ବାପା ମରିଯିବା ପରେ ମା କଷ୍ଟ କରି ପୁଅକୁ କଲା ବଡ , ପୁଅ ବଡ ହୋଇ ଟିମ ଇଣ୍ଡିଆରେ ହେଲା ସାମିଲ , ଆଉ ଏବେ

Virat-Han

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି କି ହନୁମା ବିହାରୀ ଯିଏ କି ଆଜିର ଦିନ ରେ ଭାରତ ପକ୍ଷ ରୁ ଟେଷ୍ଟ ମ୍ୟଚ୍ ଖେଳୁ ଛନ୍ତି । ସେମିତି ରେ ତାଙ୍କର ଜିବନ ରେ ଘଟିତ ଘଟଣା ମାନଙ୍କୁ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ଏବଂ ସେହି ଦିନ ମାନଙ୍କ ରେ ସେ କେମିତି ଭାବେ କଷ୍ଟ କରିଛନ୍ତି । ଏବଂ ଆଜିର ଦିନ ରେ ସେ ଏହି ସ୍ଥାନ ରେ ପହଁଚି ପାରିଛନ୍ତି । ଆପଣ ମାନେ ବୋଧ ହୁଏ ଜାଣି ନ ଥିବେ କି ହନୁମା ବିହାରୀ ଙ୍କ ପିତା ଙ୍କ ମୃତ୍ୟୁ ତାଙ୍କର 12 ବର୍ଷ ବୟସ ରେ ହୋଇ ଥିଲା । ପରେ ପରେ ତାଙ୍କ ମାଆ ତାଙ୍କ ପାଇଁ ବହୁତ କଷ୍ଟ କରିଛନ୍ତି । ତଥା ତାଙ୍କର ସଂମ୍ପର୍ଣ୍ଣ ଭାବେ ଭରଣ ପୋଷଣ କରିବା ସହିତ ଆଜିର ଦିନ ରେ ଆଣି ଏଠାରେ ଛିଡା କରିଛନ୍ତି ।

New Delhi, Oct 14 ରେ ଟିମ୍ ଇଣ୍ଡିଆ ର ଟେଷ୍ଟ ମ୍ୟଚ୍ ରହି ଥିଲା । ରବିବାର 13 ଅକ୍ଟୋବର ଙ୍କୁ ତାଙ୍କର 26 ବର୍ଷ ବୟସ ହୋଇ ଥିବା ବେଳେ ସେ ଏହି ଦିନ ରେ ଖେଳା ଜାଉ ଥିବା ଟେଷ୍ଟ ମ୍ୟଚ୍ ରେ ମାନେ ଇଂଲଣ୍ଡ ବିପକ୍ଷ ରେ ବହୁତ ଭଲ ପ୍ରଦର୍ଶନ କରି ଥିଲେ ଏବଂ ସେହି ପରି ବେଳେ ଆଗାମୀ ସମୟ ରେ ଯେତେ ସବୁ ଟେଷ୍ଟ ମ୍ୟଚ୍ ହୋଇ ଥିଲା ସେହି ସବୁ ରେ ମଧ୍ୟ ସେ ବହୁତ ଭଲ ପ୍ରଦର୍ଷନ କରି ଥିଲେ ରବିବାର ମ୍ୟଚ୍ ରେ ସେ 56 ରନ୍ କରି ଥିଲେ ।

ପ୍ରଥମ ଶତକ ପିତାଙ୍କୁ ସମର୍ପିଲେ ।
ସେମିତି ରେ ସେ ଯେତେ ବେଳେ ତାଙ୍କ କେରିଅର ର ପ୍ରଥମ ଶତକ ମାରି ଥିଲେ ତେବେ ସେହି ସମୟ ରେ ବହୁତ ଭାବୁକ ହୋଇ ଥିଲେ । ଏବଂ ସେହି ସବୁ ର କ୍ରେଡିଟ୍ ସବୁ ତାଙ୍କ ପିତା ଙ୍କୁ ଦେଇ ଥିଲେ ଏବଂ କହି ଥିଲେ କି ଆଜି ଯଦି ସେ କ୍ରିକେଟ ରେ ଏହି ସ୍ଥାନ ରେ ପହଁଚି ଥାନ୍ତି । ତେବେ ସେହିଥି ପାଇଁ କେବଳ ତାଙ୍କ ପିତା ହିଁ ହକଦାର ବୋଲି । ଘୋରଇ ମ୍ୟଚ୍ ରେ ସେ ବହୁତ ଭଲ ପ୍ରଦର୍ଶନ କରିବା ସହିତ 70 ମ୍ୟଚ୍ ରେ 5739 ରନ୍ କରି ସାରିଛନ୍ତି ।

Leave a Reply

Your email address will not be published. Required fields are marked *