2020 ରେ ଏହି ସବୁ ରାଶି ଉପରେ ପଡିବା ପାଇଁ ଜାଉଛି ଶନି ଦଶା , ପଡିବା ଆଗରୁ କରି ଦିଅନ୍ତୁ ଏହି କାମ ।

Shani-Dev

ଆପଣ ମାନଙ୍କୁ ବହୁତ ବହୁତ ସ୍ୱାଗତ କରୁଛୁ । ଜ୍ୟତିଷ ଶାସ୍ତ୍ରରେ ଶନି ଙ୍କୁ ନ୍ୟାୟର ଦେବତା ବୋଲି କୁହା ଜାଇ ଥାଏ । ଏମିତି କୁହାଯାଏ କି ମନୁଷ୍ୟ ଦ୍ୱାରା କରା ଜାଇ ଥିବା କର୍ମର ଫଳର ନିର୍ଦ୍ଧାରଣ ସବୁ ସମୟ ରେ ଶନି ଦେବ ହିଁ କରି ଥାନ୍ତି । ଶନି ଦେବ ଙ୍କୁ ଦୁଖଃର ଦେବତା ସହିତ ଶୁଖର ବି ଦେବତା ମନା ଯାଏ । ଆପଣ ମାନଙ୍କ କୁଣ୍ଡଳୀ ଅନୁସାରେ ଯଦି ଆପଣଙ୍କ ଉପରେ ଶନିଙ୍କ ଭଲ ଦିନ ଚାଲି ଥାଏ , ତେବେ ଆପଣ ମାନେ ନିଶ୍ଚିତ ଭାବେ ସବୁ କ୍ଷେତ୍ରରୁ ନିଜ ଜୀବନରେ ଶୁଭ ଖବର ପାଇବେ  ଏବଂ ଆପଣ ମାନଙ୍କୁ ସୁଖ ର ପ୍ରାପ୍ତି ହେବ । ହେଲେ ଯଦି ଆପଣ ମାନଙ୍କକୁଣ୍ଡଳୀ ରେ ଏହି ଶନି ଦେବଙ୍କ ପ୍ରକୋପ ପଡ଼ିଛି ତେବେ ଏହି ଥିରୁ ବା ଆପଣ ମାନଙ୍କୁ ଦୁଖଃ ପାଇବାରୁ କେହି ବି ବଞ୍ଚେଇ ପାରିବେ ନାହିଁ । ସେହି ପରି କ୍ଷେତ୍ର ରେ କିଛି ବଡ ବଡ ଜ୍ୟତିଷ ବିଜ୍ଞ୍ୟାନୀ ଙ୍କ ମତରେ 2020 ରେ କିଛି ରାଶି ମାନଙ୍କ ଉପରେ ଏହି ସନିଙ୍କ ସାଢେ ସାଥି ର କୋପ ପଡିବା ପାଇଁ ଜାଉଛି । ତେବେ ଏହି ଥିରୁ କେମିତି ବଞ୍ଚା ଜାଇ ପାରିବ । ଏବଂ ସେହି ରାଶି ମାନେ କେଉଂ କେଉଂ ରାଶି ମାନେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ବର୍ଷ 2020 ରେ ଏହି ରାଶି ମାନଙ୍କ ଉପରେ ପଡିବ ସାଢେ ସାଥି ।

ଆପଣ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି ବର୍ଷ 2020 ରେ ଶନି ଙ୍କ କୋପ ଧନୁ , ମକର , ଏବଂ କୁମ୍ଭ ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ହେବା ପାଇଁ ଜାଉଛି । ସେହି ପରି ଯଦି ଆମେ ଶନି ଙ୍କ ଅନ୍ୟ ଏକ କୋପ ଦୃଷ୍ଟିର କଥା କହିବା ତେବେ ଏହା ମିଥୁନ ଏବଂ ତୁଳା ରାଶିଙ୍କ ଉପରେ ପଡିବାର ରହିଛି ।

ବଞ୍ଚିବା ପାଇଁ କରନ୍ତୁ ଏହି ଉପାୟ ।

ଯଦି ଆପଣ ମାନେ ଶନି ଙ୍କ ପ୍ରକପରୁ ବଞ୍ଚିତ ହେବା ପାଇଁ ଚାହାଁନ୍ତି । ତେବେ ନିଶ୍ଚିତ ଭାବେ କରନ୍ତୁ ଏହି କାର୍ଯ୍ୟ । କୁଣ୍ଡଳୀ ରେ ଏହି ବର୍ଷର ଆରମ୍ଭ ରୁ ହିଁ ଆପଣ ମାନେ ପ୍ରତ୍ୟେକ ଶନିବାର ଦିନ ଶନି ଦେବ ଙ୍କ ମନ୍ଦିର ଜାଇ କରି ସେଠାରେ ଶନି ଙ୍କୁ ଶୁରିଷ ତେଲ ରେ ଏବଂ କଳା ତୀଳ ଅର୍ପଣ କରନ୍ତୁ ।  ଶନିବାର ଦିନ ଯେତେ ପରିମାଣ ରେ ଆପଣ ମାନେ କଳା ଜନିଷ ଯେମିତି କଳା ତୀଳ ଏବଂ ବସ୍ତ୍ର ର ଦାନ କରନ୍ତୁ । ଦଶରଥ କୃତ ସନି ଶାସ୍ତ୍ର ର ପଠନ କରନ୍ତୁ । ଏହି ଥିରି ସଂମ୍ପର୍ଣ୍ଣ ଭାବେ ସନି ଙ୍କ ଠାରୁ କେମିତି ମୁକ୍ତି ପାଇବେ ସେହି ବିଷୟ ରେ ଜାଣି ପାରିବେ । ମଙ୍ଗଳ ବାର ଦିନ ଆପଣ ମାନେ ହନୁମାନ ଙ୍କ ପୂଜାକରନ୍ତୁ । ସେହି ପରି ଭାବେ ସନିବାର ଦିନ ଆପଣ ମାନେ ତୈଳର ଦିପ କୁ ସନି ଏବଂ ହନୁମାନ ଙ୍କ ଠାରେ ଅର୍ପଣ କରନ୍ତୁ ।   ନିତି ଦିନ ଆପଣ ମାନେ ଅସ୍ୱସ୍ଥ ଗଛ ରେ ଜଳ ପ୍ରଦାନ କରନ୍ତୁ । ଏବଂ ସେହି ଠାରେ 7 ଥର ଫେରା ନେବା ଦ୍ୱାରା ଆପଣ ମାନେ ଏହି ସାଢେ ସାଥି ରୁ ବ଼ଞ୍ଚିତ ହୋଇ ପାରିବେ ।

Leave a Reply

Your email address will not be published. Required fields are marked *