ବହୁତ ଐତିହାସିକ ଇମାରତ ଉପରେ ସରକାରଙ୍କ ମାଲିକାଣା ଅଧିକାର ହୋଇଥାଏ , ଯାହାର ଅନୁଭବ ସମୟ ସମୟରେ ଜନତାଙ୍କୁ ଜଣାଇଥାଏ , କିନ୍ତୁ ଏହିଥର ଏକ ଅଜବ ମାମଲା ସାମ୍ନାକୁ ଆସିଲା , ହଁ ଆଜ୍ଞା , ଭାରତରେ ବହୁତ ଐତିହାସିକ ସ୍ଥାନ ଅଛି , ଯେଉଁଠି ଲୋକେ ବୁଲିବା ପସନ୍ଦ କରନ୍ତି , ଏହି କଡିରେ ବାବରି ମସଜିଦ୍ ନାଁ ବି ସାମ୍ନାକୁ ଆସିଛି , ଏହି ଦିନରେ ଜଣେ ବ୍ୟକ୍ତି ନିଜକୁ ତାଜମହଲ ଓ ବାବରି ମସଜିଦ୍ ର ବଂଶଜ ବୋଲି କହୁଛନ୍ତି , ଯାହାକୁ ନେଇକରି ଏକ ନୁଆ ବିବାଦ ଆସିଯାଇଛି , ଓ ସେହି ବ୍ୟକ୍ତି ବାବରି ମସଜିଦ୍ ଓ ରାମମନ୍ଦିର ଅନ୍ତଦ୍ୱନ୍ଧକୁ ବୁଝାଇବାକୁ ଦାବି କରୁଛି । ବହୁତ ଦଶକରୁ ରାମ ମନ୍ଦିର ଓ ବାବରି ମସଜିଦ୍ କୁ ନେଇକରି ବିବାଦ ଚାଲିଛି , ଏମିତିରେ ଜଣେ ବ୍ୟକ୍ତି ଦାବି କରୁଛନ୍ତି କି ଏହି ବିବାଦକୁ ଆରାମରେ ବୁଝାମଣା କରିପାରିବେ , କିନ୍ତୁ ଏହାପରେ ଏକ ନୁଆ ବିବାଦ ମାର୍କେଟ୍ ରେ ଆସିଯାଈଛି , କହିଦେବୁ କି ମୁଗଲ ବଂଶଜ ପ୍ରିନ୍ସ ୟାକୁବ୍ ହବିଉଦ୍ଦିନ୍ ତୁସି ବାବରି ମସଜିଦ୍ ଉପରେ ନିଜର ଦାବି ରଖିଛନ୍ତି , ଏହାପାଇଁ ସେ ପ୍ରେସ୍ କନଫରରେନ୍ସ କରିଥିଲେ, ଯେଉଁଥିରେ ବାବରି ମସଜିଦ୍ ଓ ତାଜମହଲକୁ ନେଇକରି ଦାବି ଥିଲା ।
ପ୍ରିନ୍ସ ୟାକୁବ୍ ହବିଉଦ୍ଦିନ୍ ତୁସି ପ୍ରେସ୍ କନଫରରେନ୍ସ କରି ବାବରି ମସଜିଦ୍ ଓ ତାଜମହଲର ବଂଶଜ ହୋଇଥିବାର କଥା ଦାବି ଦାବି କରିଥିଲେ, ଯାହାପରେ ଦେଶରେ ଏକ ନୁଆ ବିବାଦ ଆରମ୍ଭ ହୋଇସାରିଛି, ସେ କହିଲେ କି ବାବରି ମସଜିଦ୍ କୁ ମୁତବଲ୍ଲି ସେ କରିଛନ୍ତି , କାରଣ ସେ ତାଙ୍କ ବଂଶଜ ଅଟନ୍ତି , ଏମିତିରେ ଏହି ମାମଲାକୁ ବୁଝାମଣାକରିପାରିବେ , କହିଦେବୁ କି ଏହି କଥାର ସୁଚନା ସେ ସୁନ୍ନି ବକ୍ଫ ବୋର୍ଡକୁ ଦେଇଛନ୍ତି , ବୋର୍ଡ ଏହାକୁ ନେବାପାଇଁ ମନା କରିଦେଇଛନ୍ତି , କିନ୍ତୁ ତାପରେ ସେ ନିଜ କଥାରେ ଅଟଳ ରହିଛନ୍ତି ।
କହିଦେବୁ କି ପ୍ରିନ୍ସ ୟାକୁବ୍ ହବିଉଦ୍ଧିନ୍ ତୁସି ବହୁତ ଅସୁବିଧାରେ ନିଜର ପରିଚୟ ପାଇଥିଲେ , ଯାହାପାଇଁ ସେ ବହୁତ ପରିଶ୍ରମ କରିଛନ୍ତି , କହିଦେବୁ କି ତୁସି ଓ ତାଙ୍କର ବଂଶଜ ବର୍ଷ ୧୯୬୨ ରୁ ପ୍ରୟାସରତ ଥିଲେ , କିନ୍ତୁ ଉଜବେକିସ୍ଥାନ ଟୀମ୍ ୧୯୮୭ ରେ ତାଙ୍କୁ ଓ ତାଙ୍କ ବଂସଜ ପରିଚୟ ଦେଇଥିଲେ, ଏତିକି ନୁହେମ୍ଂ ହାଇଦ୍ରାବାଦ କୋର୍ଟ ପ୍ରିନ୍ସଙ୍କୁ ଷ୍ଟେଟ୍ସ ନେଲେ , ଏହା ସହ ସେ କହିଲେ କି ଜଫର ବଂଶର ୪୦ ଲୋକ ଏବେ ବି ଜିବିତ ଅଛନ୍ତି , ଯେଉଁଥିରେ ପଞ୍ଚମ ପିଢି ମହିଳା ଅଟନ୍ତି ।
ପ୍ରିନ୍ସ ୟାକୁବ୍ ଏହା ପୂର୍ବରୁ ତାଜମହଲ ଉପରେ ନିଜର ମାଲିକାଣା ପାଇଁ ହକ୍ କରିଛନ୍ତି , ଯାହାପାଇଁ ସେ କୋର୍ଟର ସାହାରା ନେଇଛନିତ୍ , ମନେ ପକେଇଦେବୁ କି ବାବର ବଂଶଜ ହେବାର ଦାବି ଡିଏନ୍ ଏ ରିପୋର୍ଟ ର କପି ବି ଅଦାଲତକୁ ଦେଇଥିଲେ , ଯେଉଁଥିରେ ମୁଗଲ୍ ଙ୍କ ଅସଲ ବଂଶଜ ବୋଲି ଜଣାପଡିଥିଲା , ମତଲବ ସଫା କି ଆଉଥରେ ପ୍ରିନ୍ସ ନିଜ ଦାବି କରିବାକୁ ମଇଦାନରେ ବାହାରିସାରିଲେଣି । ଯାହାପାଇଁ ସେ ସଫା ସଫା କହିଦେଇଛନ୍ତି କି ଏହିଥର ବି ସେ କୋର୍ଟର ସାହାରା ନେବେ , ଓ ନିଜ ଦାବିକୁ ସତ ବୋଲି ପ୍ରମାଣୀତ କରିବେ ।