ଏହି ଫୁଲ ଗଛ ବାରିରେ ଲଗେଇ ଦିଅନ୍ତୁ- ଆପଣଙ୍କର ଭାଗ୍ୟ ବଦଳେଇଦେବ | ଜଲଦି ଆଣନ୍ତୁ

sada-vihari-tree

ଆମେ ଆଜି ଆପଣ ମାନଙ୍କୁ ସେହି ଫୁଲ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଯେଉଁ ଫୁଲ ଟି ଆପଣଙ୍କ ଭାଗ୍ୟ ବଦଳି ଦେଇ ଥାଏ । ଆମେ ଯେଉଁ ଫୁଲ ବିଷୟ ରେ ଆପଣଙ୍କୁ କହିବା ପାଇଁ ଚାହୁଁଛୁ ସେହି ଫୁଲ କୁ ସଦାଶିବ୍ ଫୁଲ ବୋଲି ବି କୁହା ଜାଇ ଥାଏ । ଏମିତି କୁହା ଯାଏ କି ଏହି ଫୁଲ ଟି ଦେହ ପାଇଁ ବହୁତ ଲାଭ ଦାୟକ ହୋଇ ଥାଏ । ଏହି ଗଛ ଆମର କେଶ କୁ କଳା ମଧ୍ୟ କରି ଥାଏ । ଚେହେରା ର ଚମକ ଆଣି ଥାଏ । ତେବେ ଆସନ୍ତୁ ଆମେ ଏହି ଫୁଲ ର ସଂମ୍ପର୍ଣ୍ଣ ଗୁଣ ବିଷୟ ରେ ଜାଣିନେବା ।

ମଧୁମେୟ ରୋଗ ରୁ ଦୁରାଏ ।
ଡାଇବେଟିସ୍ ଆଜିର ଡେଟ୍ ରେ ପ୍ରତ୍ୟେକ ଲୋକ ମାନଙ୍କ ପାଖରେ ଦେଖବା ପାଇଁ ମିଳୁଛି । ସେମିତି ରେ ଏହି ମୁଧୁମେୟ ରୋଗ ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ପାଇବା ପାଇଁ ଆପଣ ଏହି ସଦାଶିବ୍ ଗଛର ପତ୍ର ରୁ ପ୍ରତ୍ୟେକ ଦିନ ଗୋଟିଏ ବା ଦୁଇଟି ଚୋବାଇ ତାର ରସ କୁ ପିଇ ନିଅନ୍ତୁ । ତେବେ ଦେଖିବେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ ଏହି ରୋଗ ସଂମ୍ପର୍ଣ୍ଣ ଭାବେ ଭଲ ହୋଇ ଯିବ ।

କାଚ୍ଛୁ କୁଣ୍ଡିଆ ।
ଯଦି ଆପଣ ମାନଙ୍କୁ ସବୁ ସମୟ ରେ କାଛୁ ଏବଂ କୁଣ୍ଡିଆ ଭଳି ରୋଗ ହେଉ ଥିବ । ତେବେ ସେହି ପରି ବେଳେ ଏହି ସଦା ବିହାରୀ ଗଛର ପତ୍ର କୁ ଛିଣ୍ଡାନ୍ତୁ  ଏବଂ ଗଛରୁ ଯେଉଁ କ୍ଷୀର ଟି ବାହାରିବ ତାହାକୁ ସେହି କାଚ୍ଛୁ କୁଣ୍ଡିଆ ସ୍ଥାନ ରେ ଲଗାନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ଏହି ରୋଗ ସଂମ୍ପର୍ଣ୍ଣ ଭାବେ ଦୁରେଇ ଯିବ ।

ବ୍ରଣ ।
ବହୁତ ସମୟ ଧରି ଆପଣ ଙ୍କ ମୁହଁ ରେ ବ୍ରଣ ପରି ସମସ୍ୟା ଦେଖିବା ପାଇଁ ମିଳୁଛି । ତେବେ ସେହି ପରି ବେଳେ ଆପଣ ମାାନେ ଏହି ଗଛ ର ପତ୍ର କୁ ନିଅନ୍ତୁ ଏବଂ ମିକ୍ସଚର୍ ରେ ଏହାର ପେଷ୍ଟ ତିଆରି କରନ୍ତୁ । ତେବେ ପରେ ତାର ଲେପ କୁ ମୁହଁ ସେହି ସ୍ଥାନ ରେ ଲଗାନ୍ତୁ । ଯେଉଁ ସ୍ଥାନ ରେ ବ୍ରଣ ହୋଇଛି । ତେବେ ଦେଖିବେ ବହୁତ ଜଲ୍ଦି ଆପଣଙ୍କ ବ୍ରଣ ଭଲ ହୋଇ ଯିବ।

ବାଳ ଧଳା ହେବା ।
ସେମିତି ରେ ଆଜି ଦିନ ରେ ବହୁତ ଲୋକ ମାନେ ଧଳା ବାଳ କୁ ନେଇ ବହୁତ ସମସ୍ୟା ରେ ପଡି ଥାନ୍ତି । ତେବେ ଯଦି ଆପଣ ଙ୍କ ପାଖରେ ଏମିତି ଅସୁବିଧା ରହିଛି । ତେଳେ ସକାଳେ ଖାଲି ପେଟ ରେ ଏହି ଗଛ ର ଫୁଲ ରୁ ତିନୋଟି ନେଇ ଚୋବାଇ ଖାଆନ୍ତୁ । ଦେଖିବେ ଆପଣ ଙ୍କ ବାଳ ଲମ୍ବା ସମୟ ପର୍ଯ୍ୟନ୍ତ କଳା ରହିବ ।

ଏହା ଥିଲା ସଦା ବିହାରୀ ଗଛର କିଛି ବ୍ୟବହାର । ଏମିତି ଅନେକ ଜାଣିବା କଥା ପଢିବା ପାଇଁ ଏହି ପୋଷ୍ଟକୁ ଏବେ ହିଁ ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *