ଓଡିଶାର ନବମ ଶ୍ରେଣୀର ଛାତ୍ର ତିଆରୀ କରିଲା ପାଣି ରେ ଚାଲୁ ଥିବା ବାଇକ । ଗୋଟିଏ ସେୟାର କରନ୍ତୁ

9th-class

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ନବମ ଶ୍ରେଣୀର ଛାତ୍ର ଙ୍କର କମାଲ୍ ତିଆରୀ କରିଲା ପାଣିରେ ଚାଲୁ ଥିବା ବାଇକ୍ । ଏହି କଥା ଟି ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ଲାଗୁଥିବ କି । ଏହା କେମିତି ହୋଇ ପାରିବ କି । ଜଣେ ନବମ ଶ୍ରେଣୀ ର ଛାତ୍ର ପାଣି ରେ ଚାଲି ପାରୁ ଥିବା ବାଇକ୍ କୁ ତିଆରି କରିବ । ତେବେ ଆମେ କହିବୁ ଆଜ୍ଞ୍ୟା ହଁ ଏମିତି ହିଁ କିଛି ହୋଇଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ତେବେ ଏହି କୁନି ବୈଜ୍ଞ୍ୟାନିକ ଜଣଙ୍କ ହେଲେ କେନ୍ଦୁଝରର ଏବଂ ସେ କେମିତି ତିଆରୀ କରିଲେ ଏହି ବାଇକ୍ କୁ ଆସନ୍ତୁ ଜାଣିବା । ଏହି କୁନି ବୈଜ୍ଞ୍ୟାନିକ ଜଣଙ୍କ ହେଲେ ବିଶ୍ୱ ବିନ୍ଦୁ ।

ଆଜିର ସମୟ ରେ ପିଲା ମାନେ ପବଜି ଖେଳିବାରେ ଲାଗି ଥିବା ବେଳେ ଏହି ବାଳକ ଜଣଙ୍କ କିଛି ଅଲଗା କରିବା ପାଇଁ ଚେଷ୍ଟା କରିଛନ୍ତି । ଏହି ବାଳକ ଜଣଙ୍କ କେନ୍ଦୁଝର ଜିଲ୍ଲା ପରିମୂଳା ଗାଁ ର ଏହି ବାଳକ ଏତେ ଛୋଟ ବେଳୁ ଏପରି ଗୋଟିଏ ପାଣି ରେ ଚାଲୁ ଥିବା ବାଇକ୍ କୁ ତିଆରୀ କରି କି ସେ ସମସ୍ତଙ୍କ ଠାରେ ଆକର୍ଷିତ ହୋଇଛନ୍ତି । ତେବେ କେବେଳ ସେତିକି ନୁହେଁ ସେ ନିଜର ପାଠପଢା ସହିତ ଅବସର ସମୟ ରେ ଘରେ ବିଭିନ୍ନ ପ୍ରକାରର ଉଦ୍ଭାବନ କରି ସେ ଏମିତି ହିଁ ଲୋକ ମାନଙ୍କୁ ଚମକାଇ ଦିଅନ୍ତି । ତେବେ ସାଇକେଲ୍ ବିଷୟ ରେ କହିଲେ ସାଇକେଲ୍ ର ଡାହାଣ ପଟେ ପାଣି ରୁ 12 ଭଲ୍ଟ ଆସୁ ଥିବା ବେଳେ ସାଇକେଲ ସମ୍ମୁଖ ରେ ଥିବା ସୋଲାର ପେନେଲ ରୁ 6 ଭଲ୍ଟ ର ପାୱାର ସଂଗ୍ରହ କରି ସେ ଏହି ସାଇକଲେ ର ଚଳାଇବାରେ ସକ୍ଷମୟ କରୁ ଥିବାର ଦେଖିବା ପାଇଁ ମିଳିଛି ।

ତେବେ ଏହି ପରି ବେଳେ ଏହି ସାଇକେଲ ଟି ଘଣ୍ଟା ପ୍ରତି 30 କିଲୋମିଟର ମଧ୍ୟ ଚାଲି ଥାଏ । ତେବେ ଏହି ପରି କ୍ଷେତ୍ର ରେ ତାଙ୍କର ପୁଅ ଆଗକୁ ଜାଇ ଦେଶ ପାଇଁ କିଛି କରୁ ବୋଲି ତାଙ୍କ ବାପା ଙ୍କ ମତ ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *