କ୍ୟପ୍ ଟେନ୍ ପଦ ପାଇଁ ରୋହିତ କୋହଲି ଭିତରେ ବିବାଦ!! ଏବେ ଭାଗ ହେବ କ୍ୟପ୍ ଟେନ୍ ପଦ ।

captain-cool

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଯେପରି କି ଆପଣ ମାନେ ଜାଣି ଥିବେ ବିଶ୍ୱକପ୍ ସେମିଫାଇନାଲ ରୁ ବାଦ୍ ପଡିବା ପରେ ରୋହିତ୍ ଏବଂ କୋହଲି ଙ୍କ ମଧ୍ୟ ରେ ବିଭିନ୍ନ ପ୍ରକାରର ବିବାଦ ଦେଖିବା ପାଇଁ ମିଳିଥିଲା । ଜାହା ଫଳ ରେ ରୋହିତ୍ ପ୍ରଥମେ ଟିମ୍ କୁ ଛାଡି ସ୍ୱଦେଶ ଫେରି ଆସି ଥିଲେ । ଆଉ ବର୍ତମାନ ସମୟରେ ଦୁଇ ଜଣଙ୍କ ମଧ୍ୟରେ କ୍ୟପଟେନ୍ ପଦବୀ ପାଇଁ ବିବାଦ ଦେଖିବା ପାଇଁ ଲାଗିଛି । ତେବେ ଏହି ଖବର ଟି ବର୍ତମାନ ସମୟ ରେ ଭାରତୀୟ କ୍ରିକେଟ ବୋର୍ଡ ପାଖରେ ପହଁଚିଛି । ତେବେ ଏହି ଖବର ଟି BCCI ପାଖରେ ପହଁଚିବା ପରେ କଣ ନିଶ୍ପତି ନିଆ ଗଲା ଆସନ୍ତୁ ଜାଣି ନେବା । ଏବଂ ଆଗାମୀ ଅଧିନାୟକ ଭାବେ କିଏ ଏମାନଙ୍କ ମଧ୍ୟ ରୁ ସ୍ଥାନ ଗ୍ରହଣ କରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଯେପରି କି ଆମେ ମାନେ ନିଶ୍ଚିତ ଭାବେ ଜାଣିଛେ ଭାରତ ଦଳ ଧୋନୀ ଙ୍କ ୱାନେ ଡେ ରୁ ଇସ୍ଥଫା ଦେବା ପାଇଁ କହିବା ପରେ ଅଧିନାୟକ ବିରାଟ କୋହଲୀ ଏବଂ ଉପଅଧିନାୟକ ରୋହିତ୍ ଙ୍କ ପାଖରେ ରହିଛି । ତେବେ ଏହି ଦିନରେ ଏମାନଙ୍କ ମଧ୍ୟରେ ଦଳର ନେତୃତ ନେବାର ବିବାଦ ବିଷୟ ରେ ବୋର୍ଡ ର ଜଣେ ସଦଶ୍ୟ କହିଛନ୍ତି । ଏହି ଦିନରେ ସେ ଗୋଟିଏ ନ୍ୟୁଜ୍ ଚେନ୍ନଲରେ କହିଛନ୍ତି କି । 2020 ରେ ଅଶ୍ଟ୍ରେଲିଆ ରେ ହେବାକୁ ଥିବା ବିଶ୍ୱକପ୍ କୁ ଆଗରେ ରଖି  କିଛି ଗୁରୁତ୍ୱ ପୂର୍ଣ୍ଣ ନିଶ୍ପତି ନିଆ ଜାଇଛି । ଏବଂ ସେ ପରି ବେଳେ ସେ ଏଠାରେ ଏହି କଥା କୁ ମଧ୍ୟ କହିଛନ୍ତି । ଆଗାମୀ ସମୟ ରେ ରୋହିତ୍ ଶର୍ମା ଙ୍କୁ ଦଳର ନେତୃତ୍ୱ ଦିଆ ଯିବାର ରହିଛି ବୋଲି ସେ କହିଛନ୍ତି ।

ସେହି ପରି ବେଳେ କହିଛନ୍ତି କୋହଲି ଟେଷ୍ଟ ଏବଂ ଟି ଟୁୱେଣ୍ଟି ଦଳର ନେତୃତ ନେବାକୁ ଥିବା ବେଳେ ଆଗାମୀ ସମୟ ରେ ରୋହିତ୍ ଙ୍କୁ ୱାନ ଡେ ର ନେତୃତ ନେବାର ରହିଛି । ସେହି ପରି କ୍ଷେତ୍ର ରେ ସେ ଏହି କଥା ବି କହିଛନ୍ତି କି । ଏହା ରୋହିତ୍ ଙ୍କୁ ନେତୃତ ଦେବାର ଉପଯୁକ୍ତ ସମୟ ଅଟେ ।ସେହି ପରି ଏହି ସବୁ କଥାରେ ଦଳ ର ମ୍ୟନେଜ ମେଣ୍ଟ ଟିମ୍ ବି ସମର୍ଥନ କରିଛି । ତେବେ ଦେଖା ଯାଉ ଆଗାମୀ ସମୟ ରେ କଣ ସବୁ ମୋଡ ନେଉଛି ଏହି ଏହି ସବୁ କୁ ଦେଖିବାର ରହିଛି ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *