ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ମାନେ ଜାଣିଛେ ଆଜିର ଦିନରେ ଆୟୁର୍ବେଦ କୁ ବହୁତ ଲୋକ ମାନେ ଭୁଲି ହିଁ ଯିବେଣି । ଯେବେ ଠାରୁ ଏଲୋପାତି ବା ହୋମପାତି ଭଳି ଔଷଧ କୁ ଲୋକ ମାନେ ଆପଣେ ଛନ୍ତି , ସେବେଠାରୁ ଆୟୁରବେଦ ମେଡିସିନ ବୁଡି ଗଲାଣି । ସେମିତି ରେ ଆଜିର ଦିନ ରେ ଏମିତି ବି କିଛି ଲୋକ ମାନେ ରହିଛନ୍ତି । ଯେଉଁ ମାନେ କେବଳ ଆୟୁର୍ବେଦ ଉପରେ ହିଁ ବିସ୍ୱାସ କରି ଥାନ୍ତି । କାରଣ ଆୟୁର୍ବେଦ ର ବ୍ୟକରଣ ପ୍ରାୟ ହଜାର ହଜାର ବର୍ଷ ପୂର୍ବ ରୁ ଆରମ୍ଭ ହୋଇ ସାରି ଥିବା ବେଳେ ସେହି ସମୟ ରେ ଏହା ଉପରେ ବଡ ବଡ ବୈଦ ମାନଙ୍କର ଅଗଧା ବିଶ୍ୱାସ ଥି୍ଲା , ଏବଂ ଏହାକୁ ବ୍ୟବହାର କରି ସେମାନେ ଅନେକ ରୋଗ ଭଲ କରୁଥିଲେ । ଆଜି ଆମେ ଆପଣ ମାନଙ୍କୁ ଏଠାରେ କିଛି କଥା ବିଷୟ ରେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେଉଁ ଗୁଡିକ ସଂମ୍ପର୍ଣ୍ଣ ଭାବେ ଆୟୁର୍ବେଦ ହୋଇ ଥିବା ବେଳେ ରାଜା ମହାରାଜା ଙ୍କ ସମୟ ରେ ସେମାନେ ନିଜର ମର୍ଦାଙ୍ଗି ବଢେଇବା ପାଇଁ ବହୁତ ପରିମାଣ ରେ ଏହାର ବ୍ୟବହାର କରୁଥିଲେ ଏବଂ କିଛି ଲୋକ ଆଜିବି । ତେବେ ଆସନ୍ତୁ ଜାଣିନେବା ।
1. ସିଳୋଯିତ୍ ।
ଶକ୍ତି ବିହିନ ଏବଂ ମର୍ଦାଙ୍ଗି ର କୋମତି ପାଇଁ ତଥା ବୃଦ୍ଧ ଲୋକ ଙ୍କୁ ସଫଳତା ଏମିତି ରେ ଗାଢ କରିବାରେ ବି ସଂମ୍ପର୍ଣ୍ଣ ଭାବେ ସହାୟତା କରି ଥାଏ । ଏହା ଆପଣ ମାନଙ୍କୁ ଯେକୈଣସି ଆୟୁର୍ବେଦ ସେଣ୍ଟର ରେ ମିଳି ଯିବ । ଏହାକୁ ଆପଣ ଦଶ ଗ୍ରାମ୍ ଚାଉଳ ସହିତ ମିଶେଇ ରାତି ରେ ଗୋଟିଏ ଲେଖାଏଁ ଚାମଚ୍ ନେଲେ ଶକ୍ତି ବୃଦ୍ଧି ପାଏ ।
2. ଅଶ୍ୱଗନ୍ଧା ।
ଶକ୍ତି ବିହିନ ଏବଂ ମର୍ଦାଙ୍ଗି ବଢେବାରେ ଏହା ଲୋକ ମାନଙ୍କୁ ବହୁତ ସଫଳତା ପ୍ରଦାନ କରି ଥାଏ । ଏହା ଆପଣଙ୍କୁ ସବୁ ସ୍ଥାନ ରେ ମିଳି ଯିବ । ଆପଣ ମାନେ ଏହାର ସେବନ ରାତି ରେ ଶୋଇବା ପୂର୍ବ ରୁ ଗୋଟିଏ ଗ୍ଲାସ୍ କ୍ଷୀର ରେ କରନ୍ତୁ ।
3. ସତାବରୀ ।
ସାଧାରଣ ଭାବେ ଆଜିର ଦିନ ରେ ଲୁପ୍ତ ପ୍ରାୟ ହୋଇ ଥିବା ଏହି ଗଛ ର ବହୁତ ଗୁଣାବତା ରହିଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହା ପୁରୁଷ ର ବିଜ ବର୍ଧକ କାର୍ଯ୍ୟ କରି ଥାଏ । ତଥା କମନା ବୃଦ୍ଧି କରିବା ସମୟ ସହିତ ବୁଦ୍ଧ ମାନଙ୍କ ପାଇଁ ବହୁତ ଭଲ ଅଟେ । ସେହି ଦିନ ରେ ଏହାର ବ୍ୟବହାର ରାଜା ମହା ରାଜା ମାନେ କରୁ ଥିଲେ । ଆପଣଙ୍କୁ ଏହା କୈଣସି ବି ପତାଞଳୀ ଷ୍ଟୋର ମିଳି ଯିବ । ଏହାର ସେବନ ଖାଲି ପେଟରେ ସକାଳେ ଗୋଟିଏ ଗ୍ଲାସ୍ ପାଣି ରେ କରନ୍ତୁ ।