ବେକାରୀ ଯୁବକ , ଶ୍ରମିକ ମାନଙ୍କ ପାଇଁ ମୋଦୀ ଆଉ ନବୀନ ମିଶି କରିଲେ ବଡ ଘୋଷଣା , ନିଶ୍ଚୟ ପଢନ୍ତୁ

GOVT-NEW-RULE

ଆପଣ ବି ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏପରି ଖବର ଆସିଛି ଆମ ସାମ୍ନାକୁ , ଗୋଟିଏ ବଡ ନିଷ୍ପତି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଲୋକ ମାନଙ୍କୁ ଗୋଟେ ବଡ ଉପହାର ଦେବାକୁ ଜାଉଛନ୍ତି । ଦେଶରୁ ଗରିବ ଧିରେ ଧିରେ ଲୋପ ପାଇଯିବେ ।ଚାରିଆଡ଼େ ଦେଖାଦେବ ଖୁସିର ଝଲକ , ପୂର୍ବତନ ରାଜ୍ୟ ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବ କୁ ନେଇ ଏମିତି କିଛି ସଭା ବସିଥିଲା ଦିନକିଆ କର୍ମ ଶାଳାରେ । ତେବେ ଏହି ବୈଠକରେ ବିହାର, ଛତିଶଗଡ଼, ଆଣ୍ଡାମାନ ଓ ଓଡିଶାର ଶ୍ରମ ମନ୍ତ୍ରୀ ଓ ଶ୍ରମ ସଚିବ ଯୋଗ ଦେଇ ଆଲୋଚନା କରିଥିଲେ

ଏଥିରେ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ କାର୍ଯ୍ୟ କରି ଦେଶର ଶ୍ରମିକ ମାନଙ୍କ ପାଇଁ କିଛି ଖସଡ଼ା ତିଆରି କରାଇ ଛନ୍ତି୍ । ଶ୍ରମିକ ମାନଙ୍କ ଉପରେ ଲାଗୁ କରା ଯାଉଥିବା ଯୋଜନାର ସଫଳ କାର୍ଯ୍ୟକାରୀ ଉପରେ କରା ଯାଉଛି ସବିଶେଷ ଆଲୋଚନା , ଆସନ୍ତୁ ଜାଣିବା ଶ୍ରମିକ ମାନଙ୍କ ମଙ୍ଗଳ ପାଇଁ କଣ କଣ ନୁଆ ଯୋଜନା ଲାଗୁ ହେବ ।

ଏହି ବୈଠକରେ ନିଷ୍ପତି ଅନୁସାରେ ଶ୍ରମିକ ମାନଙ୍କୁ ଅନେକ ଯୋଜନାରେ ସୁଫଳ ମିଳିବ । ସେ ଗୁଡିକ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗି ଯୋଜନା । ଶ୍ରମିକ ମାନଙ୍କ ପାଇଁ ରାଷ୍ଟ୍ରୀୟ ଭତ୍ତା ଯୋଜନା । ସଂସୋଧିତ ନିୟମ ଭଳି ପ୍ରସଙ୍ଗ ଉପରେ ଏହି କର୍ମଶାଳାରେ ଆଲୋଚନା କରାଯାଇଥିଲା।

କେନ୍ଦ୍ର ଶ୍ରମ ରାଷ୍ଟମନ୍ତ୍ରୀ ସନ୍ତୋଷ ଗଓ୍ଵାର ଏହି କର୍ମଶାଳା କୁ ଉଦଘାଟନ କରିଛନ୍ତି । ସେ ରାଜ୍ୟ ଓ କେନ୍ଦ୍ର ର ସମ୍ମିଳନରେ ଶ୍ରମିକ ମାନେ ବିକାଶ ହୋଇ ପାରିବ ବୋଲି ମତ ମଧ୍ୟ ଦେଇଥିଲେ । ପ୍ରତି ରାଜ୍ୟରେ ୨୦ ହଜାର ଲୋକଙ୍କ ପାଇଁ ସମନ୍ବୟ ରେ ୩୦ଟି ବେଡ଼ ବିଶିଷ୍ଟ ଈଏସ ଆଈ ହସ୍ପିଟାଲ କରା ଯାଉଛି। ରାଜ୍ୟରେ ଈଏସଆଈ ହସପିଟାଲ ସୁପ୍ରିମକୋର୍ଟ ଙ୍କ ରୋକ ଠୋକ ଯୋଗୁଁ ଖୋଲା ଯାଇ ପାରିନି। ସୁପ୍ରିମକୋର୍ଟ ଅନୁଯାୟୀ ଶ୍ରମିକ ମାନଙ୍କ କଲ୍ୟାଣ ପାଇଁ ଏସବୁ କରିବା ତାଙ୍କର ଦାୟିତ୍ୱ ବୋଲି କହିଛନ୍ତି ସନ୍ତୋଷ ଗଓ୍ଵାର

ଆଲଗା ପଟେ ରାଜ୍ୟର ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ରାଜ୍ୟରେ ୪ଟି ହସ୍ପିଟାଲ ଓ ଏକ ମେଡ଼ିକାଲ କଲେଜ ଖୋଲିବା ପାଇଁ ଦାବି କରିଥିଲେ । ଭୁବନେଶ୍ୱର ରେ ମେଡ଼ିକାଲ କଲେଜ ଓ ବାଲେଶ୍ବର, ବ୍ରହ୍ମପୁର, ଜୟପୁର, ପାରାଦୀପ ହସ୍ପିଟାଲ ଖୋଲିବା ଲାଗି ଦାବି ରଖିଥିଲେ ସୁଶାନ୍ତ ସି। ତେବେ ଓଡ଼ିଶାରେ ଶ୍ରମିକ ମାନଙ୍କ ପାଇଁ ପ୍ରଚଳନ କରିଥିବା ବିଭିନ୍ନ ଯୋଜନା ବିଷୟରେ ଏହି ମ୍ମିଳନୀ ରେ ବ୍ୟକ୍ତବ୍ୟ ଦେବା ସହ ୨୭ଲକ୍ଷ ଶ୍ରମିକ ମାନଙ୍କ ପାଇଁ ବାର୍ଷିକ ୧୪ କୋଟି ଟଙ୍କା ଖର୍ଚ୍ଚ ହେଉଛି ବୋଲି କହିଛନ୍ତି ମନ୍ତ୍ରୀ । ପ୍ରତି ୨ ବର୍ଷ ରେ ଏହି ଭଳି ସମ୍ମିଳନୀ କରାଯାଇ ଏହି ବିଷୟରେ ଶବିଷେସ ଆଲୋଚନା କରାଯିବ ।

Leave a Reply

Your email address will not be published. Required fields are marked *