ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାତ କରୁଛୁ । ଆପଣ ମାନେ ଜାଣିଛନ୍ତି ବଲିଉଡ ଇଣ୍ଡଷ୍ଟ୍ରୀରେ ଆଜିର ସମୟରେ ବହୁତ ଏମିତି ଅଭିନେତା ମାନେ ନିଜର କୃତୀତ୍ୱ ସାଉଣ୍ଚୁ ଛନ୍ତି । ତେବେ ସେହି ପରି ମଧ୍ୟରୁ କିଛି ଏମିତି ବି ରହିଛନ୍ତି , ଯେଉଁ ମାନେ ଏହି ମାମଲାରେ କିଛି ଅଧିକ ହିଁ ଦେଖିବା ପାଇଁ ମିଳୁଛନ୍ତି । ଆସୁ ଥିବା ଦିନ ମାନଙ୍କ ରେ ସୋସିଆଲ ମିଡିଆ ରେ ଏହି ସେଲିବ୍ରେଟି ମାନଙ୍କ ସଂମ୍ପର୍ଣ୍ଣ ଖବର ମାନ ଆମ ମାନଙ୍କ ପାଖରେ ସବୁବେଳେ ପହଞ୍ଚି ଥାଏ । ସେହ ପରି ବେଳେ ଆଜିର ସମୟରେ ବି ସୋସିଆଲ ମିଡ଼ିଆ ରେ ସେମିତି ହିଁ ଗୋଟିଏ ଖବର ଆସି ପହଁଚିଛି ଯାହା ସୋସିଆଲ ମିଡିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ହଁ ଆଜ୍ଞ୍ୟା ଆମେ ଆପଣ ମାନଙ୍କୁ ଉର୍ବଶ୍ରୀ ରାଉତେଲା ଙ୍କ କଥା କହିବା ପାଇଁ ଚାହୁଁଛୁ (Urvashi Rautela)।
ଉର୍ବଶ୍ରୀ ରାଉତେଲା ବଲିଉଡ ର ଜଣେ ଏମିତି ହସ୍ତି କି ଯିଏ ସବୁ ସମୟରେ ସେ ଲୋକ ମାନଙ୍କ ଚର୍ଚ୍ଚାର ବିଷୟ ହୋଇ ରହିଥାନ୍ତି । ସେମିତିରେ ଏହି ଦିନରେ ବି ମଧ୍ୟ ସେ ବହୁତ ପରିମାଣରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଏହି ଚର୍ଚ୍ଚାର କାରଣ ହେଲା କି ସେ ଏହି ଦିନରେ ଗୋଟିଏ ସୁଟିଂ ସେଟ୍ ରେ ଡେନ୍ସ କରୁ ଥିବା ବେଳେ ହଠାତ୍ ତାଙ୍କର ଡ୍ରେସ୍ ବାହାର କରି ଦେଇ ଥିଲେ । ଏବଂ ପରେ ପରେ ଏହି ଭିଡ଼ିଓ କୁ ତାଙ୍କର ଇନଷ୍ଟାଗ୍ରାମ୍ ରେ ଛାଡି ଥିଲେ ତେବେ ସେହି ପରି କ୍ଷେତ୍ର ରେ ତାଙ୍କର ଏହି ଭିଡ଼ିଓ କୁ ଲୋକ ମାନଙ୍କ ଦ୍ୱାରା ବହୁତ ପରିମାଣ ରେ ସେୟାର କରା ଜାଇ ଥିବା ବେଳେ ଏବେ କା ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।
ଏବଂ ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ ଏହି ଭିଡ଼ିଓ ଟି ଗୀତ ବିଜଲି କି ତାର୍ (Bijli Ki Taar) ପାଇଁ ହିଁ ପ୍ରିପିୟାରସନ୍ ଚାଲି ଥିବା ବେଳେ ସେହି ଥିରେ ମଧ୍ୟ ତାଙ୍କର ଡ୍ରେସ୍ ବାହାର କରିବାର ଦୃଶ୍ୟ ଦେଖିବା ପାଇଁ ମିଳିବ ବୋଲି ସେ ସୋସିଆଲ ମିଡିଆ ରେ ଫେନ୍ ମାନଙ୍କୁ ଜଣେଇଛନ୍ତି । ଯଦି ଆପଣ ମାନେ ତାଙ୍କର ଏହି ଭିଡ଼ିଓ କୁ ଦେଖିବା ପାଇଁ ଚାହାଁନ୍ତି ତେବେ ତାଙ୍କର ଇନଷ୍ଟାଗ୍ରାମ୍ ଏକାଉଣ୍ଟ ଚେକ୍ କରନ୍ତୁ ।