ବିବାହ ପରେ ବି ଜାଣନ୍ତୁ କଣ ପାଇଁ ମହିଳା ମାନେ ଅନ୍ୟ ପୁରୁଷ ପ୍ରତି ଆକର୍ଷିତ ହୁଅନ୍ତି ! ଏହା ହେଉଛି ପ୍ରମୁଖ କାରଣ

married-woman

ବିବାହ ଏକ ପବିତ୍ର ବନ୍ଧନ ଅଟେ। ଏହି ବନ୍ଧନ କୁ ସବୁ ଦିନ ପାଇଁ ସୁଦୁର କରିବା ପାଇଁ ସେମାନଙ୍କୁ ବହୁତ କିଛି କରିବା କୁ ପଡିଥାଏ।  ଆଜି ଆମେ ଆପଣ ମାନଙ୍କୁ ବିବାହିତା ନାରୀ ମାନଙ୍କ ବିଷୟ ରେ କିଛି କହିବା କୁ ଯାଉଛୁ କି କଣ ପାଇଁ ସେମାେନ ଅବିବାହିତ ପୁରୁଷ ମାନଙ୍କୁ ପ୍ରେମ କରନ୍ତି। ଏହାର 5 ଟି କାରଣ ସାମ୍ନା କୁ ଆସିଛି, ତେବେ ଆସନ୍ତୁ ଜାଣିବା ସେଗୁଡ଼ିକ କଣ-

1- ବିବାହ ପରେ ମହିଳା ମାନେ ତାଙ୍କର ସ୍ୱାମି ମାନଙ୍କ ଠାରୁ ମିଳୁ ଥିବା ସୁଖ ବିଷୟ ରେ ବହୁତ କିଛି ଆଶା ରଖିଥାନ୍ତି କିନ୍ତୁ ସେଗୁଡିକ ତାଙ୍କୁ ବିବାହ ପରେ ନ ମିଳିବାରୁ ସେମାନେ ଅନ୍ୟ ପୁରୁଷ ଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

2- ଆଜି କାଲି ର ଯୁବ ବର୍ଗ ମାନେ ବି ଅବିବାହିତ ମହିଳା ମାନଙ୍କ ଅପେକ୍ଷା ବିବାହିତା ମହିଳା ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ମହିଳା ମାନେ ତାଙ୍କର ପରିବାର ଟେନସନ୍ ରୁ ମୁକ୍ତି ପାଇବା ଏବଂ ତାଙ୍କର ଦୁଃଖ ର କଥା ସୁଣାଇବା ପାଇଁ ଅନ୍ୟ ଏକ ସାଥୀ ଖୋଜି ଥାଆନ୍ତି ତେଣୁ ସେମାନେ ଯୁବକ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି ।

3- ବହୁତ ଥର ମହିଳା ମାନେ ଶଶୁର ଘରେ ଖୁସି ରେ ରହିଲେ ମଧ୍ୟ ତାଙ୍କୁ ଶାରିରୀକ ସୁକ ନ ମିଳଇ ପାରିବା କାରଣ ରୁ ସେମାନେ ଅନ୍ୟ ପୁରୁଷ ଙ୍କ ସହ ଚକ୍କର ଚଲାଇ ଥାନ୍ତି ।

4- ମହିଳା ମାନଙ୍କର ସ୍ୱାମୀ ମାନେ ଦିନ ସାରା କାମ ରେ ବ୍ୟସ୍ତ ରହି ତାଙ୍କର ସ୍ତ୍ରୀ ମାନଙ୍କ ପାଇଁ ସମୟ ଦେଇ ପାରି ନଥାନ୍ତି ଓ ଯୁବକ ମାନେ ଫାଙ୍କା ରହିଥାନ୍ତି ଏବଂ ଏହି ସମୟ ରେ ସେମାନେ ତାଙ୍କର ମନ ଆନନ୍ଦ କରିଥାନ୍ତି ।

5- ମହିଳା ମାନଙ୍କର ବୟସ ଯେତେ ବଢେ ତାଙ୍କର ମନର ଉତ୍ତେଜନା ସେତିକି ବଢିବାରେ ଲାଗିଥାଏ , ତେଣୁ ସେମାନେ ଏକ ସୁସ୍ଥ ସବଳ ଯାହାର ସ୍ଟାମିନା ଅଧିକ ସେମାନେ ସେହି ପୁଅ ମାନଙ୍କ ପ୍ରତି ଆକର୍ଷିତ ହୋଇଥାନ୍ତି । ଏମିତି ନୁହଁ କି ସମସ୍ତ ମହିଳା ମାନେ ଏମିତି ହୋଇ ଥାନ୍ତି କିନ୍ତୁ ଯିଏ ଏହି ଭଳି କରିଥାଏ ତାପଛରେ ଏକ କାରଣ ରହିଛି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *