65 ବର୍ଷର ଶସୁର କରିଲା ନିଜ 21 ବର୍ଷର ବୋହୁ କୁ ବିବାହ କାରଣ ଜାଣି ଆଶ୍ଚର୍ଯ୍ୟ ହୋଇ ଯିବେ ଆପଣ ।

bohu

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ଦିନ ରେ ସୋସିଆଲ ମିଡ଼ିଆ ଗୋଟିଏ ଏମିତି ପ୍ଲାଟଫର୍ମ ହୋଇ ଗଲାଣୀ ,ଯେଉଁ ଠାରୁ କୈଣସି ଖବର ବଞ୍ଚିବା ବହୁତ ମୁସକିଲ୍ ହୋଇ ପଡ଼ିଛି । ତେବେ ଆପଣ ମାନେ ଦେଖି ଥିବେ ସାଧାରଣ ଖବର ବି ବଡ ଖବର ରୂପେ ଆପଣ ମାନଙ୍କୁ ସୋସିଆଲ ମିଡ଼ିଆରେ ଦେଖିବା ପାଇଁ ମିଳି ଯିବ । ତେବେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା ଏହି ଦିନରେ ସେମିତି ହିଁ ଗୋଟିଏ ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁ ଥିବାର ଦେଖିବା ପାଇଁ ମିଳିଛି । ତେବେ ସେମିତିରେ ଘଟଣା ଅନୁସାରେ 65 ବର୍ଷ ର ଶୁଶୁର ନିଜର 21 ବର୍ଷର ବହୁ କୁ ବିବାହ କରି ଥିବାର ଦେଖିବା ପାଇଁ ମିଳିଛି ।

ତେବେ ଆମେ ଯେଉଁ ଘଟଣା ସଂମ୍ପର୍କରେ ଆପଣ ମାନଙ୍କୁ କହୁଛୁ । ତାହା ରୋସନ ଲାଲ୍ ଙ୍କ ସହିତ ହୋଇଛି ଏବଂ ଏହା ବିହାର ଠାରେ ହୋଇଛି । ତେବେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ ବିବାହ କରି ଥିବା ଶଶୁର ଜଣଙ୍କ ନିଜ ପୁଅ ର ବିବାହ ପାଇଁ ଜାଇ ଥିଲା ଏବଂ ପୁଅ କୁ ବିବାହ କରେଇବା ପାଇଁ ନେଇ ଜାଇ ଥିଲେ ସତ କିନ୍ତୁ ପୁଅ ବିବାହ ମଣ୍ଡପ ରେ ପହଁଚି ପାରି ନ ଥିଲା । ସେମିତି ରେ ଏହା ପଛରେ ରହି ଥିଲା ରୋସନ୍ ଲାଲ୍ ଙ୍କ ପୁଅ ଅନ୍ୟ ଗୋଟିଏ ଯୁବତୀ ଙ୍କୁ ଭଲ ପାଉ ଥିଲା । ତେବେ ସେହି ପରି ବେଳେ ସେ ବିବାହ କରିବା ପାଇଁ ଜାଇ ମଧ୍ୟ ସେହି ଯୁବତୀ ଙ୍କ ସହିତ ପଳେଇ ଥିଲା ।

ଏମିତି ଗୋଟିଏ ଘଟଣା ପରେ ରୋସନ୍ ଲାଲ୍ କୁ ଏପରି ଗୋଟିଏ ଷ୍ଟେପ୍ ଉଠେଇବା ପାଇଁ ପଡିଲା । କାରଣ ପୁଅକୁ ବିବାହ କରୁ ଥିବା ଯୁବତୀ ଏବେ ବି ମଙ୍ଗଳା ହୋଇ ରହିଛନ୍ତି । ତେବେ ନିଜର ପରମ୍ଫରା ତଥା ନିଜର ସମ୍ମାନ ବଞ୍ଚେଇବା କୁ ଜାଇ ରୋସନ୍ ଲାଲ୍ ସେହି ଯୁବତୀ ଙ୍କୁ ବିବାହ କରିଥିଲେ । ଏବଂ ଏପରି ଗୋଟିଏ ଘଟଣା କୁ ନେଇ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ସେ ଭାଇରଲ ହେବାରେ ଲାଗିଛନ୍ତି । ବହୁତ ଲୋକ ମାନେ ତାଙ୍କୁ ସାବାସୀ ଦେଉ ଥିବା ବେଳେ ଲୋକ ମାନଙ୍କ ମଧ୍ୟରେ ସେ ସମ୍ମାନ ର ପାତ୍ର ହୋଇ ଛନ୍ତି , ହେଲେ ବହୁତ ଲୋକ ଏମିତି ମଧ୍ୟ ଅଛନ୍ତି , ଯେଉଁମାନେ ରୋସନ ଲାଲ ଙ୍କର ମଜାକ ଉଡେଇବାରେ ବ୍ୟସ୍ତ ଅଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *