ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ କହିବୁ କି ପୂଜା କରିବା ସମୟ ରେ ଯଦି ନଡିଆ ଟି ଖରାପ୍ ବାହାରି ଥାଏ । ତେବେ ଏହା ଆପଣ ମାନଙ୍କ ପାଇଁ ଶୁଭ ନା ଅଶୁଭ ହୋଇ ଥାଏ । ଏହି ବିଷୟ ରେ ନିଶ୍ଚିତ ଭାବେ ଜାଣି ନିଅନ୍ତୁ । ଅଧିକାଶଂ ସମୟ ରେ ଆମେ ମାନେ ପୂଜା କରୁ ଥିବାର ସମୟ ରେ ଯଦି ଆମେ ମାନେ ଦେଖି ଥାନ୍ତି କି ପୂଜା ନଡିଆ ଖରାପ୍ ବାହାରିଛି ତେବେ ଆମ ମାନଙ୍କ ମନ ରେ ସଂଙ୍କା ଆସି ଥାଏ ଏହା କୈଣସି ଅଶୁଭ ସଂଙ୍କେତ ଅଟେ । ଏବଂ ଆମ ଉପରେ ଭଗବାନ ଅସନ୍ତୁଷ୍ଟ ହୋଇ ଜାଇ ଥାନ୍ତି ।
କଣ ଆପଣ ମାନେ ଜାଣି ଛନ୍ତି, ନଡିଆ କୁ ସବୁ ବେଳେ ମାଆ ଲକ୍ଷ୍ମୀ ଙ୍କର ପ୍ରତିକ ବୋଲି ମନା ଜାଇ ଥାଏ । ତାଙ୍କର ପୂଜା ରେ ନଡିଆ ରହିବା ନିତ୍ୟାନ୍ତ ଜରୁରୀ ହୋଇ ଥାଏ । ପୂଜା ପାଇଁ ଆମେ ମାନେ ସବୁ ବେଳେ ନେଉ ଥିବା ନଡିଆ ମଧ୍ୟ ରୁ ଯଦି କୈଣସି ନଡିଆ ଖରାପ୍ ବାହାରେ ତେବେ ଏହାର ଅର୍ଥ ନୁହେଁ କି ଏହା ଆପଣ ମାନଙ୍କ ପାଇଁ ଅଶୁଭ ଅଟେ । ବରଂ ଆମେ ଆପଣ ମାନଙ୍କୁ ସୂଚନା ଦେବୁ କି ନଡିଆ ଖରାପ୍ ହେବା ବହୁତ ଶୁଭ ସଂଙ୍କେତ ଅଟେ । ଏହା ପୂର୍ବ ପୂର୍ବାନ୍ତ ରୁ ଶୁଭ ବୋଲି ମନା ଯାଏ ଏବଂ ଏହା ପଛରେ ମଧ୍ୟ କାରଣ ରହିଛି । ଏମିତି କୁହାଯାଏ କି ଯଦି ନଡିଆ ଭାଙ୍ଗିବା ସମୟ ରେ ଏହା ଖରାପ୍ ବାହାରି ଥାଏ । ତେବେ କୁହାଯାଏ କି ଏହାକୁ ଭଗବାନ ବିଷ୍ଣୁ ଗ୍ରହଣ କରି ନେଇ ଛନ୍ତି ।
କେବଳ ଏହି କଥା ନୁହେଁ ବରଁ ଆପଣ ମାନଙ୍କ ମନସ୍କାମନା ପୂରଣ କରିବାର ସଂଙ୍କେତ ମଧ୍ୟ ଏଥିରେ ରହି ଥାଏ । ଯଦି କେତେ ବେଳେ ଆପଣଙ୍କ ପୂଜା ନଡିଆ ଖରାପ୍ ବାହାରେ ତେବେ ତୁରନ୍ତ ଯେଉଁ ମନସ୍କାମନା ଆପଣ ମାନେ ଭଗବାନ ଙ୍କୁ ମାଗନ୍ତି । ତେବେ ଆପଣ ମାନଙ୍କ ମନସ୍କାମନା ପୂର୍ଣ୍ଣ ହୁଏ । ଏବଂ ଯଦି ନଡିଆ ଭଲ ରହି ଥାଏ । ତେବେ ସେହି ନଡିଆ କୁ ସମସ୍ତ ଙ୍କ ମଧ୍ୟ ରେ ବାଣ୍ଟି ଦିୁଅନ୍ତୁ । ଏପରି ବି କରିବା ବହୁତ ଶୁଭ ହୋଇ ଥାଏ । ଯଦି ଆପଣ ମାନେ କେତେ ବେଳେ ପୂଜା କରୁଛନ୍ତି ତେବେ ଏହି ବିଷୟ ରେ ଭାବନ୍ତୁ ନାହିଁ କି ଆପଣ ମାନଙ୍କ ପୂଜା ନଡିଆ ଭଲ ବାହାରିବ କି ଖରାପ୍ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।