କାହିଁକି ପ୍ରେମ ର ରଙ୍ଗ କେବଳ ଲାଲ୍ ହିଁ ହୋଇ ଥାଏ , ଜାଣନ୍ତୁ ଏହା ସହିତ ଯୋଡା ତଥ୍ୟ ଏବଂ ଇତିହାସ ।

hgdgsjf

ଆପଣ ମାନେ ଜାଣି ଥିବେ ପ୍ରତ୍ୟେକ ରଙ୍ଗ ଆମ ମାନଙ୍କୁ ମନମହୋକ ଏବଂ ରଂମାଞ୍ଚକ ଲାଗେ । ସେମିତି ରେ କଣ ଆପଣ ମାନେ କବେେ ବି ଧ୍ୟନ ଦେଇ ଛନ୍ତି କି ଯେତେ ବେଳେ ପ୍ରେମ ର ବିଷୟ ଆସେ । ତେବେ ସେହି ସମୟ ରେ କବେଳ ହିଁ କେବଳ ଲାଲ୍ ରଙ୍ଗ ଆସି ଥାଏ । ସେହି ପରି ବେଳେ ଆପଣ ମାନେ କେବେ ବି ଯଦି କାହାକୁ ପ୍ରେମ ର ବାର୍ତା କହିବାର ରହିଥାଏ । ତେବେ ସେମିତି ବେଳେ ଆମେ ମାନେ ଲାଲ ଫୁଲ ର ବ୍ୟବହାର କରି ଥାଏ । ତେବେ ସେମିତି ବେଳେ କେବେ କଣ ଆପଣ ମାନେ ଭାବିଛନ୍ତି ଏହି ଲାଲ୍ ରଙ୍ଗ ଏବଂ ପ୍ରେମ ସଂମ୍ପର୍କ ମଧ୍ୟ ରେ କଣ ସଂମ୍ପର୍କ ରହିଛି ଏବଂ ଏହାର ଇତିହାସ ବିଷୟ ରେ । ତେବେ ଆସନ୍ତୁ ଜାଣିବା ।

କଣ ଏହାର ଇତିହାସ ।
ଲାଲ୍ ରଙ୍ଗ କୁ ସବୁ ସମୟ ରେ ପ୍ରେମ ର ପ୍ରତିକ ଭାବେ ମନା ଯାଏ , ଆଜି ନୁହେଁ ବରଂ ପୂର୍ବ ପୁରୁଷ ମାନେ ବି ଏହି ଲାଲ୍ ରଙ୍ଗ କୁ ପ୍ରେମ ର ସଂନ୍ତକ ବୋଲି ମାନି ଆସି ଥିଲେ । 13 ଶତାବ୍ଦି ରେ ପ୍ରସିଦ୍ଧ ଫ୍ରେଞ୍ କବିତା ରୋମାନ୍ ଡେ ଲାଲ୍ ରୋଜ୍ ରେ ଲେଖା ରହିଛି କି । ଯେତେ ବେଳେ କବି ସେହି ସମୟ ରେ ଏହି ବହି ର ଲେଖନ କରୁ ଥିଲେ । ତେବେ ସେ ଗୋଟିଏ ବଗିଚା ରେ ବସି ଥିଲେ । ଏବଂ ସେହି ସମୟ ରେ ସେ ସ୍ତ୍ରୀ କୁ ଲାଲ୍ ରଙ୍ଗ ମଧ୍ୟ ରେ ଖୋଜି ଥିଲେ । ତେବେ ଠାରୁ ଲାଲ୍ ରଙ୍ଗ କୁ ପ୍ରତିକ ଭାବେ ନିଆ ଯାଏ ।

ମହତ୍ୱ ।
ଯଦି ଆମେ ଏଠାରେ ଚୀନ୍ ଲୋକ ମାନଙ୍କ କଥା କହିବା ତେବେ ସେମାନଙ୍କ କହିବା କଥା କି ଲାଲ୍ ରଙ୍ଗ ହେଉଛି , ଭାଗ୍ୟ ଏବଂ ସଂମ୍ପର୍କ ର ପ୍ରତୀକ ଅଟେ । ତେବେ ସେମିତି ବେଳେ ସେମାନଙ୍କ ଏହି କଥା ବି କହିବା କଥା କି ସମୟ ସମୟ ରୁ ହିଁ ଏହି ରଙ୍ଗ ଆମ ମାନଙ୍କୁ ପ୍ରେମ ମୟ ଲାଗି ଆସିଛି । ଏବଂ ସେମିତି ରେ ଯେତେ ବେଳେ ଆମ ମାନଙ୍କୁ କୈଣସି ଲୋକ ଙ୍କ ମଧ୍ୟ ରେ ପ୍ରେମ ଖୋଜିବା ପଡେ ତେବେ ,ସେମିତି ବେଳେ ଲାଲ୍ ରଙ୍ଗ ହିଁ ସାମ୍ନା କୁ ଆସେ । ସେହି ପରି ବେଳେ କେବେ ବି ଯଦି କୈଣସି ମହିଳା ଙ୍କୁ ବିବାହ କରିବା କଥା ଆସେ ତେବେ ସେତିକି ବେଳେ ଲାଲ୍ ରଙ୍ଗ କୁ ହିଁ ସିନ୍ଦୁର ଭାବେ ପରିଚିୟ କରା ଜାଇ ଥାଏ । କାରଣ ଏହା ସଂମ୍ପର୍କ ଯୋଡ଼ିବାର ର ପ୍ରତୀକ । ଯଦି ଆମେ ଏଠାରେ ରିସର୍ଚ୍ଚ ର କଥା କହିବା ତେବେ ନିଶ୍ଚିତ ଭାବେ ଗୋଟିଏ ରିସର୍ଚ୍ଚ ରୁ ଜଣା କି ପୁରୁଷ ମାନଙ୍କୁ ବହୁତ ପ୍ରକାରର ରଙ୍ଗ ର ଡ୍ରେସ୍ ପିନ୍ଦି ଥିବା ମହିଳା ମାନଙ୍କୁ ଦେଖା ଜାଇ ଥିଲା । ତେବେ ସେମିତି ବେଳେ ସେମାନେ ଲାଲ୍ ରଙ୍ଗ ର ଡ୍ରେସ୍ ପିନ୍ଧି ଥିବା ମହିଳା ମାନଙ୍କୁ ଆଗ ପସନ୍ଧ କରୁ ଥିଲେ ।

Leave a Reply

Your email address will not be published. Required fields are marked *