ବିରାଟ ଏବଂ ଅନୁସ୍କା ନେଲେ ଗୁରୁଗ୍ରାମ୍ ରେ ପୁଣି ଗୋଟିଏ ନୂଆ ଘର , ଦାମ ଜାଣିଲେ ଆପଣଙ୍କ ମୁଣ୍ଡ ଘୁରେଇ ଯିବ

viru-house

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ବିରାଟ କୋହଲି ଯେଉଁ ପରି ଅନ୍ଦାଜ୍ ରେ ଖେଳି ଥାନ୍ତି, ସେହି ପରି ଭାବେ ତାଙ୍କର ଲାଇଫ୍ ଷ୍ଟାଇଲ୍ ବି ମଧ୍ୟ । ସମସ୍ତେ ଜାଣନ୍ତି ବିରାଟ କୋହଲି ସବୁ ସମୟ ରେ ଲଗଜ୍ରୀ କାର୍ ରେ ଘୁରୀ ବୁଲି ଥାନ୍ତି । ସବୁ କାର୍ଯ୍ୟ ରେ ସେ ବ୍ରାଣ୍ଡ କୁ ନେଇ ହିଁ କାର୍ଯ୍ୟ କରି ଥାନ୍ତି । ହେଲେ କଣ ଆପଣ ମାନେ ଜାଣି ଛନ୍ତି । ଏହି ଦିନ ରେ ସେ ନିଜ ଘର କୁ ଲଗଜ୍ରୀ କରି ଦେଇଛନ୍ତି । ଆମ ପାଖରେ ରହି ଥିବା ସୂଚନା ଅନୁସାରେ ଏହି ଦିନ ରେ ବିରାଟ ଏବଂ ଅନୁସ୍କା ଗୋଟିଏ ନୂଆ ଘର କିଣିଛନ୍ତି । ଏବଂ ସେ ବି ଗୁଗୁଗ୍ରାମ୍ ଠାରେ ଆମେ ଆଜି ଆପଣ ମାନଙ୍କୁ ସେହି ଘର ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଟିପଣୀ ଦେବା ପାଇଁ ଚାହିଁବୁ । ତଥା ସେହି ଘରେ ଏମିତି କଣ ଖାସ୍ ରହିଛି ସେହି ବିଷୟ ରେ ଆପଣ ମାନଙ୍କ ସହିତ ଅଧିକ ଭାବେ ଆଲୋଚନା କରିବୁ ।

virat-house1

ଏହା ପୂର୍ବ ରୁ ଆପଣ ମାନଙ୍କୁ କହିବୁ କି ବିରାଟ ଙ୍କ ପୂର୍ବ ଘର ଦିଲ୍ଲୀ ର ପ୍ଚିମ ବିହାର ର ମିରା ବାଘ୍ ଇଲାକା ରେ ରହି ଥିଲା ହେଲେ ଏହି ଦିନ ରେ ସେ ଗୁରୁଗ୍ରାମ୍ ଠାରେ ନେଇଛନ୍ତି । ସେହି ପରି ବେଳେ ଆମ ପାଖରେ ସୂଚନା ରହିଛି କି ଏହି ନୂତନ ଘର କୁ ନେଇ ବିରାଟ ଏହି ଦିନ ରେ ନିଜର ଟିମ୍ ଏବଂ ସାଙ୍ଗ ମାନଙ୍କୁ ଗୋଟିଏ ବହୁତ ବଡ ପାର୍ଟି ବି ଦେଇଛନ୍ତି । ଘର ସ୍ଥିତି ଗୁରୁଗ୍ରାମ୍ ର ଡିଏଲ୍ ଏଫ୍ ସିଟ୍ ଫ୍ରିଜ୍ 01 ରେ ଅବସ୍ଥିତ ଅଟେ । ଏଠାରେ ଆପଣ ଙ୍କୁ ସୂଚନା ଦେବୁ କି ଏହି ଘର 5000 ସ୍କୋୟାର ମିଟର ହୋଇ ଥିବା ବେଳେ ଏହି ଘର ର ଇଣ୍ଟିରିୟର ଏବଂ ସବୁ କିଛି ଡିଜାଇନ୍ ର କାର୍ଯ୍ୟ ଗୋଟିଏ ନାମୀ ଦାମୀ କମ୍ପାମୀ ଦ୍ୱାରା ହିଁ କରା ଜାଇିଛି । ଏହି ଘରର ଦାମ ଏତେ ଅଧିକ ଆପଣ ଜାଣିଲେ ଆବାକ ହୋଇଯିବ ।

virat-house2

ହିନ୍ଦି ଖବର କାଗଜ ପତ୍ରିକାର ରିପୋଟ ଅନୁଯାୟୀ ବିରାଟ ଙ୍କ ନୁଆ ଘରର ଦାମ 100 କୋଟି ଟଙ୍କାରୁ ବି ଅଧିକ ,ଏହି ଘରେ ସୁଇମିଙ୍ଗ୍ ପୁଲ ଏବଂ ଜିମ୍ ର ସବୁ କିଛି ସିଷ୍ଟମ୍ ରହିଛି । ଏଠାରେ ଗୋଟିଏ ବହୁତ ବଡ ଡ଼୍ରୋଇଁ ରୁମ୍ ରହିଛି ଯେଉଁ ଠାରେ ବହୁତ ବଡ ଟିଭି ମଧ୍ୟ ଲାଗିଛି । ଏବଂ ଆପଣ ମାନଙ୍କୁ କହି ରଖୁଛୁ କି । ଏଠାରେ ସବୁ ବେଳେ ବିରାଟ ବସି ଟିଭଇ ଦେଖନ୍ତି । ଘରେ ଥିବା ପେଟ୍ (ଗୃହ ପାଳିତ ପଶୁ ) କୁ ସବୁ ସମୟ ରେ ସେମାନେ ଭଲ ପାଇ ଥାନ୍ତି । ପୂର୍ବ ଦିପାବଳୀ ପରେ ସେମାନଙ୍କ ବିବିହା ହୋଇ ଥିଲା । ଏବଂ ସେମିତି ବେଳେ ସେମାନେ ଏହି ଦିପାବଳୀ ପରେ ପରେ ଗୋଟିଏ ବହୁତ ବଡ ଘର କିଣିବା ପାଇଁ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *