ଦେଶର ଟପ 10 ଧନୀ ଲିଷ୍ଟ ହେଲା ଜିରା । ଦେଖନ୍ତୁ ଓଡିଶାରୁ କିଏ ଅଛି ଏମାନଙ୍କ ଭିତରେ

top-10

ଆପଣ ମାନଙ୍କୁ ବୋଧ ହୁଏ ଜଣା ନ ଥିବ କି ପ୍ରତ୍ୟେ ବର୍ଷ ଫେକ୍ସ ମେଗାଜିନ୍ ରେ ଦେଶର 100 ଜଣ ଧନୀ ଲୋକ ମାନଙ୍କ ଲିଷ୍ଟ ବାହାରି ଥାଏ । ଏହି ଥର ବି 2019 ରେ ସେମିତି ହିଁ 100 ଜଣଙ୍କ ଲିଷ୍ଟ ବାହାରି ଥିବା ବେଳେ ଟପ୍ 10 ରେ ରହି ଥିବା ଧନୀ ଶୀଳ ବ୍ୟକ୍ତି ମାନଙ୍କ ବିଷୟରେ ଆମେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଆସିଛୁ । ତେବେ ଡିରି ନକରି ଚାଲନ୍ତୁ ଜାଣି ନେବ କେଉଁ ମାନେ ଏହି ଟପ 10 ଲିଷ୍ଟରେ ସ୍ତାନ ଅଦିକାର କରିଛନ୍ତି ।

ପ୍ରଥମେ ରହିଛନ୍ତି ଆମ୍ବାନୀ ।

ଯଦି ଏଠାରେ ଦୁନିଆ ର ବରିଷ୍ଟ ବ୍ୟକ୍ତି ଏବଂ ଆମ ଭାରତ ଦେଶର ସବୁଠୁ ଧନୀ ଶୀଳ ବ୍ୟକ୍ତିଙ୍କ କଥା କହିବା ତେବେ ସେ ହେଲେ ମୁକେସ୍ ଆମ୍ବାନୀ ସୂଚନା ଅନୁସାରେ 4 ମିଲିୟନ ଆମେରିକା ଡଲର ସଂମ୍ପତୀ ସହିତ ବର୍ତ୍ତ ମାନ ସମୟରେ ତାଙ୍କ ପାଖରେ 51.4 ବିଲିୟନ୍ ଟଙ୍କା ର ସଂମ୍ପର୍ଣ୍ଣ ସଂମ୍ପତୀ ରହି ଥିବାର ଏହି ମେଗାଜିନ୍ ରେ ସଂମ୍ପର୍ଣ୍ଣ ଭାବେ ଉପସ୍ଥାପନା ରହିଛି । ସେହି ପରି ବେଳେ ଯଦି ଏହି ବର୍ଷ ର କଥା କହିବା ତେବେ ଉଦୟ କଟକ୍ ଏହି ଦିନ ରେ ଅଷ୍ଟମ ସ୍ଥାନ ରେ ରହି ଥିବା ବେଳେ ସେ ପ୍ରଥମ ଥର ପାଇଁ ଏହି ଧନୀ ହେବାର ଲିଷ୍ଟ ରେ ସାମିଲ୍ ହୋଇ ଛନ୍ତି ।

ଦ୍ୱୀତିୟ ନମ୍ବର ର କଥା କହିବା ଗୈତମ ଆଦମୀ ଦ୍ୱିତୀୟ ରେ ରହିଛନ୍ତି । ଏବଂ ତାଙ୍କ ପାଖରେ 15.14 ବିଲିୟନ୍ ଟଙ୍କା ର ସଂମ୍ପର୍ତୀ ରହିଛି । ତୃତୀୟ ନମ୍ବର ରେ ହିନ୍ଦୁଜା ବ୍ରଦର୍ଶ ଜାହାଙ୍କ ସଂମ୍ପତୀ 15.3 ବିଲିୟନ୍ ବୋଲି ଏହି ନିଟକ ରେ ଜଣା ପଡିଛି । ଚତୁର୍ଥ ରେ ପି ମିସ୍ତ୍ରୀ 15 ବିଲିୟନ୍ ସହିତ ପଞ୍ଚମ ରେ ରହିଛନ୍ତି । ଉଦୟ କୋଟକ୍ 14.8 ବିଲିୟନ୍ ସହିତ । ଷଷ୍ଠ ରେ ଶିବ୍ ନାଦର୍ 14.4 ବିଲିୟନ୍ ସହିତ ସେମିତି ରେ 7 ନମ୍ବର ରହି ଥିବା ବ୍ୟକ୍ତି ଙ୍କୁ ରାଧାକୃଷ୍ଣ ଦମାନୀ ବୋଲି କୁହା ଯାଏ ତାଙ୍କ ପାଖରେ ବର୍ତମାନ ସମୟ ରେ 14.3 ବିଲିୟନ୍ ଟଙ୍କା ର ସଂମ୍ପତୀ ରହିଛି ।

ଅଷ୍ଟମ ରେ ଗେଦରୋଜ୍ ଫେମିଲୀ 12 ବିିୟନ୍ ସହିତ ରହିଛନ୍ତି । ନବମ ରେ ଲକ୍ଷ୍ମୀ ମିତେଲ୍ । 10.5 ବିଲିୟନ୍ ରେ ରହିଛନ୍ତି । ଏବଂ ସେଷ ରେ ଦଶ ନମ୍ବର ରେ ରହିଛନ୍ତି । କୁମାର ବିରାଲ ତାଙ୍କ ପାଖରେ ବର୍ତମାନ ସମୟ ରେ 9.5 ବିଲିୟନ୍ ର ସଂମ୍ପତୀ ରହିଛି ବୋଲି ଏଠାରେ କୁହା ଜାଇଛି ।

Leave a Reply

Your email address will not be published. Required fields are marked *