କଦଳୀ ଏବଂ ଅଣ୍ଡା କିଛି ଦିନ ପାଇଁ ମାଟି ତଳେ ପୋତି ଦିଅନ୍ତୁ ,ତାପରେ ଯାହା ହେବ ତାହା ଜାଣି ଆପଣ ବେହୋସ ହୋଇଯିବେ ।

bannana-treee

ଆପଣ ମାନେ ଭଲ ଭାବ ରେ ଜାଣି ଥିବେ କି ପକୃତି ର ସୁନ୍ଦରତା ଗଛ ଲତା ମାନେ ବଢାଇ ଥାନ୍ତି । ତେଣୁ ଲୋକ ମାନେ ନିଜର ଘରର ଚାରି ପାଖରେ ବିଭିନ୍ନ ପ୍ରକାର ର ଗଛ ଲତା ଲଗାଇ ଥାନ୍ତି । ଯେଉଁ ମାନଙ୍କ ଘରେ ଜାଗାର ଅଭାବ ରହି ଥାଏ , ସେମାନେ ତାଙ୍କର ଛାତ ଉପରେ ବାଲକୋନି ରେ କିମ୍ବା ଡ୍ରଇଙ୍ଗ ରୁମ ରେ କୁଣ୍ଡ ମାନଙ୍କରେ ଛୋଟ ଛୋଟ ଚାରା ଗଛ ଲଗାଇ ଥାନ୍ତି । ଆପଣ ମାନେ ବିଶେଷ ଭାବ ରେ ଜାଣି ଥିବେ କି ଆମର ଶରୀର ମଧ୍ୟ ଏହି ବୃକ୍ଷ ଲତା ମାନଙ୍କ ଦୟାରୁ ଭଲ ରହି ଥାଏ । କାରଣ ଆପଣ ଜୀବିତ ରହିବା ପାଇଁ ସୁସ୍ଥ ପରିବେଶ ଆବଶ୍ୟକ ଏବଂ ଏହି ସୁସ୍ଥ ପରିବେଶ ପାଇଁ ଗଛ ଦରକାର ଏବଂ ଏହା ବ୍ୟତିତ ଆପଣ ଙ୍କର ଶରୀର ଅସୁସ୍ଥ ହେଲେ ଆପଣ ଏହି ଗଛ ଲତା ରୁ ପ୍ରସ୍ତୁତ ବିଭିନ୍ନ ପ୍ରକାର ର ଜଡି ବୁଟି ଖାଇ ଥାଉ ଏହି ଗଛ ଲତା ନଥିଲେ ଆମେ ଏହି ଜଡି ବୁଟି ପାଇ ପାରି ନଥାନ୍ତୁ ।

ଆଜି ଆମେ ଆପଣ ଙ୍କୁ ଆଜି ଏମିତି କିଛି କହିବାକୁ ଯାଉଛୁ ଯାହାକି ଗଛର ବଞ୍ଚିବା ପାଇଁ ତାକୁ କେବଳ ପାଣି ଏବଂ ମାଟି ଆବଶ୍ୟକ ପଡି ନଥାଏ । ବେଳେବେଳେ ଆପଣ ଦେଖି ଥିବେ ଗଛ ରେ ପାଣି ଦେଲା ପରେ ବି ସେହି ଗଛ ଟି ମରି ଯାଉଛି କାରଣ ଏହାକୁ ମାଟି ରେ ଥିବା ପୁଷ୍ଟି ସାର ଅଭାବ ରୁ ଏହା ମରି ଯାଇ ଥାଏ ।ତେବେ ଆପଣ କୈଣସି ଗଛ ଲଗାଇବା ଆଗରୁ ପ୍ରଥମେ ଏକ ଗାତ ଖୋଳନ୍ତୁ ଏବଂ ସେହି ଗାତ ରେ ଏକ ଅଣ୍ଡା ଏବଂ ଗୋଟେ କଦଳୀ ରଖି ଦିଅନ୍ତୁ ତା ପରେ ଗଛ କୁ ଲଗାନ୍ତୁ ଓ ସେଥିର୍ ପାଣି ଦିଅନ୍ତୁ ଦେଖିବେ ଆପଣ ହ୍କୁ ଏହାର ମୂଳ ରେ ଆଉ ମାଟି ଦେବାକୁ ପଡିବ ନାହିଁ ।

ଆପଣ ଙ୍କ ଜାଣିବା ପାଇଁ ଆମେ କହି ରଖୁଛୁ କି ଅଣ୍ଡା ଏବଂ କଦଳୀ ରେ ବହୁତ ପ୍ରକାର ର ଭିଟାମିନ ରହି ଥାଏ ଯାହା ଗଛ ପାଇଁ ଅତ୍ୟନ୍ତ ଆବଶ୍ୟକ ହୋଇ ଥାଏ । ତେଣୁ ଆପଣ ଗଛ ଲଗାଇବା ଆଗରୁ ଏହି ଉପାୟ ଆପଣାନ୍ତୁ ଦେଖିବେ ଗଛ ଟି ବହୁତ ଭଲ ଭାବ ରେ ହୃଷ୍ଟ ପୃଷ୍ଟ ଭାବରେ ବଢି ବାରେ ଲାଗିବ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *