ଚାଣକ୍ୟ ନୀତି – ଚାଣକ୍ୟଙ୍କର ଏହି 3 ଟି କଥା ମନେ ରଖିଦେଲେ , ଜୀବନରେ କେବେବି ବିଫଳ ହେବେନି ଆପଣ ।

chanakya-bani-odia

ଆପଣ ମାନଙ୍କୁ ଆଣର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜିବନରେ କିଛି ବି ନିଶ୍ପତି ନେବା ପୂର୍ବରୁ ନିଜକୁ ପଚାରନ୍ତୁ ଏହି ତିନୋଟି ପ୍ରଶ୍ନ କୁ । ସେହି ପ୍ରଶ୍ନ କୁ ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ସଂମ୍ପର୍ଣ୍ଣ ଭାବେ କୁହା ଜାଇଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ପ୍ରତ୍ୟେକ ବ୍ୟୟକ୍ତିଙ୍କ ଠାରେ ପାଞ୍ଚଟି ଗୁଣ ରହି ଥାଏ । ତେବେ ଆପଣ ମାନଙ୍କ ଠାରେ ଯଦି ଏହି ଗୁଣ ରହି ଥାଏ ତେବେ ଆପଣ ଏହି କଥା କୁ ଜାଣି ରଖନ୍ତୁ ଆପଣ ଦିନେ ନା ଦିନେ ନିଶ୍ଚିତ ଭାବେ ସଫଳ ବ୍ୟକ୍ତି ହେବେ । ଏଥିରେ ପ୍ରଥମ କଥା ଟି ହେଉଛି କେବେ ବି ସଫଳ ବ୍ୟକ୍ତି ମାନେ କେବେ ବି ଅନୁସୂଚନା କରନ୍ତି ନାହିଁ  , ଅର୍ଥାଥ ସଫଳତା ପାଇବା ପାଇଁ କେବେ ଅନ୍ୟର ପଥରେ ଯାଆ ନାହିଁ , ନିଜ ପଥ ନିଜେ ନୀର୍ମାଣ କର । ଦ୍ୱୀତୀୟ ରେ ନିଜର ନିସ୍ପତି ବିଷୟ ରେ କେବେ ବି ଚିନ୍ତା କରି ସମୟ ବୃଥା କରନ୍ତି ନାହିଁ । କାରଣ ସେମାନେ ଜାଣି ଥାନ୍ତି ଏହା ଦ୍ୱାରା ସେମାନଙ୍କ ର କିଛି ବି ଲାଭ ହେବ ନାହିଁ ।

ଜାହା ଆପଣ ମାନଙ୍କ ଠାରୁ ପୂର୍ବରୁ ଚାଲି ଜାଇଛି ସେହି ବିଷୟରେ ପୁଣି ଥରେ ଭାବି କିଛି ବି ଲାଭ ନାହିଁ ଏଥି ପାଇଁ ସେମାନେ କେବେ ବି ଚିନ୍ତା କରନ୍ତି ନାହିଁ । ଏହା ଗୋଟିଏ ସଫଳ ବ୍ୟକ୍ତି କେବେ ବି ଲକ୍ଷ୍ୟଣ ହୋଇ ନଥାଏ । ସେମାନେ କେବେ ଅତୀତକୁ ଚିନ୍ତା ନ କରି ସେମାନେ ସବୁ ବେଳେ ଭବିଷ୍ୟତ ର ଚିନ୍ତା କରି କାମ କରି ଥାନ୍ତି । ଯଦି ସେମାନେ କୈଣସି କାର୍ଯ୍ୟରେ ଫେଲ୍ ହୋଇ ଥାନ୍ତି , ତେବେ ସେମାନେ କେବେ ବି ତାହା ପାଇଁ ଚିନ୍ତା କରନ୍ତି ନାହିଁ ବରଂ ସେମାନେ ସେହି ଥିରୁ କିଛି ନା କିଛି ସି୍ଖି ଥାନ୍ତି । ଆଉ ଗୋଟିଏ କଥା ମନେ ରଖନ୍ତୁ ବଞ୍ଚିବା ପାଇଁ ଧନ ର ଆବଶ୍ୟକ ହୋଇ ଥାଏ ହେଲେ ସଫଳ ବ୍ୟକ୍ତି ମାନେ ଅସତ୍ ଉପରେ ଧନ ଉପାର୍ଜନ ଠାରୁ ସବୁ ବେଳେ ଦୂର ରେ ରହି ଥାନ୍ତି ।

ଏମାନେ କେବେ ବି ଅର୍ଥ ଲୋଭ ଏବଂ କ୍ଷେମତା ବୈଶିଷ୍ଠ ରେ ପଡ୍ତି ନାହିଁ ଏତି ପାଇଁ ସେମାନଙ୍କୁ ଅସଫଳତା ପରେ ପରେ ସଫଳତା ମିଳି ମିଳି ଜାଇ ଥାଏ । ଏମାନେ କେବେ ବି ନିଜର ବ୍ୟକ୍ତି ଗତ ସମସ୍ୟା ବିଷୟ ରେ ଅନ୍ୟ ସହ ପରାମର୍ଶ କରି ନ ଥାନ୍ତି ସେମାନେ ସବୁ ବେଳେ ନିଜେ ନିଜେ କେମିତି ତାହାକୁ ସମାଧାନ କରିବେ ସେହି ବିଷୟ ରେ ହିଁ ଭାବି ଥାନ୍ତି । ସେମାନଙ୍କ ର ସବୁ ବେଳେ ହାତକୁ ନିଆ ଜାଇ ଥିବା କାର୍ଯ୍ୟ ଉପରେ ହିଁ ନିବନ୍ଧ ଥାଏ । ଏବଂ ସେହି ସବୁ କୁ କେମିତି ସକ୍ରିୟକରି ଆଗକୁ ବଢିବେ ସେହି ବିଷୟ ରେ ହିଁ ଭାବି ଥାନ୍ତି ।

Leave a Reply

Your email address will not be published. Required fields are marked *