ଏହି ଦେଶରେ ମହିଳା ମାନେ ପିନ୍ଧି ପାରିବେ ନାହିଁ ଅଣ୍ଡର ଉଇର୍ , ଜାଣନ୍ତୁ ଏହାର କାରଣ କଣ ।

america-law

ଆପଣ ମାନଙ୍କୁ ସ୍ୱାଗତ କରୁଛୁ । ଆଜିର ଦିନରେ ଲୋକ ମାନେ ଫେସନ୍ କୁ ନେଇ ବହୁତ ପରିମାଣ ରେ ଷ୍ଟ୍ରିଟ୍ ହୋଇ ଥିବା ବେଳେ ଦିନ କୁ ଦିନ ନୂଆ ନୂଆ ଫେସନ୍ ର ଆବିର୍ଭାବ କରି ଲୋକ ଲୋଚନ ହେବାରେ ଲାଗିଛନ୍ତି । ସେମିତି ରେ ଆମେ ଆଜି ସେମିତି ହିଁ ଗୋଟିଏ ଫେସନ୍ ବିଷୟ ରେ କହିବା ପାଇଁ ଚାହିଁବୁ । ଏହି ଦିନ ରେ ଦେଖିବା ପାଇଁ ମିଳିଛି ନିଜେ ଆମେରିକା ନିଜର ଦେଶରେ ମହିଳା ମାନଙ୍କ ପାଖରେ ଏହା ଆପଣେଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ସୂଚନା ଦେବା ପାଇଁ ଚାହିଁବୁ କି ଆମେରିକା ର ମିଶେସ୍ ରାଜ୍ୟ ରେ ଏମିତି ଗୋଟିଏ ନିୟମ ରହିଛି ଯେଉଁ ଠାରେ ମହିଳା ମାନଙ୍କୁ ଅଣ୍ଡର ଉୱାର୍ ପିନ୍ଧିବାରେ ବର୍ଜିତ କରା ଜାଇଛି ।

ସେମିତି ରେ ଯଦି କେଉଁ ମହିଳା ମାନେ ଯଦି ଏହି କଥା ର ଅବମାନନା କରୁଛନ୍ତି । ତେବେ ସେମିତି ବେଳେ ସେହି ମହିଳା ଙ୍କ ଉପରେ ତୁରନ୍ତ କାରବାଇ କରା ଜାଇ ଥାଏ । ଏହି ଆଇନ୍ ଟି ସେଠାରେ ବର୍ଷ ବର୍ଷ ରୁ ହିଁ ଚାଲି ଆସୁଛି । ଏମିତି ରେ ଏହି ଠାରେ ମହିଳା ମାନେ ମାନ୍ୟତା ଦେଇଛନ୍ତି କି । ଏମିତି କରିବା ପଛରେ ପୁରୁଷ ମାନଙ୍କ ହକ୍ ରହିଛି । ତଥା ସେମାନଙ୍କ କହିବା କଥା କି ସବୁ ବେଳ ସୈନ୍ଦର୍ଯ୍ୟ ର ପରିପୋକ କରିବା ଏଠାକାର ନିୟମ ହେବା ଆବଶ୍ୟକ ଅଟେ । ତଥା ଏହା ଗୋଟିଏ ଆମେରିକା ନାଗରିକ ପାଇଁ ସାଧାରଣ କଥା ଭବେ ନିଆ ଜାଇଛି କାରଣ ଏହି ଦିନ ରେ ଯେଉଁ ପରି ଭାବେ ଫେସନ୍ କୁ ମାନ୍ୟତା ଦିଆ ଜାଉ ଅଛି ।

ତେବେ ସେହି ପରି ବେଳେ ଏହା ଗୋଟିଏ କମନ୍ ଜିନିଷ ବୋଲି ସେମାନେ କହିଛନ୍ତି । ଏମିତି ରେ ଏହି ପରି ଆଇନ୍ ବର୍ତ୍ତମାନ ସମୟ ରେ ଆମେରିକାର ସବୁ ରାଜ୍ୟ ମାନଙ୍କରେ କରା ଜାଇ ନାହିଁ । ହେଲେ ଏଠାରେ ଥିବା ମଧ୍ୟ ବର୍ତ୍ତି ରାଜ୍ୟ ମାନଙ୍କ ରେ ଏହି ନିୟମ କୁ ଆପଣାଇ ଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *