ଜନ୍ମତାରିଖରୁ ଜାଣନ୍ତୁ ଆପଣଙ୍କ ଭାଗ୍ୟଫଳ 2020 ମସିହାର । କେବେ ଜୀବନରେ ସବୁ କିଛି ଭଲ ହେବ ଜାଣନ୍ତୁ

janma-tarika

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କ ଜନ୍ମ ତାରିଖରୁ ଜଣା ଜାଇ ଥିବା ଭାଗ୍ୟ ଫଳ ବିଷୟରେ ସଂମ୍ପର୍ଣ୍ଣ ଭାବେ ଅବଗତ କରେଇବା ପାଇଁ ଆସିଛୁ । ତେବେ ଆସନ୍ତୁ ଏହି ବିଷୟ ରେ ଜାଣି ନେବା । 1,10,19,28 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ଟିକିଏ ଖରାପ୍ ରହିବ । ଚାକିରି କିମ୍ବା ବ୍ୟବସାୟରେ ସଫଳତା ପାଇବାପାଇଁ ଉଚ୍ଚ ପଦାଧିକାରିମାନଙ୍କର ପ୍ରୋତ୍ସାହନ ବ୍ୟବହାରରେ ଆପଣ ଅତ୍ୟନ୍ତ ପ୍ରସନ୍ନତା ଅନୁଭବ କରିବେ। ବ୍ୟାପାରିମାନଙ୍କର ବ୍ୟାପାରରେ ବୃଦ୍ଧି ହେବ ଏବଂ ବାକୀୟା ଥିବା ଅର୍ଥ ରାଶି ପ୍ରାପ୍ତ ହେବ। ପିତା ତଥା ବୃଦ୍ଧମାନଙ୍କ ତରଫରୁ ଲାଭ ମିଳିବ। ଆୟର ମାତ୍ରା ବଢ଼ିବ। କୌଟୁମ୍ବିକ ମାହୌଲ ଆନନ୍ଦମୟ ରହିବ। ମାନ ସମ୍ମାନ କିମ୍ବା ଉଚ୍ଚ ପଦର ପ୍ରାପ୍ତି ହେବ ।

2,11,20,29 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ଭଲ ରହିବ । ଏହି ବର୍ଷ ଆପଣ ମାନଙ୍କୁ କରେଅର କ୍ଷେତ୍ର ରେ ଶୁଭ ଫଳ ମିଳିବ ।ଦାମ୍ପତ୍ୟ ଜୀବନରେ ଉତ୍ତମ ସୁଖ ପ୍ରାପ୍ତି ହେବ। ଆପଣଙ୍କୁ ବିଦେଶ ଯିବା ପାଇଁ ନିମନ୍ତ୍ରଣ ମିଳିପାରେ ସେଥିପାଇଁ ସଜାଗ୍ ରୁହନ୍ତୁ ଏବଂ ଏହି ସୁଯୋଗକୁ ହାତଛଡା କରନ୍ତୁ ନାହିଁ । କିନ୍ତୁ ଆପଣଙ୍କୁ ମିତବ୍ୟୟୀ ହେବାକୁ ପଡ଼ିବ । ଆପଣଙ୍କ ସ୍ଵାସ୍ଥ୍ୟ ଆଜି ଭଲ ରହିବ। ବ୍ୟବସାୟିକ କ୍ଷେତ୍ରରେ ଲାଭ ହେବ। ସାଥିରେ କାମ କରୁଥିବା ଲୋକଙ୍କର ସହଯୋଗ ପ୍ରାପ୍ତ ହେବ।

3,12,21,30 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ବି ସଦୃଢ ରହିବ । ଏହି ବର୍ଷ ରେ ସେମାନେ ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱକୁ ଜାଣିପାରିବେ । ଆଜି ଆପଣ ଆତ୍ମ ବିଶ୍ଳେଷଣ କରିବେ ଏବଂ ଏଥିପାଇଁ ଏହା ନିଶ୍ଚୟ ସଠିକ ସମୟ । ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ।

4,13,22,31 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ରେ ବର୍ଷ ଟି ସୁଜନୀୟ ରହିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ । ବାଣୀ ଏବଂ ବଚନ କାରଣରୁ ଭ୍ରାନ୍ତି ନ ହେଉ, ଏହାର ଧ୍ୟାନ ରଖିବେ। କ୍ରୋଧର ମାତ୍ରା ବଢ଼ି ଯିବାରୁ କୌଣସି ବ୍ୟକ୍ତିଙ୍କ ସହିତ ଉଗ୍ର ଚର୍ଚ୍ଚା କିମ୍ବା ବିବାଦ ନ ହେଉ ମନରେ ବ୍ୟଗ୍ରତା ରହିବ। ଏଥିପାଇଁ ଆଧ୍ୟାତ୍ମିକତାର ଆଶ୍ରୟ ନେଲେ ମନ ଶାନ୍ତ ହେବ । 5,14,23, ଏବଂ 6,15,24 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ସମାନ ପ୍ରକାରର ପ୍ରତିଦ୍ୱନ୍ଧିତା ଦେଖିବା ପାଇଁ ମିଳିବ । ଆପଣ ଯେକୌଣସି ପ୍ରକାର ସାହାଯ୍ୟ ଚାହୁଁଛନ୍ତି ଆପଣଙ୍କୁ ମିଳିପାରିବ । ସେଥିପାଇଁ ସାହାଯ୍ୟ ମାଗିବାକୁ କୁଣ୍ଠା ପ୍ରକାଶ କରନ୍ତୁ ନାହିଁ । ଆଜି ଆପଣଙ୍କ ଅହଂକାରର କାରଣରୁ ଝଗଡ଼ା ହେବାର ଆଶଂକା ଅଛି। ଶାରୀରିକ ଏବଂ ମାନସିକ ଚିନ୍ତା ରେ ଏହି ବର୍ଷ ଟି କଟି ପାରେ ।

7,16,25 ଏବଂ 8,17,26 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ବିଷେଶ ଭାବେ ଶନି ଙ୍କ ଚରଣ ରେ ରହିବ । ଆପଣ ନିଜର ମର୍ଯ୍ୟାଦାରେ ଧ୍ୟାନ ଦିଅନ୍ତୁ ।ଏହି ମାର୍ଗରେ ଚାଲନ୍ତୁ, କାରଣ ଏଥିରେ ଆପଣଙ୍କୁ ବହୁତ ଖୁସି ମିଳିବ । ଆପଣ କୌଣସି ପବିତ୍ର ସ୍ଥାନକୁ ଯାଇପାରନ୍ତି ।ଗୃହସ୍ଥ ଜୀବନରେ ଆନନ୍ଦ ଏବଂ ସନ୍ତୋଷର ଅନୁଭବ ହେବ। ସ୍ଵାସ୍ଥ୍ୟ ଭଲ ରହିବ। ସମାଜରେ ମାନ-ସମ୍ମାନ ମିଳିବ। ଉଚ୍ଚ ପଦାଧିକାରି ଏବଂ ବରିଷ୍ଠ ନାଗରୀକମାନଙ୍କ କୃପା ଆପଣ ଉପରେ ରହିବ । 9,18,27 ତାରିଖ ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଭାଗ୍ୟ ବିଷେଶ ଭାବେ ରାଜ ଯୋଗ ର ଅଧିକାରୀ ହେବେ । ପ୍ରଣୟ, ରୋମାନ୍ସ, ପର୍ଯ୍ୟଟନ ଏବଂ ମନୋରଞ୍ଜନରେ ଆପଣଙ୍କ ବର୍ଷ ଟି କଟିବ ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ ବହୁତ ଶୁଭ ରହିବ ବୋଲି ଜ୍ୟତିଷ ବିଜ୍ଞ୍ୟାନୀ ମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *