ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସେମିତି ରେ ସବୁ ବେଳେ ଆପଣ ମାନେ ଜାଣି ଛନ୍ତି କି ଶନୀ ଙ୍କୁ ଗୋଟିଏ କ୍ରୋଧ ର ଦେବତା ଭାବେ ବି ମନା ଜାଇ ଥାଏ । ତେବେ ବହୁତ ଶାସ୍ତ୍ର ବିଦ୍ ମାନେ ଏପରି କହି ଥାନ୍ତି କି କେବେ ବି ଆପଣ ମାନେ ଶନୀ ଭଗବାନ ଙ୍କ ଦର୍ଶନ କର ଛନ୍ତି ତ । ତାଙ୍କ ଆଖି ସହିତ ଆଖି ମିଶାନ୍ତୁ ନାହିଁ । ତେବେ ସବୁ ସମୟ ରେ ତାଙ୍କର ଚରଣ କୁ ହିଁ ଦର୍ଶନ କରିବା ଦରକାର ।ତେବେ ସେହିପରି ବେଳେ ଜୋତିଷ ବିତ ମାନେ ଏ ମଧ୍ୟ କହିଥାନ୍ତି କି ଜଦି ଶନି ଦେବ ଆପଣଙ୍କ ଉପରେ କୃପା ଦୃଷ୍ଟି ପକାଇବେ ତ ଆପଣ ହୋଇ ଯିବେ ମାଲା ମାଲ । ସେମିତି ରେ ଆମେ ଯଦି ଆମର ଜ୍ୟତିଷ ଶାସ୍ତ୍ର ର କଥା କହିବା ନିଶ୍ଚିତ ଭାବେ ଆମ ଗ୍ରହ ଚଳନ ର ପରିବର୍ତନ ହେବା ଦ୍ୱାରା ତାର ସିଧା ପ୍ରଭାବ ଆମ ରାଶି ମାନଙ୍କ ଉପରେ ପଡି ଥାଏ । ସେମିତି ରେ ଆମେ ଆଜି ଆପଣ ମାନଙ୍କ ସହିତ ସେମିତି ହିଁ କିଛି ରାଶି ମାନଙ୍କ ବିଷୟ ରେ ଆପଣ ମାନଙ୍କ ସହିତ କଥା ହେବା ପାଇଁ ଆସିଛୁ ଯେଉଁ ମାନଙ୍କ କୁଣ୍ଡଳୀ ରେ କିଛି ପରିମାଣ ରେ ପରିବର୍ତନ ଦେଖିବା ପାଇଁ ମିଳି ଥିବା ବେଳେ ସେମାନଙ୍କ ଭାଗ୍ୟ ସଂମ୍ପର୍ଣ୍ଣ ଭାବେ ପରିବର୍ତନ ହେବା ପାଇଁ ଜାଉଛି । ତେବେ ଆସନ୍ତୁ ଆମେ ସେହି ରାଶି ମାନଙ୍କ ବିଷୟ ରେ ସଂମ୍ପର୍ଣ୍ଣ ଭାବେ କଥା ହେବା ।
ଜ୍ୟତିଷ ମାନଙ୍କ ସୂଚନା ଅନୁସାରେ ଏବେ ଠାରୁ 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ମାନଙ୍କ ଭାଗ୍ୟ ଚମକିବା ରେ ଲାଗିବ । ସେମିତି ରେ ଏହି ରାଶି ମାନେ ଏହା ଭିତରେ ସଂମ୍ପର୍ଣ୍ଣ ଭାବେ ସୌଭାଗ୍ୟ ଜିବନ ଜାପନ କରିବେ । ଏବଂ ଧନ ପ୍ରାପ୍ତି ସହିତ ସେମାନେ ସଂମ୍ପର୍ଣ୍ଣ ମାଲା ମାଲ ହୋଇ ଯିବେ । ସେହି ପରି ଭାବେ ପଢା ଲେଖା ର ଯଦି କହିବା । ନିଶ୍ଚିତ ଭାବେ ମାନ୍ୟତା ହାସଲ କରିବେ ଆପଣ ମାନଙ୍କ ଉପରେ ଶନୀ ଦେବ ଙ୍କ ଅତ୍ୟନ୍ତ କୃପା ଦୃଷ୍ଟି ହେବା ଯୋଗୁଁ ହିଁ ଏମିତି ହେବା ପାଇଁ ଜାଉଛି ।
ତେବେ ସେହି ପରି ବେଳେ ଆପଣ ମାନଙ୍କୁ କୈଣସି ଅସୁବିଧା ର ସାମ୍ନା କରିବା ପାଇଁ ପଡିବ ନାହିଁ । ତେବେ ଯଦି ଆପଣ ମାନେ ଶନୀ ଙ୍କୁ ଆହୁରୀ ବି ପ୍ରଶନ୍ନ କରିବା ପାଇଁ ଚାହୁଁ ଛନ୍ତି । ତେବେ ଶନୀ ଙ୍କ ଦର୍ଶନ କରିବା ସହିତ ଆପଣ ମାନେ ତାଙ୍କ ଉପରେ ତୈଳ ଢାଳନ୍ତୁ । ଏବଂ ଦୁଖୀଃ ମାନଙ୍କୁ କଳା ବସ୍ତ୍ର ପ୍ରଦାନ କରନ୍ତୁ ତେବେ ନିଶ୍ଚିତ ଭାବେ ଆପଣ ମାନେ ଶନୀ ଙ୍କ ନିକଟ ତର ହୋଇ ଯିବେ । ଆମେ ଆପଣ ମାନଙ୍କୁ ଯେଉଁ ରାଶି ବିଷୟ କହିବା ପାଇଁ ଚାହୁଁଛୁ ସେମାନେ ହେଲେ ସିଂହ ରାଶି,ତୁଳା ରାଶି,ମେଷ ରାଶି, ର ବ୍ୟକ୍ତି ବିଶେଷ ମାନେ ।