ଆସନ୍ତାକାଲି ଠାରୁ ଏହି 6 ଟି ରାଶିର ଭାଗ୍ୟ ସୁନାପରି ଚମକିବ, ଏମାନଙ୍କ ଉପରେ କାଲିଠୁ ପଡିବ ମହାଦେବଙ୍କ କୃପା

dec 8

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆପଣ ମାନଙ୍କୁ ସୂଚନା ଦେବୁ କି ଗତ କାଲି ଠାରୁ ଏହି ସବୁ ରାଶି ର ଗ୍ରହ ରେ ଘଟିବା ପାଇଁ ଜାଉଛି ମହା ସଂଙ୍ଗମ । ଏହି ସମୟ ସବୁ ଆପଣ ମାନଙ୍କ ସପକ୍ଷ ରେ ହିଁ ରହିବ । ଜାହା ଫଳ ରେ ଆପଣ ମାନଙ୍କ ଭାଗ୍ୟ ରେ କିଛି ପରିମାଣ ରେ ପରିବର୍ତନ ହେବା ସହିତ ଆପଣ ମାନଙ୍କ ଭାଗ୍ୟ ଚମକି ବା ପାଇଁ ଜାଉଛି । ଏହି ଦିନ ରେ ସେମାନଙ୍କ ଭାଗ୍ୟ ର ଉଦୟ ହେବ । ତେବେ ଆସନ୍ତୁ ଜାଣିବା ସେହି ସବୁ ରାଶି ବିଷୟ ରେ । ଏହି ରାଶି ମାନଙ୍କ ଭାଗ୍ୟ ଆସନ୍ତା କାଲି ଠାରୁ ଡିସେମ୍ବର 8 ତାରିଖ ପର୍ଯ୍ୟନ୍ତ ବଦଳିବା ପାଇଁ ଜାଉଛି । ପ୍ରଥମେ ରହିଛି ।

ବୃଷ ଏବଂ ବିଛା ରାଶି । ଏହି ରାଶି ର ବ୍ୟକ୍ତି ବିଶେଷ ମାନଙ୍କୁ ଆମେ ଜଣେଇବା ପାଇଁ ଛାହିଁବୁ କି । ବସାୟରେ ଉନ୍ନତି ଓ ଅଗ୍ରଗତିର ସୁଯୋଗ ପାଇବେ। କର୍ମ କ୍ଷେତ୍ରରେ ପ୍ରଶଂସିତ ହେବେ। ବିଭିନ୍ନ ବିଭାଗୀୟ ପରୀକ୍ଷା ଦେବାର ସୁଯୋଗ ପାଇବେ। ଶିକ୍ଷାକ୍ଷେତ୍ରରେ ହସ ଖୁସିରେ ସମୟ କଟାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଶାନ୍ତି ମିଳିବ। ମହିଳାମାନେ ପରିଶ୍ରମର ସୁଫଳ ଭୋଗ କରିବେ। ନୂତନ ଲୋକଙ୍କସହ ବନ୍ଧୁତ୍ୱ ସ୍ଥାପନ ହେବ। ଆପଣ ମାନଙ୍କ ପାଇଁ ଏହି ଶୁଭ ସମୟ ଟି ଆସନ୍ତା 8 ତାରିଖ ପର୍ଯ୍ୟନ୍ତ ରହିବ । ତେବେ ଏହା ମଧ୍ୟ ରେ ଆପଣ ମାନେ କୈଣସି ବି କାର୍ଯ୍ୟ ରେ ହାତ ଲଗାଇ ପାରିବେ । ଏହା ପରେ ରହିଛି ।

ମୀନ ଏବଂ ତୁଳା ରାଶି । ଆସନ୍ତା କାଲି ଠୁ ଡିସେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ଦୁଇ ରାଶି ମାନଙ୍କ ଭାଗ୍ୟ ରେ ବହୁତ କିଛି ପରିବର୍ତନ ହେବା ପାଇଁ ଜାଉଛି । ଯେଉଁଥି ପାଇଁ ଏମାନେ ଦାମ୍ପତ୍ୟ ଜୀବନରେ ସୁଖବୃଦ୍ଧି ପାଇବେ। ମହିଳାମାନଙ୍କର ସ୍ୱଜନ ଓ ମିତ୍ରଙ୍କ ଠାରୁ ପୂର୍ଣ୍ଣ ସହଯୋଗ ମିଳିବ। ଗୃହର ସମସ୍ୟା ଦୂର ହୋଇଯିବ। ଅଟକିଥିବା ଧନଲାଭ ହେବ। ଦିନଚର୍ଯ୍ୟା ସୁଖଦାୟକ ହେବ। ବ୍ୟବସାୟରେ ସଫଳତା ମିଳିବ। ବନ୍ଧୁବାନ୍ଧବଙ୍କ ନିକଟରେ ଗୁରୁଗୁରୁଜନ ଓ ପ୍ରିୟଲୋକଙ୍କ ପାଖରେ ଆଦୃତ ହେବେ। ପରିବାରରେ ମହତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସିତ ହେବେ। ଏହା ପରେ ରହିଛି

ସିହଂ ଏବଂ କୁମ୍ଭ ରାଶି । ଜ୍ୟତିଷ ଶାସ୍ତ୍ର ଅନୁସାରେ ସିହଂ ଏବଂ କୁମ୍ଭ ରାଶି ର ବ୍ୟକ୍ତି ମାନେ ସବୁ କାର୍ଯ୍ୟ ରେ ଅଗ୍ରଗାମୀ ହେବେ । ଏମାନଙ୍କ ଜିବନ ରେ ଶୁଭ ସମୟ ର ଆସୁଛି । ତେବେ ଏମାନେ ପ୍ରତିଯୋଗିତା ଓ ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ବିଜୟ ଲାଭ କରିବେ। ବ୍ୟବସାୟରେ ଭାଗିଦାରୀଙ୍କ ପାଇଁ କ୍ଷତିରୁ ବଞ୍ଚିଯିବେ। ମହିଳାମାନେ ଅନ୍ୟକୁ ନିଜ ସହ ତୁଳନା କରି ମାନସିକ ଶାନ୍ତି ଅନୁଭବ କରିବେ। ମିତ୍ରମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ। ଉତ୍ସାହ ଉଲ୍ଲାସରେ ସମୟ ଅତିବାହିତ କରିବେ ଏବଂ ଏହି ଦିନ ରେ ବହୁତ ପରିମାଣ ରେ ଧନ ର ଲାଭ ତଥା ସମୃଦ୍ଧି ବି ହେବାର ରହିଛି ।

Leave a Reply

Your email address will not be published. Required fields are marked *