ଛାତରେ ଶୋଇ ଥିଲେ ପତି , ପତ୍ନୀ । ଆସିଲା ଗୋଟିଏ ଯୁବକ ଏବଂ ପାଖରେ ଶୋଇ କରିଦେଲା ଏହି ସବୁ କିଛି ।

save-girl

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ଦିନରେ ମହିଳା ମାନଙ୍କ ସୁରକ୍ଷା କୁ ନେଇ ଏମିତି ବହୁତ ଗୁଡ଼ିଏ ଘଟଣା ମାନ ସାମ୍ନା କୁ ଆସୁ ଥିବାର ଦେଖିବା ପାଇଁ ମିଳୁ ଥିବା ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ । ସେହି ପରି ବେଳେ ଏହି ଦିନ ଏହି ପରି ଗୋଟିଏ ଘଟଣା ଦେଖିବା ପାଇଁ ମିଳିଛଇ । ଯେଉଁ ଘଟଣା କୁ ଆପଣ ମାନେ ଶୁଣିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ସୂଚନା ପ୍ରାପ୍ତି କରିବା । ତେବେ ଘଟଣା ଅନୁସାରେ ରାୟଗଡ ଠାରେ ଜଣେ ମଦୁଆ ଆସି ଛାତ ଉପରେ ଶୋଇ ଥିବା ମହିଳା ଙ୍କ ପାଖରେ ଶୋଇ ଜାଇ ଥିଲେ । ତେବେ ପାଖରେ ମହିଳା ଙ୍କ ସ୍ୱାମୀ ଶୋଇ ଥିବା ବେଳେ ବି ଏହି ମଦୁଆ ଯୁବକ ଜଣଙ୍କ ମହିଳା ଙ୍କ ସହିତ ଖରାପ୍ ବ୍ୟବହାର କରିବା ପାଇଁ ଲାଗି ଥିଲେ ।

ହେଲେ ଏଠାରେ ଆଶ୍ଚର୍ଯ୍ୟ କଥା ହେଲା କି ମହିଳା ଜଣଙ୍କ ଏହି ଘଟଣାରେ ଏହି ନିଶା କରି ଥିବା ବ୍ୟକ୍ତି ଙ୍କୁ ନିଜର ପତି ବୋଲି ଭାବି ସେକ୍ସ ମଧ୍ୟ କରିବା ପର୍ଯ୍ୟନ୍ତ ଘଟଣା ଚାଲି ଜାଇ ଥିଲା । ହେଲେ ପରେ ଯେତେ ବେଳେ ମହିଳା ଙ୍କ ଆଖି ଖୋଲି ଥିଲା । ତେବେ ସେହି ସମୟ ରେ ସେ ଆଶ୍ଚର୍ଯ୍ୟ ହୋଇ ଚିଲେଇ କରି ପତି ଙ୍କୁ ଡାକି ଥିଲେ । ସେହି ପରି ବେଳେ ମଦୁଆ ଯୁବକ ଜଣଙ୍କ ଏପରି ଦେଖିବା ପରେ ସେହି ଠାରୁ ଦୈଡି କରି ପଳେଇ ଥିଲା । ଏବଂ ଏହି ଘଟଣା ସଂମ୍ପର୍କ ରେ ସଂମ୍ପର୍ଣ ଭାବେ କହି ଥିଲେ ମହିଳା ଜଣଙ୍କ ନିଜର ସ୍ୱାମୀ ଙ୍କୁ । ସେହି ପରି ବେଳେ ଏହି ଘଟଣା ବିଷୟ ରେ ତାଙ୍କର ସ୍ୱମୀ ଏହି ଦିନ ରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଜଣେଇ ଥିଲେ ।

ତେବେ ଏହି ଘଟଣାଟି ଘଟିଛି ଗୁଜୁରାଟର ଅହମଦାବାଦ ଠାରେ । ତେବେ ଏହି ଘଟଣାର ପୋଷ୍ଟ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଆପଣ ମାନେ ଏହି ଥିରୁ କଣ ସିଖିଲେ ଆପଣ ଆମକୁ କମେଣ୍ଟ ରେ ନିଶ୍ଚିତ ଭାବେ ଜଣାନ୍ତୁ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *