ଏହା ହେଉଛି ଭଗବାନ ଶିବଙ୍କର ପ୍ରିୟ ଫଳ , ତାହା ସହ 100 ରୋଗ ଭଲ କରି ପାରୁଥିବା ଔଷଧ ମଧ୍ୟ ।

duthar-tree

ଆମର ଆଖ ପାଖରେ, ଅର୍ଥାଥ ଆମ ପୃଥିବିରେ ଏମିତି କିଛି ଫୁଲ ଏବଂ ଫଳ ରହିଛି ଯାହାର ଧାର୍ମିକ ମହତ୍ୱ ରହିବା ସହ ଔଷଧୀୟ ଗୁଣ ମଧ୍ୟ ରହିଛି ଯାହାକି ଆମ ଶରୀର ରୋଗକୁ ଭଲ କରାଇ ଥାଏ । ଧୁତାର ଫଳ ଠିକ ଏହି ଭଳି ଏକ ଫଳ ଯାହାକି ହିନ୍ଦୁ ମାନଙ୍କର ଭଗବାନ ମହାଦେବ ଶିବ ଙ୍କ ପାଖରେ ଲଗା ଯାଇ ଥାଏ । ଏହି ଫଳ ମହାଦେବଙ୍କର ବହୁତ ପ୍ରିୟ ଅଟେ । ଏହା ସାମାନ୍ୟ ଜଙ୍ଗଲର ଗଛ ହୋଇ ପାରେ କିନ୍ତୁ ଏହା ମହାଦେବଙ୍କର ବହୁତ ପ୍ରିୟ ଅଟେ । କଣ ଆପଣ ଜାଣନ୍ତି କି ଏହା ଭଗବାନ ଙ୍କ ପାଖ ରେ ଲାଗିବା ସହ ଏହା ଆମ ପାଇଁ ବହୁତ ଉପକାରୀ ହୋଇଥାଏ । ଏଥିରୁ ବହୁତ ଆୟୁର୍ବେଦୀ ଔଷଧ ପ୍ରସ୍ତୁତ କରାଯାଇଥାଏ । ଆୟୁର୍ବେଦୀ ରେ ଏହାକୁ ବିଷ ଭାବରେ ବ୍ୟବହାର କରାଯାଏ କାରଣ ଏହି ଫଳ ଟି ରେ ସାମାନ୍ୟ ବିଷ ରହି ଥାଏ । ଏହାର ବହୁତ କମ୍ ପରିମାଣ ରେ ବ୍ୟବହାର କଲେ ଆମ ଶରୀର ର ବହୁତ ରୋଗ ଭଲ ହୋଇ ପାରିବ । ଆସନ୍ତୁ ଜାଣିବା ଏହା ଆମ ପାଇଁ କେମିତି ଉପକାରୀ ହୋଇ ଥାଏ ।

ଚୁଟି ଝଡିବାରୁ ରକ୍ଷା କରେ
ଆଜିର ଯୁଗ ରେ କେଶ ମଣିଷ ର ସୋନ୍ଦର୍ଯ୍ୟ ବଢାଇ ଥାଏ । ସାଧାରଣ ତ ଝିଅ ମାନଙ୍କ କ୍ଷେତ୍ର ରେ ଏହା ହୋଇଥାଏ ଏବଂ ଏମାନଙ୍କ ର ବହୁତ ଚୁଟି ଝଡି ଥାଏ , ତେଣୁ ଆପଣ ଏହି ଧୁତୁରା ଗଛ ର ର ଫଳ କୁ ଆଣି ଏହାର ମଞି କୁ ଭଲ ଭାବରେ ଶୁଖାଇ ଏଥିରୁ ତେଲ ପ୍ରସ୍ତୁତ କରା ଯାଏ । ଏବଂ ଏହି ତେଲ ମୁଣ୍ଡ ରେ ଲଗାଇଲେ ଚୁଟି ଝଡିବାରୁ ରକ୍ଷା ମିଳି ଥାଏ ।

ଗଣ୍ଠି ବିନ୍ଧାରୁ ମୁକ୍ତ ହେବା ପାଇଁ –  ଏହି ଧୁତୁରା ଗଛ ର ପତ୍ର କୁ ଏକ କନା ସାହାଯ୍ୟ ରେ ପତ୍ର କୁ ଭଲ ଭାବରେ ପେଷ୍ଟ କରି ବିନ୍ଧା ହେଉ ଥିବା ସ୍ଥାନ ରେ ଲଗାନ୍ତୁ । ଏହା ଲଗାଇବା ଦ୍ୱାରା ଆପଣ ଙ୍କର ଯନ୍ତ୍ରଣା ରୁ ଉପସମ ମିଳି ଥାଏ ।

କଟା ଘା କୁ ଭଲ କରେ – ଏହି ଧୁତୁରା ଗଛର ପତ୍ର କାଣ୍ଡ ଚେର ସବୁ କୁ ହାଲକା ହାତ ରେ ଦଳି ଏକ କପଡା ସାହାଯ୍ୟ ରେ କଟା ସ୍ଥାନ ରେ ଲଗାନ୍ତୁ । ଏହା ଲଗାଇବା ଦ୍ୱାରା ଆପଣ ଙ୍କ ର କ୍ଷତ ସ୍ଥାନ ବହୁତ ଶିଘ୍ର ପୁରଣ ହୋଇଥାଏ ।

ସାବଧାନ –  ଏହି ଧୁତୁରା ଗଛ ବିଷ ଯୁକ୍ତ ହୋଇ ଥାଏ ତେଣୁ ଏହାକୁ ଅଧିକ ମାତ୍ରା ରେ ବ୍ୟବହାର କରିବା ଦ୍ୱାରା ଆପଣ ଙ୍କର କ୍ଷତି ହୋଇ ପାରେ , ତେଣୁ ଏହାକୁ ଅଳ୍ପ ମାତ୍ରା ରେ ହ୍ୟବହାର କରନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *