରେ ଇଲେଟ୍ର ସ୍କୁଟି ! ଜାଣନ୍ତୁ କେଉଁଠୁ କିଣିବେ ଆଉ କେମିତି ପାଇ ପାରିବେ ଏହି ସ୍କୁଟି

electric-scoo

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । 14 ହଜାର ଟଙ୍କାରେ ମିଳୁଛି ଇଲେଟ୍ର ସ୍କୁଟି , ଆପଣ ମାନଙ୍କୁ ଏହି କଥାଟି ବିସ୍ୱାସ ହେଉ ନଥିଲେ ବି ଏହି କଥାଟି ସମ୍ପୁର୍ଣ୍ଣ ରୁପେ ସତ ଅଟେ । ଆମେ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ କହିବାକୁ ଚାହିଁଛୁ କି, ଆପଣ ମାନେ ଫୋଟ ରେ ଦେଖିବା ପାରୁଥିବା ସ୍କୁଟି କୁ ଆପଣ ମାନେ ମାତ୍ର 14 ହଜାର ଟଙ୍କାରେ ପାଇ ପାରିବେ । ତେବେ ମାତ୍ର 14 ହଜାର ଟଙ୍କାର ଏହି ସ୍କୁଟିକୁ ଆପଣ ମାନେ  କେଉଁ ଠାରେ କିଣିବେ ଏବଂ ଆପଣ ମାନଙ୍କୁ ଏହାର ଫିଚର୍ ବିଷୟ ରେ ସମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ତେବେ ଆସନ୍ତୁ ଜାଣିନେବା ।

ଏହି ସ୍କୁଟିରେ ଗୋଟିଏ ହଜାରେ ୱାର୍ଟର ମଟର ଲାଗିଛି । ଜାହା ଆପଣ ମାନଙ୍କୁ ପିକପ୍ ବହୁତ ଭଲ ଦେବ । ଗାଡି ରେ ଥିବା ବ୍ୟଟେରୀ ଟି ହେଉଛି , 72 ଭୋଲ୍ଟ ର ରହିଛି ଆପଣ ମାନଙ୍କୁ ଜାହା ଆପଣ ମାନଙ୍କୁ ଏକା ଥରେ ଚାର୍ଜ କରିବା ପରେ ନିଶ୍ଚିତ ଭାବେ 90 କିଲୋମିଟର ର ମାଇଲେଜ୍ ମଧ୍ୟ ସଂମ୍ପୁର୍ଣ୍ଣ ଭାବେ ପାଇ ପାରିବେ । ଯଦି ଆମେ ଏଠାରେ ରଙ୍ଗ ବିଷୟ ରେ କହିବା ଆପଣ ମାନଙ୍କୁ ଏଠାରେ ଧଳା କଳା ନାଲୀ ନୀଳ ଏବଂ ଏମିତି ବହୁତ ପ୍ରକାରର ରଙ୍ଗ ଉପଲବ୍ଧ ରହି ଥିବା ଦେଖିବା ପାଇଁ ମିଳିଛି । ଏହାର ଟପ୍ ମାଇଲେଜ୍ ରହିଛି 50 ଏବଂ ଆପଣ ମାନଙ୍କୁ ଯଦି ଏହାର ଚାର୍ଜିଙ୍ଗି ବିଷୟ ରେ କହିବା ଏହା 8 ରୁ 10 ଘଣ୍ଟା ମଧ୍ୟରେ ସଂମ୍ପର୍ଣ୍ଣ ଭାବେ ଚାର୍ଜ ହୋଇ ଜାଉଛି । ବୋଲି ଦେଖିବା ପାଇଁ ମିଳିଛି । ଏଥିରେ ଆପଣ ମାନଙ୍କୁ କିକ୍ ଷ୍ଟାର୍ଟ ସହିତ ସେଲ୍ଫ ର ବି ଅଫସନ୍ ରହିଛି । ଏହି ଗାଡି ରେ ଆପଣ ମାନେ 200 କେଜି ର ଲୋର୍ଡ କୁ ବହୀ ପାଇବେ ।

ନିଶ୍ଚିତ ଭାବେ ଦୁଇଜଣ ଆପଣ ମାନେ ଆରାମ୍ ର ସହିତ ଜାଇ ପାରିବେ । ତେବେ ଏହି ଗାଡି କୁ ଯଦି ଆପଣ ମାନେ କିଣିବା ବିଷୟ ରେ ଭାବୁଛନ୍ତି । ତେବେ ଆସନ୍ତୁ ସେହି ସବୁ ବିଷୟ ରେ ଜାଣି ନେବା । ଏହା ଆପଣ ମାନଙ୍କୁ ଅଲ୍ଲିବାବା ୱେବସାଇଟ୍ ରୁ ସଂମ୍ପର୍ଣ୍ଣ ଭାବେ ମିଳି ପାରିବ । ଏହା ଗୋଟିଏ ଚାଇନିଜ୍ ୱେବସାଇଟ୍ ରହିଛି । ତେବେ ସେହି ଠାରେ ଆପଣ ମାନଙ୍କୁ 200 ଡଲାର୍ ରେ ମିଳିବ ଏହି ସ୍କୁଟି । ତେବେ ଏହା ଭାରତୀୟ ମୂଦ୍ରା ରେ 14 ହଜାର୍ ଟଙ୍କାରେ ମିଳି ପାରିବ । ali baba . com ୱେବସାଇଟ କୁ ଜାଇ ଆପଣ ଙ୍କୁ ସର୍ଚ କରିବାକୁ ହେବ best adult electric scoty  । ଏହା ସର୍ଚ କରିବା ପରେ ମାତ୍ର 14 ହଜାର ଟଙ୍କାରେ ଆପଣ ମାନେ ବହୁତ ଆକର୍ଷଣୀୟ ଇଲେକ୍ଟ୍ରିକ ସ୍କୁଟି ଦେଖି ପାରିବେ , ଆଉ କିଣି ପାରିବେ ମଧ୍ୟ ।

ଆମେ କହି ରଖୁଛୁ କି ଅଲିବାବା ହେଉଛି ଆମଜାନ ଭଳି ଏକ ବୃହତ ଇ କମର୍ସ ୱେବସାଇଟ । ଏହା ଚାଇନାର ସବୁଠୁ ବଡ ଇ କମର୍ସ କମ୍ପାନୀ ମଧ୍ୟ । ସେହି ୱେବସାଇଟ ହିଁ ଏତେ କମରେ ଆଉ ଏତେ ଭଲ ଫିଚର ଥିବା ଇଲେକ୍ଟ୍ରିକ ସ୍କୁଟିର ବିକ୍ରୟ କରୁଛି । ଆପଣ ଅଲିବାବା ୱେବସାଇଟରେ ସେହି ସ୍କୁଟି ସମନ୍ଧିତ ଅନ୍ୟ ତଥ୍ୟ ସବୁ ପାଇ ପାରିବେ । ଏହି ଭଳି ଖବର ପ୍ରତିଦିନ ପଢିବା ପାଇଁ ଏହି ପୋଷ୍ଟକୁ ଅଧିକରୁ ଅଧିକ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *