ୱେଷ୍ଟଣ୍ଡିଜ୍ ସିରିଜ୍ ବେଳେର ମିୟାମି ରେ ବିରାଟ ଏବଂ ଅନୁସ୍କା ଙ୍କ ମସ୍ତି ଫୋଟ ହେଲା ଭାଇରଲ ।

virat-anushk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେପରି କି ଆପଣ ମାନେ ଜାଣି ଥିବେ ଏହି ଦିନରେ ୱେଷ୍ଟଣ୍ଡିଜ୍ ଏବଂ ଭାରତ ସହିତ ଟି 20 ମ୍ୟଚ୍ ହେବାର ରହି ଥିବା ବେଳେ ନିଶ୍ଚିତ ଭାବେ ଭାରତ ର ବିଜୟ ହୋଇ ଥିଲା । ଏବଂ ଏମିତି ବେଳେ ସେହି ମ୍ୟଚ୍ ସମୟ ରେ ଭାରତୀୟ ଦଳ ର ମୂଖ୍ୟ ବିରାଟ କୋଇଲି ଙ୍କ ପତ୍ନୀ ତାଙ୍କୁ ସେଠାକୁ ଦେଖା କରିବା ପାଇଁ ଆସି ଥିଲେ । ଏବଂ ଏହି ପରି କ୍ଷେତ୍ର ରେ ମାୟାମି ରେ କ୍ରିକେଟ୍ ପରେ ପରେ ଗୋଟିଏ ରୋଷ୍ଟରୁଆଣ୍ଟ ରେ ଦେଖା ଦେଇ ଥିଲେ । ଏବଂ ବହୁତ ଗୁଡ଼ିଏ ମଜା ମସ୍ତୀ ମଧ୍ୟ କରି ଥିଲେ । ତେବେ ସେମିତି ବେଳେ ଆମେ ଆପଣ ମାନଙ୍କୁ ଏପରି କହିବାର କାରଣ ହେଲା କି । ଯେଉଁ ସମୟ ରେ ଅନୁସ୍କା ଏବଂ ବିରାଟ କୋଇଲି ଏପରି ମସ୍ତୀ କରି ଥିଲେ । ତେବେ ସେହି ସମୟ ରେ ଫୋଟ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

virat-anush

ତେବେ ସେମିତି ବେଳେ ଏହି କିଛି ଦିନ ପୂର୍ବ ରୁ ମଡିଆ ରେ ଏମିତି ବାହାରି ଥିଲା କି ବିରାଟ ଏବଂ ଅନୁସ୍କା ଙ୍କ ଡିଭର୍ସ ହେବା ପାଇଁ ଜାଉଛି । କିନ୍ତୁ । ମିୟାମି ରେ ହୋଇ ଥିବା ମସ୍ତୀ ତଥା ଅନୁସ୍କା ଙ୍କ ସହିତ ବିତେଇ ଥିବା ବହୁତ ସମୟ ରୁ ହିଁ ଜଣା ପଡ଼ିଛି ବର୍ତମାନ ସମୟ ରେ ବିରାଟ ଏବଂ ଅନୁସ୍କା ଙ୍କ ସଂମ୍ପର୍କ ରେ ବହୁତ ନିର୍ବିଡ ହେବାରେ ଲାଗିଛି । ସେହି ପରି ବେଳେ ସେମାନେ କିଛି ଫେନ୍ ଙ୍କ ସହିତ ମିଶି କରି ଖାଇବା ତଥା ଫୋଟ ଉଠେଇବାର ଦେଖିବା ପାଇଁ ମିଳି ଥିଲେ ।

virat-a

ତାଙ୍କର ଏହି ପରି ର ଫୋଟ ସବୁ କୁ ସେ ସୋସିଆଲ ମିଡ଼ିଆ ରେ ଛାଡିବା ପରେ ପରେ ଏବେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *