ଘରେ ପୁରୁଣା ଖବର କାଗଜ ଅଛି କି ? ନିଶ୍ଚୟ ପଢନ୍ତୁ ଏହି ଖବର, ଆପଣ ହୋଇଯିବେ ମାଲା ମାଲ

news-234

କୁହାଯାଏ କି ଖବର କାଗଜ ର ବୟସ କେବଳ ଗୋଟିଏ ଦିନର ହୋଇ ଥାଏ । ସେମିତି ରେ ଆପଣ ମାନେ ବି ଜାଣି ଥିବେ କି ଆମେ ମାନେ ପଢୁ ଥିବା ପ୍ରତ୍ୟେକ ଦିନର ଖବର କାଗଜ ର ବୟସ କେବଳ ଗୋଟିଏ ଦିନ ହିଁ ହୋଇ ଥାଏ । ସେମିତି ରେ ପରେ ପରେ ଆମେ ମାନେ ତାହାକୁ ପକେଇ ଦେଇ ଥାଉ । ତେବେ କିଛି ଲୋକ ମାନେ ରହିଛନ୍ତି  ଯେଉଁ ମାନେ ସେହି ଖଭର କାଗଜ କୁ ପଢିବା ପରେ ପରେ ସେମାନେ କିଲୋ ହିସାବ ରେ ବିକ୍ରୀ ମଧ୍ୟ କରି ଦେଇ ଥାନ୍ତି । କିନ୍ତୁ ଆମେ ଆଜି ଆପଣ ମାନଙ୍କୁ ଯେଉଁ ବିଷୟ ରେ ସୂଚନା ଦେବା ପାଇଁ ଚାହିଁବୁ । ତାହା ଜାଣିବା ପରେ ପରେ ଆପଣ ମାନେ କେବେ ବି ପୁରୁଣା ଖବର କାଗଜ କୁ ବି୍କ୍ରୀ କରିବେ ନାହିଁ । ତେବେ ଆସନ୍ତୁ ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଶିମ୍ଲୀ ପକାଏ ନାହିଁ ।
ସାଧାରଣ ଭାବେ ଆପଣ ମାନେ ଦେଖି ଥିବେ ଆମେ ଯେଉଁ ଠାରେ ବସ୍ତ୍ର କୁ ରଖି ଥାଏ ସେହି ସ୍ଥାନ ରେ କିଛି ବର୍ଷ ପରେ ଶିମ୍ଲୀ ପଢିବା ସହିତ ସେଠାରେ ଅଠାଳିଆ ହୋଇ ଯାଏ । କିନ୍ତୁ ଏପରି ବେଳେ ଯଦି ଆପଣ ମାନେ ସେଠାରେ ପୁରୁଣା ପେପର କୁ ରଖନ୍ତି । ତେବେ ନିଶ୍ଚିତ ଭାବେ ଆପଣ ମାନେ ସେହି ସବୁରୁ ଦୂର ହେବେ ।

ଜିନିଷ ହେବ ନାହିଁ ବର୍ବାଦ୍ ।
ଆମେ ମାନେ କେବେ ତେବେ ଅଟା ବା ମଇଦା , ତଥା ବେସନ ପରି ଜିନିଷ କୁ କୈଣସି ସ୍ଥାନ ରେ ରଖିଲେ ତାହା କିଛି ଦିନ ମଧ୍ୟ ରେ ଖରାପ୍ ହୋଇ ଜାଇ ଥାଏ । କିନ୍ତୁ ସେପରି ବେଳେ ଯଦି ଆପଣ ମାନେ ପେପର ରେ ଗୁଡାଇ ରଖନ୍ତି । ତେବେ ତାହା କେବେ ବି ଖରାପ୍ ହେବ ନାହିଁ ।

genhu

ଗନ୍ଧ ରୁ ବଚାନ୍ତୁ ।
କେବେ କେବେ ଆପଣ ମାନେ ଦେଖି ଥିବେ କୈଣସି ବାସନ ବା କୈଣସି ନୂତନ ଜିନିଷ କୁ ଆମେ ମାନେ ଯଦି କିଛି ଦିନ ରଖି ଦିଏ ତେବେ ତାହା ଗୋଟିଏ ପ୍ରକାରର ଗ୍ୟାସ୍ ଉଠିବାରେ ଲାଗେ । ତେବେ ସେହି ପରି ବେଳେ ଆପଣ ମାନେ ଯଦି ଗୋଟିଏ ପେପର କୁ ସେଥିରେ ଗୋଡାଇ ଦେଉ ଛନ୍ତି । ତେବେ କେବେ ବି ଆପଣ ମାନଙ୍କ ପାତ୍ର ଗନ୍ଧ ଉଠିବ ନାହିଁ ।

Leave a Reply

Your email address will not be published. Required fields are marked *