ବିଶ୍ୱ ର ସବୁଠୁ ଦାମୀ ଘଣ୍ଟା ର ନିଲାମୀ ସରିଲା, ଏହି ଘଣ୍ଟା ର ଦାମ୍ ସୁଣି ଆପଣ ମାନେ ଆଶ୍ଚର୍ଯ୍ୟ ହେବେ ।

watch

ନୂଆ ଦିଲ୍ଲୀ : ଆପଣ ମାନଙ୍କୁ ଆପର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମନେ ନିଶ୍ଚିତ ଭାବେ ବର୍ତମାନ ସମୟ ରେ ଚାଲି ଥିବା ଲଗଜରୀ ବ୍ରାଣ୍ଡ ଘଣ୍ଟା ସଂମ୍ପର୍କ ରେ ଜାଣି ଥିବେ । ସେମିତି ରେ ଆମେ ଆପଣ ଆଜି ଆପଣ ମାନଙ୍କୁ ଗୋଟିଏ ଏମିତି ଘଣ୍ଟା ବିଷୟ ରେ କହିବା ପାଇଁ ଚାହିଁବୁ ଯେଉଁ ଘଣ୍ଟା ଟି ଦୁନିଆଁ ର ସବୁଠୁ ଦାମୀ ଘଣ୍ଟା ଭାବେ ପରିଚିତ ହୋଇ ଥାଏ । ଏବଂ ଆପଣ ମାନଙ୍କୁ ସେହି ଘଣ୍ଟା ବିଷଯ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ କି ଏହି ଦିନ ରେ ସେହି ଘଣ୍ଟା ଟି ନିଲାମ୍ ହୋଇ ଜାଇଛି । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଘଣ୍ଟା ନିଲାମ୍ ହୋଇ ଥିବା ଦାମ୍ ସୁଣି ଆପଣ ମାନଙ୍କ ପାଦ ତଳୁ ମାଟି ବି ଖସି ଜାଇ ପାରେ । ଆମେରିକାନ୍ ଡଲର୍ ରେ 31 ମିଲିୟନ୍ ଡଲର୍ ରେ ଏହାକୁ ନିଲାମ୍ କରା ଜାଇ ଥିବା ବେଳେ ଏହା ଭାରତୀୟ ମୂଦ୍ରା ରେ 2 ଅରବ୍ 23 କୋଟି 75 ଲକ୍ଷ 50 ହଜାର୍ ପାଖାପାଖୀ ହେବ ।

ଏହା ହେଉଛି ସ୍ୱିସ୍ ଲଗଜରୀ ବ୍ରାଣ୍ଡ ପେତେକ ଫିଲିପେ ଙ୍କ ଦ୍ୱାରା ତିଆରି କରି ଥିବା ଏକ ମାତ୍ର ଘଣ୍ଟା ଜାହାର ବ୍ରାଣ୍ଡିଂ ଗ୍ରାଣ୍ଡମାଷ୍ଟର ସାଇମ୍ A-୦୧୦ ଏହାକୁ ଆଜି ପର୍ଯ୍ୟନ୍ତୁ କେହି ବି ବ୍ୟକ୍ତି ହାତରେ ପିନ୍ଧି ନାହାଁନ୍ତି । ଏମିତି ରେ ଏମିତି ଗୋଟିଏ ଘଣ୍ଟା କୁ ପ୍ରାୟ ବହୁତ ବର୍ଷ ରୁ ସାଇତି କରି ରଖା ଜାଇ ଥିବା ବେଳେ ଏଥିରେ ବ୍ୟବହାର କରା ଜାଇ ଥିବା ଟେକ୍ନଲୋଜି ବର୍ତମାନ ସମୟ ରେ କେଉଁ କମ୍ପନୀ ପାଖରେ ରହିନାହିଁ ବୋଲି ସେହି କମ୍ପାନୀ ର ଦାବା ରହିଛି । ସେହି ପରି ଭାବେ ଏହି ହାତ ଘଣ୍ଟା ଟି ସଂମ୍ପର୍ଣ୍ଣ ଭାବେ ଷ୍ଟେନଲେସ୍ ଷ୍ଟିଲରେ ତିଆରି ହୋଇ ଥିବା ବେଳେ ଏଥିରେ କଳା ଏବଂ ଗୋଲାପୀ ସୁନା ର କେସ୍ ମଧ୍ୟ ରହିଛି ଏବଂ ଏହା ସହିତ ଏହି ଥିରେ 18 କେରଟ୍ ର ଗୋଟିଏ ଗୋଲ୍ଡ ଡାଏଲ୍ ପ୍ଲେଟ୍ ରହିଛି । ଜାହାକୁ ସଂମ୍ପର୍ଣ୍ଣ ଭାବେ ହାତରେ ତିଆରି କରା ଜାଇଛି । ଏବଂ ଏହି ଥିରେ କମ୍ଭୀର ଚମଡା ର ବି ବ୍ୟବହାର କରା ଜାଇଛି ।

ସେହି ପରି ବେଳେ ଏହାକୁ ମଧ୍ୟ ଗୋଟିଏ କଳା ବ୍ରଣ୍ଡ ବୋଲି ବି କୁହା ଜାଇ ଥାଏ 31 ମିନିୟନ୍ ସ୍ୱିସ୍ ଫ୍ରେଙ୍କ ମାନେ 31.3 ମିଲିୟନ୍ ଆମେରିକାନ୍ ଡଲର ଏହାକୁ ଜଣେ ଗତ ଶନିବାର ଦିନ ନିଲାମ୍ କରି ନେଇଛନ୍ତି । ଏବଂ ଏଠାରେ କ୍ରୋଦ୍ଧା ଙ୍କ ପରିଚୟ ଗୋପନ ରଖା ଜାଇଛି ।ଏହି ଘଣ୍ଟା ଟି 1932 ମସିହାରେ ତିଆରି ହୋଇ ଥିଲା । ଏହା ପୂର୍ବ ରୁ 2014 ରେ ମଧ୍ୟ ନିଲାମୀ ଡକା ଜାଇ ଥିଲା । ହେଲେ ଏହାର ସଂମ୍ପର୍ଣ୍ଣତା ହୋଇନ ଥିଲା ପରେ 2019 ରେ ଏହାର ନିଲମୀ ସଂମ୍ପର୍ଣ୍ଣ ହୋଇଛି ।

Leave a Reply

Your email address will not be published. Required fields are marked *