ଜଣାନ୍ତୁ କଣ ପାଇଁ ବାହଘର ପରେ ଝିଅ ମାନେ ମୋଟା ହୋଇ ଜାଆନ୍ତି ! ଏହା ହେଉଛି ମୁଖ୍ୟ କାରଣ

wedding-image

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣିଛନ୍ତି କି ଯେଉଁ ଯୁବକ ଯୁବତୀ ମାନେ ବିବାହ ପୂର୍ବରୁ ବହୁତ ଶିଲ୍ମୀ ଓ ପତଳା ରହି ଥାନ୍ତି , ସେମାନେ ବିବାହ କରି ସାରିବା ପରେ କିଛି ଦିନ ମଧ୍ୟରେ ହିଁ ମୋଟା ହୋଇ ଜାଇ ଥାନ୍ତି । ଏମିତି ରେ ଆମେ ମାନେ ବହୁତ ଲୋକ ମାନଙ୍କ ପାଖରୁ ଶୁଣିବା ପାଇଁ ପାଇ ଥାନ୍ତି କି  ବିବାହ ପରେ କିଛି କରିଲେ ବା ନ କରିଲେ ମଧ୍ୟ ମୋଟା ହେବା କିନ୍ତୁ ବାଧ୍ୟତାମୂଳକ ଅଟେ । ଏମିତି ବି ବହୁତ ସମୟ ରେ ମିଛି ଖବର ଉଠି ଥାଏ କି ବିବାହ ପରେ ପତି ପତ୍ନୀ ହାତର ଖାଦ୍ୟ ଖାଇ ଏବଂ ପତ୍ନୀ ଶସୁର ଘରକୁ ଜାଇ ମୋଟା ପଡି ଜାଇ ଥାନ୍ତି । ଏହାର ସତ୍ୟତା ଜାହାବି ହେଉ କିନ୍ତୁ ଏହି କଥା ଟି ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ କି ଯେକୈଣସି ଲୋକ ହେଉ ନା କାହିଁକି କିନ୍ତୁ ସେମାନେ ବିବାହ ପରେ ମୋଟା ହୋଇ ଯିବା ଟା ସୁନିଶ୍ଚିତ ଅଟେ । ଏମିତି କଣ କାରଣ ରହିଛି ଯେଉଁଥି ପାଇଁ ଲୋକ ମାନେ ବିବାହ ପରେ ମୋଟା ହୋଇ ଜାଇ ଥାନ୍ତି ।

ବହୁତ ଥର ଏହି ପାଇଁ ରିସର୍ଚ୍ଚ ବି ହୋଇ ସାରିଛି କୁହାଯାଏ କି ବିବାହ ର ଲଡୁ ରେ ଏମିତି କିଛି ଯାଦୁ ରହି ଥାଏ ଯେଉଁଥି ପାଇଁ ଏମିତି ଲୋକ ମାନେ ମୋଟା ହୋଇ ଜାଇ ଥାନ୍ତି । ତ ଏମିତି ମଧ୍ୟରେ ଆସନ୍ତୁ ଆମେ ଆପଣ ମାନଙ୍କୁ ଏହାର ସଂମ୍ପର୍ଣ୍ଣ ରହସ୍ୟ ବିଷୟ ରେ କହିବା । ସବୁ ବେଳେ ପ୍ରତ୍ୟେକ ଝିଅ ମାନେ slim ଦେଖା ଦେବା ପାଇଁ ପସନ୍ଦ କରନ୍ତି । ଏହା ପାଇଁ ସେମାନେ ବହୁତ ପ୍ରକାରର ଉପାୟ ବି ମଧ୍ୟ କରି ଥାନ୍ତି । ଯେଉଁ ଥିରେ କି ସେମାନଙ୍କ ଓଜନ କେବେ ବି ବଢିବ ନାହିଁ । କିନ୍ତୁ ବିବାହ ପରେ ଏହି ପ୍ରକାରର ପ୍ରେସର୍ ସେମାନଙ୍କ ପାଇଁ ବହୁତ କମ୍ ହୋଇ ଥାଏ । ଏବଂ କେବଳ ସେହିଥି ପାଇଁ ସେମାନେ ପୂର୍ବ ପରି ନିଜ ଦେହ ପାଇଁ ସମୟ ଦେଇ ପାରନ୍ତି ନାହିଁ ।

ଯେଉଁଥି ପାଇଁ ସେମାନଙ୍କ ଓଜନ ଧିରେ ଧିରେ ବଢିବାରେ ଲାଗି ଥାଏ । ସେମିତି ବେଳେ ଏହାର ଏହି ଗୋଟିଏ କାରଣ ନାହିଁ । ବରଂ ଏହାର ଅନ୍ୟ ବହୁତ କାରଣ ରହିଛି ଯେଉଁଥି ପାଇଁ ଏମିତି ଆମ ମାନଙ୍କ ସହିତ ସାଧାରଣ ଭାବେ ହୋଇ ଥାଏ । ସେମିତି ଗୋଟିଏ କାରଣ ହେଲା ଆମର ଜିବନ ଶୈଳି ଆମର ସିଙ୍ଗେଲ୍ ଲାଇଫ୍ ରେ ଯେଉଁ ପରି ଭାବେ ଆମର ବଡି ଫିଟନେସ୍ ରଖି ଥାଏ । ହେଲେ ବିବାହ କରିବା ପାଇଁ ଗଲେ ସେଠାରେ ନିଜର ପର୍ସିନାଲଟି ବହୁତ ଡିପେଣ୍ଟ କରି ଥାଏ । କେବଳ ସେହିଥି ପାଇଁ ବହୁତ ଲୋକ ମାନେ ବିବାହ ପରେ ନିଜର ଓଜନ କୁ ବଢାଇ ଥାନ୍ତି ।

ଏହା ପରେ ରହିଲା ଶାରୀରିକ ସଂମ୍ପର୍କ । ଏମିତି ବି ହୋଇ ଥାଏ କି ବିବାହ ପରେ ପତି ପତ୍ନୀ ଙ୍କ ସହିତ ରହି ଥିବା ଶାରୀରିକ ସଂମ୍ପର୍କ ର ବି ପ୍ରଭାବ ଦେହ ଉପରେ ପଡି ଥାଏ ଯେଉଁଥି ପାଇଁ ଆମର ଓଜନ ବଢି ଥାଏ । ଏବଂ ଏହା ସହିତ ଆପଣ ମାନଙ୍କ ଜିବନ ରେ ବହୁତ କିଛି ପରିବର୍ତନ ହେବାରେ ଲାଗି ଥାଏ । ଏହା ଥିଲା ବିବାହ ପରେ ମୋଟା ହୋଇ ଜିବାର କିଛି ପ୍ରଧାନ କାରଣ ମାନ । ଏଭଳି ଜାଣିବା ଖବର ପ୍ରତିଦି ପଢିବା ପାଇଁ , ତଳେ ପେଜ ଲାଇକ ବଟନରେ କ୍ଲିକ କରନ୍ତୁ ।

Leave a Reply

Your email address will not be published. Required fields are marked *