ଜାଣନ୍ତୁ ଏହି ପିଲା ଜଣକ କିଏ , ଯାହା ସହ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଖେଳୁଛନ୍ତି ।

MODI-WITH-CHILD

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଇନସ୍ଟାଗ୍ରାମ ଏକାଉଣ୍ଟ ରେ ମଙ୍ଗଳବାର ଦିନ ତାଙ୍କର ଫୋଲଓରସ୍ ଙ୍କ ସହ ଏକ ଫୋଟୋ ସେୟାର କରିଛନ୍ତି , ଯେଉଁ ଥିରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ବାହୁ ରେ ଏକ ଛୋଟ ପିଲାଙ୍କୁ ଧରି ସେହି ପିଲା ସହ ଖେଳୁ ଥିବାର ନଜର କୁ ଆସିଛି । କିଛି ସମୟ ପରେ ଏହି ଫୋଟ ଟି ଅଧିକରୁ ଅଧିକ ଇନଟରନେଟ ରେ ଭାଇରାଲ ହୋଇଛି ।

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପିଲା ଜଣଙ୍କ ସହ ଦୁଇଟି ଫୋଟ ଉଠାଇ ଥିଲେ , ଯେଉଁ ଥିରେ କି ପ୍ରଥମ ଫୋଟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପିଲା ଟି ସହ ଖେଳୁ ଥିବାର ଦେଖିବାକୁ ମିଳିଛି ଏବଂ ଅନ୍ୟ ଫୋଟ ଟିରେ ସେହି ପିଲା ଜଣକ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଣ୍ଠୁ ଉପରେ ବସି ଟେବୁଲ ଉପରେ ଥିବା ଖବର କାଗଜ କୁ ଦେଖୁଛନ୍ତି । ଏହି ଫୋଟ ଗୁଡିକ ସୋସିଆଲ ମିଡିଆର ଇନଶ୍ଟାଗ୍ରାମ ରେ ପୋଷ୍ଟ କରିବା ସମୟ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି କେପ୍ସନ ରେ ଲେଖିଛନ୍ତି କି “ଆଜି ସାଂସଦ ରେ ଜଣେ ମୋର ଖାସ୍ ବନ୍ଧୁ ମୋତେ ସାକ୍ଷାତ କରିବାକ ପାଇଁ ଆସିଥିଲେ ।” ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସେହି ପିଲା ଜଣଙ୍କ ସହ ବହୁତ ଖୁସି ଥିବାର ଏବଂ ସେ ନିଜକୁ ବହୁତ ଖୁସି କରାଉ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

 

View this post on Instagram

 

A very special friend came to meet me in Parliament today.

A post shared by Narendra Modi (@narendramodi) on

ଏହି ଫୋଟ ଟି ସୋସିଆଲ ମିଡିଆ କୁ ଆସିବା ପରେ ସୋସିଆଲ ମିଡିଆ ରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବିଷୟ ରେ ଚର୍ଚ୍ଚା ର ବିଷୟ ପାଲଟି ଥିଲା । ଏହି ପିଲା ଜଣକ କିଏ । ଲୋକ ମାନେ ବିଭିନ୍ନ ପ୍ରକାର ର ପ୍ରଶ୍ନ କରିଛନ୍ତି । କହି ରଖୁଚୁ କି ଏହି ପିଲା ଜଣକ ଆଉ କେହି ନୁହଁ , ଏହି ପିଲା ଜଣକ ହେଉଛି ବିଜେପି ନେତା ଏବଂ ରାଜ୍ୟସଭା ସଦସ୍ୟ ସତ୍ୟନାରାୟଣ ଙ୍କ ନାତି ଅଟନ୍ତି ।

ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *