ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବୁହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଜ୍ୟତିଷ ଶାସ୍ତ୍ର ଅନୁସାରେ ବହୁତ ଲୋକ ମାନେ ଏମିତି ରହିଛନ୍ତି ଯେଉଁ ମାନେ ଏହି ମାଧ୍ୟରେ ନିଜର ଭାଗ୍ୟ ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥାନ୍ତି । ଏବଂ ଲୋକ ମାନେ ସେହି ଅନୁସାରେ ନିଜକୁ ସୁଧାଇବା ପାଇଁ ଚେଷ୍ଟା କରି ଥାନ୍ତି । ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ଆଜି କିଛି ରାଶିମାନଙ୍କ ସଂମ୍ପର୍କ ରେ ସୂଚନା ଦେବା ପାଇଁ ଚାହିଁବୁ ଜାହା ଜ୍ୟତିଷ ଶାସ୍ତ୍ର ରେ 2020 ରୁ 2031 ପର୍ଯ୍ୟନ୍ତ ରାଜଯୋଗ ପଡିବା ପାଇଁ ଜାଉ ଥିବା ବେଳେ ସେମାନେ ଏହି ଦିନରେ ବିଭିନ୍ନ ପ୍ରକାରର ଉନ୍ନତି ମଧ୍ୟ କରିବେ ।ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।
ବୃଷ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କ ପାଇଁ ଏହି ମାସ ଟି ବହୁତ ଭଲ ରହିବ । ପୂର୍ବ ରୁ କରି ଥିବା ପରିଶ୍ରମ ର ଫଳ ଆପଣ ମାନଙ୍କୁ ଏହି ମାସ ରେ ମିଳିବ । ପ୍ରସିଦ୍ଧ ବ୍ୟକ୍ତିମାନଙ୍କ ସହ ସମ୍ପର୍କ ସ୍ଥାପନ ହେବ। ପ୍ରତିଷ୍ଠା, ପ୍ରତିପତି, ମାନସମ୍ମାନ ଓ କ୍ଷାତି ବଢ଼ିବ। ବୁଦ୍ଧିମତା କାରଣରୁ ପ୍ରଚୁର ଅର୍ଥ ଲାଭହେବ। ଯାତ୍ରାରେ ବିଶେଷ ଲାଭାନ୍ୱିତ ହେବେ। ମହିଳାମାନେ ସକ୍ରିୟ ହେବେ। ସେହି ପରି ଭାବେ ଦ୍ୱତୀୟ ରେ ରହିଛି ବିଛା ରାଶି । ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଜଣେଇବା ପାଇଁ ଚାହିଁବୁ କି । ଏହି ମାସ ରେ ବିଛା ରାଶି ର ବ୍ୟକ୍ତି ଙ୍କ ଉପରେ ମଧ୍ୟ ହେବ ଧନ ର ବର୍ଷା । ଆପଣ ମାନଙ୍କ ଆର୍ଥିକ ସ୍ଥିତି ମଧ୍ୟ ସୁଦୃଢ ରହିବ । ଏହି ମାସ ରେ ଆପଣ ଙ୍କ ପାଖରେ ସମସ୍ତ କାର୍ଯ୍ୟ କୁ ସମ୍ପର୍ଣ୍ଣ କରିବାର କ୍ଷେମତା ରହିବ । କର୍ମକ୍ଷେତ୍ର ସୁଦୃଢ଼ ହେବ। ବ୍ୟବସାୟୀମାନେ ବହୁତ ଦିନର ବାକିପଡିଥିବା ଅର୍ଥ ପାଇବେ। ଶିଳ୍ପ ବାଣିଜ୍ୟ ଯାତ୍ରା ରାଜନୀତି ପ୍ରଶାସନକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବେ।
ତୃତୀୟ ରେ ରହିଛି ସିହଂ ରାଶି । ଏହି ରାଶି ର ବ୍ୟକ୍ତି ବିଷେଶ ମାନଙ୍କୁ ଜଣାଇ ଦେବା ପାଇଁ ଚାହିଁବୁ କି । ଏହି ମାସ ଟି ଆପଣ ମାନଙ୍କ ପାଇଁ ବହୁତ ସୁଧାର ମୟ ରହିଛି । ଆପଣ ମାନେ ଯେଉଁ ଠାରେ ହାତ ଦେବେ ତାହା ସଫଳ ହେବ ଏବଂ ଆପଣ ମାନଙ୍କ ମନ ପସନ୍ଦ କାର୍ଯ୍ୟ କୁ ଆପଣ ମାନେ ପାଇବେ । ଏହି ଦିନ ରେ ଆପଣ ବ୍ୟବସାୟ ରେ ବହୁତ ଲାଭାର୍ଜନ ହେବେ । ଚତୁର୍ଥ ରେ ରହିଛି । ମକର ରାଶି । ଏହି ରାଶି ର ବ୍ୟକ୍ତି ମାନେ କୌଣସି ଆନୁଷ୍ଠାନିକ, ମାଙ୍ଗଳିକ ଓ ସାଙ୍ଗଠନିକ କାର୍ଯ୍ୟରେ ଯୋଗ ଦେବେ। ଆର୍ଥିକସ୍ଥିତି ମନ୍ଦ ହେବନାହିଁ, ଯାହାଦ୍ୱାରା କି ବହୁ ପରିମାଣରେ ଅଭିବୃଦ୍ଧିର ହାର ବଢ଼ିଯିବ। ଆପଣ ମାନଙ୍କ ଉପରେ ଲକ୍ଷ୍ମୀ ଙ୍କ କୃପା ସବୁ ବେଳେ ରହିଛି ଆପଣ ମାନେ ଚାହୁଁଲେ ସବୁକାର୍ଯ୍ୟ ରେ ଆଗରେ ରହିବେ ।
ପଞ୍ଚମ ରେ ରହିଛି । କୁମ୍ଭ ରାଶି । ଏହି ରାଶି ର ବ୍ୟକ୍ତି ମାନଙ୍କୁ ଆମେ ଜଣେଇବା ପାଇଁ ଚାହୁଁବୁ କି । ଏହି ମାସଟି ଆପଣ ମାନଙ୍କ ପକ୍ଷ ରେ ହିଁ ରହିବ । ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ହେବ। ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଗୃହର ସମସ୍ୟା ଦୂର ହୋଇଯିବ। ଅଟକିଥିବା ଧନଲାଭ ହେବ। ଦିନଚର୍ଯ୍ୟା ସୁଖଦାୟକ ହେବ। ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ।
ଷଷ୍ଠ ରେ ରହିଛି । ତୁଳା ରାଶି , ଏମାନେ ଏହି ସବୁ ବର୍ଷ ମଧ୍ୟରେ ବହୁତ ଶୈଭଆଗ୍ୟ ଶାଳୀ ହେବା ସହିତ ସେମାନେ ନିଜତ ଜିବନ ର କାମାନା କରିବେ । ଏବଂ ଏହି ସବୁ ବର୍ଷ ରେ ସେମାନେ ନିଜର ବ୍ୟପାର ବଣିଜ କୁ ବହୁତ ଆଗକୁ ନେଇ ଯିବେ । ସେମାନେ ପରିବାର ଲୋକ ମାନଙ୍କୁ ବହୁତ ଖୁସି ଦେଇ ପାରିବେ ।