ଟିକ୍ ଟକ୍ ଭିଡ଼ିଓ କରିବା ବେଳେ ପଛରେ ଚାଲୁ ଥିଲା ଭୂତ..। ଆଉ ତା ପରେ…

tik-tok

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ଆଜିର ଦିନ ରେ ଟିକ୍ ଟକ୍ ଭିଡ଼ିଓ କରିବା ଗୋଟିଏ ସାଧାରଣ କଥା ହୋଇ ଗଲାଣୀ । ଆଉ ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ କି । ଯିଏ ଯେଉଁଠି ପାରୁଛି ସେହି ଠାରେ ଏହି ଟିକ୍ ଟକ୍ ଭିଡ଼ିଓ କୁ କରିବାରେ ଲାଗିଛନ୍ତି । ସେହି ପରି ବେଳେ ସେମାନେ ସୋସିଆଲ ମିଡ଼ିଆରେ ଏହି ଭିଡିଓକୁ ସେୟାର କରିବାରେ ଲାଗିଛନ୍ତି । ସେହି ପରି ବେଳେ ଏମିତି ବି କିଛି ଲୋକ ମାନେ ରହିଥାନ୍ତି । ଯେଉଁ ମାନେ ଏହି ସବୁ ଭିଡ଼ିଓ କରିବା ପୂର୍ ରୁ ସ୍ଥାନ ଏବଂ ସମୟ କୁ ଦେଖି ନ ଥାନ୍ତିୁ । ସେହି ପରି ଭାବେ ସେମାନେ ଭିଡ଼ିଓ କୁ କରିବା ପରେ ଏମିତି କାହିଁକି କଲେ ସେମାନେ ପସ୍ତେଇ  ଥାନ୍ତି । ଆଉ ଏହି ପରି ଏକ ଭିଡ଼ିଓ ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ତେବେ ଏହି ଭିଡ଼ିଓରେ ସଂମ୍ପର୍ଣ୍ଣ ଭାବେ ଦେଖଇବା ପାଇଁ ମିଳିଛି  ଗୋଟିଏ ମହିଳା ତାଙ୍କ ମୋବାଇଲ ରେ ଟିକ୍ ଟକ୍ ଭିଡ଼ିଓ ସୁଟିଂ କରୁ ଥିବା ବେଳେ ତାଙ୍କ ପଛରେ ଭୂତ ଜାଉ ଥିବାର ଦେଖିବା ପାଇଁ ମିଳି ଥିଲା । ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଯଦି ଏହି ଭିଡ଼ିଓ କୁ ଦେଖିବା ପାଇଁ ଚାହାଁନ୍ତି । ତେବେ ତଳେ ଦେଖି ପାରିବେ । ଏଠାରେ ମହିଳା ଜଣଙ୍କ ଟିକ୍ ଟକ୍ ଭିଡ଼ିଓ ତିଆରି କରିବାରେ ବ୍ୟସ୍ତ ରହି ଥିବା ବେଳେ ତାଙ୍କର ପଛ ପଟେ କେହି ଜଣେ ଚାଲି ଯାଉ ଥିବାର ଦେଖିବା ପାଇଁ ମିଳିଛି । ତେବେ ସେହି ପରି ବେଳେ ଡେନ୍ସ ରେ ମଗ୍ନ ଥିବା ଏହି ମହିଳା ଜଣଙ୍କ ପ୍ରଥମେ କିଛି ବି ଜାଣି ପାରି ନ ଥିଲେ ।

ହେଲେ ପରେ ଯେତେ ବେଳେ ସେ ସେହି ଭିଡ଼ିଓ କୁ ଭଲ ଭାବେ ଦେଖି ଥିଲେ । ତେବେ ସଂମ୍ପର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ହୋଇ ଥିଲେ । ସେହି ପରି ବେଳେ ଏହି ଭିଡ଼ିଓ କୁ ଟିକ୍ ଟକ୍ ଛାଡିବା ପରେ ଦର୍ଶକ ମାନେ ମଧ୍ୟ ଭୟଭିତ ହୋଇ ଥିବାର ସେମାନେ କମେଣ୍ଟ କରିଛନ୍ତି । ଆଉ ଏବେ ପର୍ଯ୍ୟନ୍ତ ଏହି ଭିଡ଼ିଓ କୁ 70 ଲକ୍ଷ ରୁ ଅଧିକ ଲୋକ ମାନେ ଦେଖି ସାରି ଥିବାର ଜଣା ପଡ଼ିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *