ଯେଉଁ ମହିଳା ମାନଙ୍କର ଏହି ଅଙ୍ଗ ବଡ ଥାଏ – ସେମାନେ ହୋଇଥାନ୍ତି ଗୃହଲଷ୍ମୀ । ଘରେ କେବେବି ଦେଖା ଦେଇ ନଥାଏ ଟଙ୍କାର ଅଭାବ

women

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । କିଛି ଶାସ୍ତ୍ର ବିଦ୍ ମାନଙ୍କ ଅନୁସାରେ ନାରୀ ହେଉଛନ୍ତି ପୁରୁଷ ମାନଙ୍କ ଟ୍ରମ୍ କାର୍ଡ । ସେମିତି ବେଳେ ସେମାନଙଅକ କହିବା କଥା କି ଗୋଟିଏ ପୁରୁଷ ର ଉନ୍ନତି ପଛରେ ଗୋଟିଏ ନାରୀ ର ହାତ ରହିଛି । ସେମିତି ବେଳେ ଗୋଟିଏ ନାରୀ ଗୋଟିଏ ପୁରୁଷ ପାଇଁ ଭାଗ୍ୟ ଶାଳୀ ହେବା ପାଇଁ ତାର କିଛି ଅଙ୍ଗ ଗୁଡ଼ିକ ବଡ ହୋଇ ଥିବା ଦରକାର ବୋଲି ସେହି ଶାସ୍ତ୍ର ବିଦ୍ ମାନଙ୍କ ମତ ଅଟେ । ତେବେ ସେମମିତି ବେଳେ ଆମେ ଆଜି ଆପଣ ମାନଙ୍କୁ ସେହି ମହିଳା ଙ୍କ ଅଙ୍ଗ ବିଷୟ ରେ ଅଧିକ ଭାବେ ସୂଚନା ଦେବା ପାଇଁ ଆସିଛୁ । ତେବେ ଆସନ୍ତୁ ଆମେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସେମିତି ରେ ଯଦି ଆପଣ ମାନେ ଏହାକୁ ପଢିବା ପରେ ଯେକୈଣସି ନାରୀ କୁ ଦେଖିବା ପରେ ତାର ଚରିତ୍ତ ବିଷୟ ରେ ଜାଣି ପାରିବେ ।

1. ଗଭୀର ନାଭି ।
ଯେଉଁ ମାନଙ୍କର ବହୁତ ଗଭୀର ନାଭି ରହି ଥାଏ । ତେବେ ସେମାନେ ବହୁତ ଭାଗ୍ୟ ଶାଳୀ ହୋଇ ଥାନ୍ତି । ଏମାନେ ନିଜ ସ୍ୱାମୀ ପାଇଁ ବହୁତ ଶୁଭ ପ୍ରତିତ ଅଟନ୍ତି । ତେବେ ସେମାନେ ସେହି ପାଇଁ ନିଜ ସ୍ୱାମୀ ପାଖରୁ ଭଲପାଇବା ବହୁତ ପାଆନ୍ତି ।

2. ଲମ୍ବା କେଶ ।
ସେମିତି ବେଳେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି । ଯେଉଁ ନାରୀ ର ଲମ୍ବା କେଶ ରହି ଥାଏ । ସେହି ନାରୀ ମାନେ ମଧ୍ୟ ଅତ୍ୟନ୍ତ ଭାଗ୍ୟ ଶାଳୀ ଅଟନ୍ତି । ଆପଣ ମାନେ ଯଦି କେବେ ଲମ୍ବା କେଶ ରହି ଥିବା ନାରୀ କୁ ଦେଖନ୍ତି ତେବେ ଜାଣି ନିଅନ୍ତିୁ ସେମାନେ ବିବାହ ପରେ ଘର ର ଅସଲ ଲକ୍ଷ୍ମୀ ପରି କାର୍ଯ୍ୟ କରି ଥାନ୍ତି ।

3.ବଡ ଆଖି ।
ସେହି ପରି ଭାବେ ଯେଉଁ ନାରୀ ଙ୍କ ର ବଡ ଆଖି ରହି ଥାଏ । ସେମାନେ ମଧ୍ୟ ବହୁତ ଭାଗ୍ୟ ଶାଳୀ ହୋଇ ଥାନ୍ତି । ଏବଂ ସେମାନେ ସ୍ୱୀମୀ ମାନଙ୍କ କଥା ମାନି ସବୁ ବେଳେ ଚାଲି ଥାନ୍ତି । ଏବଂ ଏମିତି ବେଳେ ବହୁତ ଭଲ ପାଇବା ମଧ୍ୟ ଦିଅନ୍ତି । ସେମିତି ରେ ଶୁଶିଳ ହେବା ସହିତ ସେମାନେ ନିଜ ଘର ଏବଂ ପରିବାର ର ବହୁତ ଧ୍ୟନ ରଖି ଥାନ୍ତି । ଏମାନେ ସ୍ୱାମୀ କୁ ସଠିକ୍ ବାଟ ଦେଖେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁ ବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସ ବୁକ ପେଜକୁ , ଏବଂ ଏହି ପୋଷ୍ଟ ଟିକୁ ସେୟାର କରି ସମସ୍ତଙ୍କ ପାଖରେ ପହଞ୍ଚା ଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *